ରାଜ୍ୟ
କଟକରେ ୩ ଦୋକାନ ସିଲ୍ – Ibnodisha

[ad_1]
ଭୁୁବନେଶ୍ୱର: କଟକ ବଜ୍ରକବାଟୀ ଅଂଚଳର ବିଭିନ୍ନ ଦୋକାନରେ ସିଏମସିର ଚଢ଼ାଉ ଜାରି ରହିଛି । ୩ଟି ଲୁଗା ଦୋକାନକୁ ସିଲ୍ କଲେ ସିଏମସି କର୍ତ୍ତୃପକ୍ଷ । ଟ୍ରେଡ୍ ଲାଇସେନ୍ସ ନଥିବା, ୟୁଜର୍ସ ଫି’ ନଦେବା ଅଭିଯୋଗରେ ସିଲ୍ କରାଯାଇଛି । ତେବେ ଆଗକୁ ଦୁର୍ଗପୂଜା ଆସୁଛି । ଦୋକାନରେ ପ୍ରବଳ ଭିଡି ପରିଲଖିତ ହେବ । ଆଉ ବିନା ଲାଇସେନ୍ସରେ ଚାଲିଥିବା ଦୋକାନକୁ ସିଲ୍ କରାଯାଇଛି । ତେବେ ଆଗକୁ କଣ ହେବ ତାହା ପରବର୍ତ୍ତୀ ପ୍ରର୍ଯ୍ୟାୟରେ ଜଣାପଡିବ ।
ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ ଦାଗ; ୫ ବର୍ଷର ଝିଅକୁ ଦୁଷ୍କର୍ମ କଲା ବାପ
[ad_2]