ରାଜ୍ୟ

କେନ୍ଦୁଝରରେ ପୁଣି ହାତୀ ଉପଦ୍ରବ – Ibnodisha

[ad_1]

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ସୋମବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ମିରିଗିଖୋଜି ପଞ୍ଚାୟତ ଭାଲିଆଡାଳ ଓ କଟାବେଡା ଗ୍ରାମରେ ପ୍ରବେଶ କରିଥିଲା । ସେହି ଗ୍ରାମରେ ପ୍ରବେଶ କରି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଛି। ଯାହାଫଳରେ ଘରେ ଥିବା ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ସେହିପରି କଟାବେଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଝରକା ଭାଙ୍ଗି ଶୁଣ୍ଢରେ ଧାନ ବସ୍ତା ଟେକି ନେଇ ଖାଇ ଦେଇଥିଲା। ଏନେଇ ବନବିଭାଗକୁ ଖବର ଦିଆଯାଇଥିଲା । ବନ ବିଭାଗ ସେଠାରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ତଦନ୍ତ କରିଛନ୍ତି ।

The post କେନ୍ଦୁଝରରେ ପୁଣି ହାତୀ ଉପଦ୍ରବ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button