IBN ଓଡ଼ିଶା ବ୍ୟୁରୋ

ଏଲନ ମସ୍କଙ୍କ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା, କହିଲେ.

ନୂଆଦିଲ୍ଲୀ : ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ଏମିତି ଏକ ଡିଭାଇସ ପ୍ରସ୍ତୁତ କରିଛି ଯାହା ଦୃଷ୍ଟିହୀନଙ୍କୁ ଦେଖିବାରେ ସାହାଯ୍ୟ କରିବ । ଯଦି ଏହା ସଠିକ୍ କାମ କରେ ତେବେ ଏହା ମାନବ ଜାତି ପାଇଁ ବଡ ଉପହାର ହେବ । ଏଲନ ମସ୍କ ୧୮ ସେପ୍ଟେମ୍ବରରେ ଜଣାଇଛନ୍ତି କି ଆମେରିକୀୟ ଖାଦ୍ୟ ଏବଂ ଔଷଧ ପ୍ରଶାସନ(ଏଫଡିଓ) ଏହି ଡିଭାଇସକୁ ମଞ୍ଜୁରି ଦେଇଛି ।

ମସ୍କ ଜଣାଇଛନ୍ତି କି ନ୍ୟୁରାଲିଙ୍କ ଦୃଷ୍ଟିହୀନଙ୍କୁ ଦେଖିବାରେ ସାହାଯ୍ୟ କରିବ । ଯଦି ଜଣେ ଜନ୍ମରୁ ଦୃଷ୍ଟିହୀନ ସେ ମଧ୍ୟ ଏହି ମେସିନ୍ ସାହାଯ୍ୟରେ ଦେଖିପାରିବ ବୋଲି ଏଲନ ମସ୍କ ଜଣାଇଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button