ରାଜ୍ୟ

୧୪ଟି ପ୍ରସ୍ତାବକୁ ମୋହର – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ରେ ୧୪ଟି ପ୍ରସ୍ତାବ ଉପରେ ମୋହର । ୧୫ଟି ପ୍ରସ୍ତାବ ଉପରେ ଆଲୋଚନା ବୋଇଥିଲା, ୧୪ଟି ମଞ୍ଜୁର । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ରାଜସ୍ୱ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର । ବିଡିଏ, ସିଡିଏ, ହାଉସିଂବୋର୍ଡ ଜମି ସ୍ଥିତିବାନ ସ୍ୱତ୍ତ୍ୱ ପାଇଁ ଦେୟ କମିବ । ଲିଜ୍ ସୂତ୍ରରେ ପାଇଥିବା ସରକାରୀ ଜମିକୁ ସ୍ଥିତିବାନ କରିବାକୁ ଦେୟ ହ୍ରାସ । ସ୍ଥିତବନ ସ୍ୱତ୍ତ୍ୱ ପାଇଁ ପୂର୍ବରୁ ଜମି ମୂଲ୍ୟର ୧୦% ଦେୟ ପଡୁଥିଲା । ଏବେ ଉକ୍ତ ଜମିର ପାଖ ଜମି ମୂଲ୍ୟ ଅନୁସାରେ ଦେୟ ଦେବାକୁ ପଡିବ । ପାଖ ଜମିର ବେଞ୍ଚମାର୍କ ମୂଲ୍ୟର ମାତ୍ର ୩% ଦେୟରେ ହେବ କନ୍‌ଭର୍‌ସନ୍ । ଓଡିଶାରେ ଇଲେକ୍ଟ୍ରି ଯାନ କାରଖାନା କରିବ ଜେଏସ୍‌ଡବ୍ଲୁ । ନରାଜ ନିକଟରେ ହେବ କାରଖାନା, ନିବେଶ ୪୦ ହଜାର କୋଟି । ଇଭି କାରଖାନାରେ ପ୍ରାୟ ୧୨ ହଜାର ଲୋକ ନିଯୁକ୍ତି ପାଇବେ । ଗୋଟି ଜାଗାରେ ଦେଶର ସବୁଠାରୁ ବଡ ଇଭି କାରଖାନା ହେବ । ଇଲେକ୍ଟ୍ରି ଯାନ ପଇଁ ଦୁଇ ପ୍ରକର କାରଖାନା କରିବ ଜେଏସ୍‌ଡବ୍ଲୁ । ଗୋଟିଏ କାରଖାନାରେ ଇଲେକ୍ଟ୍ରି ଯାନ ଓ ବ୍ୟାଟେରୀ ପ୍ରସ୍ତୁତ ହେବ । ଅନ୍ୟ କାରଖାନାରେ ଇଲେକ୍ଟ୍ରି ଯାନ କମ୍ପୋନେଟ ନିର୍ମାଣ ହେବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button