ରାଜ୍ୟ

କାହିଁକି ଏକାଠି ରହୁଥିବା ମହିଳାଙ୍କର ସମାନ ତାରିଖରେ ହୋଇଥାଏ ପିରିୟଡସ୍‌, ଜାଣନ୍ତୁ କଣ ରହିଛି କାରଣ

କଣ ଆପଣ କେବେ ନୋଟିସ୍‌ କରିଛନ୍ତି ଆପଣଙ୍କ ରୁମମେଟ୍‌ କିମ୍ବା କଲିଗଙ୍କ ପିରିୟଡ୍‌ ଏହାସାଥିରେ ଆସିଥାଏ ଯେତେବେଳେ ବି ଡେଟ୍‌ ଅଲଗା ଥାଏ। ଅଧିକାଂଶ ମହିଳା ଏବଂ ଝିଅ ଏହି କଥାକୁ ଧ୍ୟାନ ଦେଇଥିବେ। କିନ୍ତୁ ଏମିତି ବାଇଚାନ୍ସ ହୋଇଯାଏ ନା ସତରେ ଏମିତି ହେବାର କିଛି ଲଜିକ୍‌ ରହିଛି। ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କର ମନରେ ଥିବା ଏହି କନଫ୍ୟୁଜନ୍‌ ଦୂର କରିବୁ।

ଏହାକୁ ଅଧିକାଂଶ ମହିଳା ମାନନ୍ତି ଯେ ସାଥିରେ ରହୁଥିବା ଝିଅ ଏକାସାଥିରେ ସବୁ ସମୟ ବିତାଇଥାନ୍ତି, ଏଥିପାଇଁ ତାଙ୍କ ପିରିୟଡ୍‌ ଡେଟ୍‌ ଏକାସାଥିରେ ହୋଇଯାଏ। ପିରିୟଡ୍‌ ସିଂକିଙ୍ଗକୁ ମେନଷ୍ଟୁଆଲ ସିଙ୍କ୍ରୋନି ମଧ୍ୟ କୁହାଯାଏ।

girlକୁହାଯାଏ ଯେ ଯେତେବେଳେ ଜଣେ ମହିଳା ଅନ୍ୟ ମହିଳାଙ୍କ ସଂସ୍ପର୍ଶରେ ଆସନ୍ତି ଯାହାଙ୍କର ପିରିୟଡ୍‌ ହୋଇଥିବ , ତେବେ ଦୁହିଁଙ୍କର ମେନସୁରେସନ୍‌ ସାଇକେଲ ମ୍ୟାଚ୍‌ ହେବାକୁ ଲାଗିଥାଏ। ଏମିତି ଏଥିପାଇଁ ହୋଇଥାଏ କାରଣ ଶରୀରରୁ ବାହାରୁଥିବା ଏକ ପ୍ରକାର କେମିକାଲ । ମେଡିକାଲ ଲିଟେରେଚରଙ୍କ ପାଖରେ ଏମିତି କିଛି ସଲିଡ୍‌ ପ୍ରମାଣ ନାହିଁ, ଯିଏ ଏହି କଥାକୁ ପ୍ରମାଣ କରିପାରେ।

padପିରିୟଡ୍‌ ଡେଟ୍‌ ମ୍ୟାଚ୍‌ ହେବା କଥା ବହୁ କାଳରୁ ଚାଲି ଆହୁଛି। କିନ୍ତୁ ମେଡିକାଲ ସାଇନ୍ସ ଗୋଟିଏ ରିସର୍ଚ୍ଚ ପରେ ଏହା ଉପରେ ତଥ୍ୟ ଆରମ୍ଭ କରିଛନ୍ତି। ଜଣେ ରିସର୍ଚ୍ଚର ୧୩୫ ଜଣ କଲେଜ୍‌ ଛାତ୍ରୀଙ୍କୁ ନେଇ ରିସର୍ଚ୍ଚ କଲେ। ସେମାନଙ୍କୁ ସାଥିରେ ରଖାଗଲା ଏହାପରେ ସେମାନଙ୍କ ପିରିୟଡ୍‌ ଡେଟ୍‌ ସମାନ ହୋଇଗଲା।

ଏହି ଷ୍ଟଡିରେ ଅନ୍ୟ ଫ୍ୟାକ୍ଟର୍ସ କିଛି ଦେଖାଗଲା ନାହିଁ କେବଳ ତାଙ୍କ ମାସିକ ଋତୁସ୍ରାବ ଦେଖାଗଲା କେବେ ଆରମ୍ଭ ହେଲା। ଜଣାପଡିଲା ଯେ ମହିଳାଙ୍କ ପିରିୟଡ୍‌ ଡେଟ୍‌ ପ୍ରକ୍ରୁତରେ ଏକ ସମାନ ହୋଇଗଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button