ରାଜ୍ୟ

ରାଜ୍ୟରେ ଲାଗୁ ହେଲା ନୂଆ ଅବକାରୀ ନୀତି

ନିଶାଡିଙ୍କୁ ଧିରେ ଧିରେ ବାଟକୁ ଆଣିବେ ସରକାର। ନୂଆ ଅବକାରୀ ନୀତିରେ ବଡ ପଦକ୍ଷେପ ନେଲେ ରାଜ୍ୟ ସରକାର। ବନ୍ଦ ହେଲା ଡ୍ୟାନ୍ସ ବାର୍ । ଖୋଲିବନି ନୂଆ ମଦ ଦୋକାନ। ଗ୍ରାମାଞ୍ଚଳରେ ବାରକୁ ମିଳିବନି ଅନୁମତି। କେବଳ ଥ୍ରୀ ଷ୍ଟାରରୁ ଅଧିକ ହୋଟେଲକୁ ବାର ଖୋଲିବାକୁ ଲାଇସେନ୍ସ ମିଳିବ।

Related Articles

Leave a Reply

Your email address will not be published. Required fields are marked *

Back to top button