ରାଜ୍ୟ

ଧାମରାଠାରେ ଥିବା ଏକ ମୋବିଲ ଡିପୋରେ ଅଗ୍ନିକାଣ୍ଡ – Ibnodisha

[ad_1]

ଭଦ୍ରକ : ଧାମରାଠାରେ ଥିବା ଏକ ମୋବିଲ ଡିପୋରେ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ମୋବିଲ ନଷ୍ଟ । ଦୀର୍ଘ ଦୁଇ ଘଣ୍ଟା ପରେ ନିଆଁ ଲିଭାଇଲେ ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

ପେଟ୍ରୋଲ ପମ୍ପ୍‌ରୁ ଲୁଟ୍‌

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button