ଅପରାଧ
ଗଛ ମୂଳେ ୫ ବୋମା – Ibnodisha

[ad_1]
ଭୁୁବନେଶ୍ୱର: ମାଲକାନାଗିରିରେ ପଡିା ବ୍ଲକ କମାରଗୁଡା ଗାଁ ଜଙ୍ଗଲରୁ ବୋମା ଠାବ ହୋଇଛି । ଏକ ଗଛମୂଳରେ ପଡ଼ିଥିବା ୫ଜିଲାଟିନ୍ ବୋମା ଠାବ କରିଛି ବିଏସଏଫ୍ । ପାଟ୍ରୋଲିଂ ବେଳେ ମେଟାଲ ଡିଟେକ୍ଟର ଯୋଗେ ବୋମା ପାଇଲେ ଯବାନ । ଘଟଣାସ୍ଥଳରେ ବୋମା ନିଷ୍କ୍ରୀୟକାରୀ ଟିମ ପହଂଚି ଠାବ କରାଯାଇଥିବା ବୋମା ଗୁଡିକୁ ନିଷ୍କ୍ରୀୟ କଲେ ସ୍ୱତନ୍ତ୍ର ଟିମ୍ ।
ଟ୍ୟୁସନ ସାରି ଫେରୁଥିବାବେଳେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍
[ad_2]