ରାଜ୍ୟ

୧୭ ଜିଲ୍ଲାପାଳଙ୍କ ସମେତ ୩୮ ଆଇଏଏସଙ୍କ ବଦଳି – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ପ୍ରଶାସନିକ ସ୍ତରରେ ବଡଧରଣରଅଦଳ ବଦଳ କରିଛନ୍ତି । ଏଥିରେ ୩୮ ଜଣ ଆଇଏସ ଅଫିସରଙ୍କ ସମେତ ୪୧ ଜଣ ପ୍ରଶାସନିକ ଅଫିସରଙ୍କୁ ନୂତନ ଦାୟିତ୍ୱ ଦେଇଛନ୍ତି । ଏହି ବଦଳିରେ ୧୭ ଜିଲ୍ଲାର ଜିଲ୍ଲାପାଳ ଅଛନ୍ତି ।
୧.ତେମଜେଙ୍ଗ ୱାପଙ୍ଗ ଓ –ସାଧାରଣ ଉଦ୍ୟଗ ବିଭାଗ ସଚିବ
୨.ଶ୍ରୀକାନ୍ତ ପୃଷ୍ଟି-ସସ୍ୱଲପୁର ଆରଡିସି
୩.ରଂଜନ କୁମାର ଦାସ- କେନ୍ଦ୍ରାଞ୍ଚଳ ଆରଡିସି ଓ ବ୍ରହ୍ମପୁର ଆରଡିସିର ଅତିରିକ୍ତ ଦାୟିତ୍ୱ
୪.ସମର୍ଥ ବର୍ମା- ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ
୫.ଆଶିଷ ଠାକରେ-ମୟୂରଭଞ୍ଜ ଜିଲ୍ଲାପାଳ
୬.କେ ସୁଦର୍ଶନ ଚକ୍ରବର୍ତ୍ତୀ-ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ
୭.ବିନୀତ ଭରଦ୍ୱାଜ- କଟକ ଜିଲ୍ଲାପାଳ
୮.ନିଖିଲ ପବନ କଲ୍ୟାଣ-ଗ୍ରାମ ଉନ୍ନୟନ ନିର୍ଦ୍ଦେଶକ
୯.ବିଜୟ କୁମାର ଦାଶ- ପୁରୀ ଜିଲ୍ଲାପାଳ
୧୦.ମିଶ୍ ମନିଶା ବାନାର୍ଜି-ସାମାଜିକ କଲ୍ୟଣ ନିର୍ଦ୍ଦେଶକ
୧୧.ଚଞ୍ଚଲ ରାଣା-ଖୋର୍ଦ୍ଧା ଜିଲ୍ଲାପାଳ
ମିଶ୍ ସ୍ୱାଦ୍ଦା ଦେବ ସିଂ-ନୟାଗଡ ଜିଲ୍ଲାପାଳ୧୩.ସିଦାର୍ଥ ଶଙ୍କର ସ୍ୱାଇଁ- କଟକ ମହାନଗର ନିଗମ କମିଶନର
୧୪.ଚକ୍ରବର୍ତ୍ତି ସିଂ ରାଠୋର- ପଞ୍ଚାୟତି ରାଜ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ
୧୫.ମହମ୍ମଦ ଅବଦଲ ଅଖତାର-ଅନୁଗୁଳ ଜିଲ୍ଲାପାଳ
୧୬.ଲିଙ୍ଗରାଜ ପଣ୍ଡା-ସମବାୟ ବିଭାଗ ଯୁଗ୍ମ ସଚିବ
୧୭.ଅମ୍ରିତ ରୁତୁରାଜ – ଶ୍ରମ କମିଶନର
୧୮.ମିଶ୍  ଅନନ୍ୟା ଦାଶ-ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଯୁଗ୍ମ ସଚିବ
୧୯.ବିଶାଲ ସିଂ-କେନ୍ଦୁଝର ଜିଲ୍ଲାପାଳ
୨୦.ଡ. ଶୁଭଙ୍କର ମହାପାତ୍ର-ଯାଜପୁର ଜିଲ୍ଲାପାଳ
୨୧.କେରଥି ଭାସନ ଭି-କୋରାପୁଟ ଜିଲ୍ଲାପାଳ
୨୨.ସୂୟାଂସୀ ମୟୂର ବିକାଶ-କେନ୍ଦ୍ରାପଡା ଜିଲ୍ଲାପାଳ
୨୩.ଜେ ସୋନାଲ-ବୌଦ୍ଧ ଜିଲ୍ଲାପାଳ
୨୪.ଅଗ୍ରବାଲ ଆକ୍ଷୟ ସୁନୀଲ-ସମ୍ବଲପୁର ଜିଲ୍ଲାପାଳ
୨୫.ଆଦିତ୍ୟ ଗୋଏଲ-ବରଗଡ ଜିଲ୍ଲାପାଳ
୨୬.ମିଶ୍ ଅନୟା ଦାଶ-ସୋନପୁର ଜିଲ୍ଲାପାଳ
୨୭.ମନୋଜ ସତ୍ୟାନ ମହାଜନ-ରାୟାଗଡା ଜିଲ୍ଲାପାଳ
୨୮.ୟପାୱାର ସଚିନ ପ୍ରକାଶ –ମାଲକାନାଗିରି ଜିଲ୍ଲାପାଳ
୨୯.ଗୌରବ ସିବାଜୀ ଇଶଲୱାର – ବଲାଙ୍ଗିର ଜିଲ୍ଲାପାଳ
୩୦.କୁଳମଣି ଆଶୁତୋଶ ସି-ରାଉଲକେଲା ମହାନଗର ନିଗମ କମିଶନର ଓ ରାଉଲକେଲା ସ୍ମାଟ ସିଟି କମିଶନର ଏଡିଏମ ରାଉଲକେଲା , ରାଉଲକେଲା ଉନ୍ନୟନ କତୃପକ୍ଷ ସଚିବ
୩୧.ମିଶ୍ ମଧୁମିତା-ବ୍ରହ୍ମପୁର ମହାନଗର ନିଗମ କମିଶନର
୩୨.ବିଭୂତି ଭୂଷଣ ନାୟକ – ଏଡିଏମ୍ ମୟୂରଭଞ୍ଜ
୩୩.ଦୀନାହ ଦାସ୍ତାଗର- ଉପଜିଲ୍ଲାପାଳ ବ୍ରହ୍ମପୁର ଗଞ୍ଜାମ
୩୪.ମିଶ୍ ରୀନା ପ୍ରଧାନ-ଉପଜିଲ୍ଲାପାଳ ବାଲିଗୁଡା , କନ୍ଧମାଳ
୩୫.ପ୍ରଥମେଶ ଆରବିନ୍ଦ ରାଜେଶହ୍ରିକେ- ଉପଜିଲ୍ଲାପାଳ ବାଲେଶ୍ୱର
୩୬.କିରନଦିପ କୌର ସହୋତା-ଉପଜିଲ୍ଲାପାଳ ଗୁଣୁପୁର,ରାୟଗଡା
ରେହାନ ଖତ୍ରି-ଟିଟଲାଗଡ ଉପଜିଲ୍ଲାପାଳ ବଲାଙ୍ଗିର୩୮.ଧିମନ ଚକ୍‌ମା – ଉପଜିଲ୍ଲାପାଳ ଧର୍ମଗଡ କଳାହାଣ୍ଡି
୩୯.ବିମଳେନନ୍ଦୁ ରାୟ(ଓଏଏସ୍‌)-ଇପିଏମ ନିର୍ଦ୍ଦେଶକ
୪୦.ନୃସିଂହ ଚରଣ ସ୍ୱାଇଁ (ଓଏଏସ୍‌)- ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ
୪୧.ନରହରି ସେଠୀ (ଓଏଏସ୍‌)- ଜଳ ସଂପଦ ବିଭାଗ ଅତିରିକ୍ତ ସଚିବ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button