IBN ଓଡ଼ିଶା ବ୍ୟୁରୋ

ନିଲମ୍ବିତ ଆଇଆଇସିଙ୍କୁ ଗିରଫ ଦାବିରେ ସିପି ଅଫିସ ଆଗରେ ଧାରଣା

ମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କ ସହ ଘଟିଥିବା ନିର୍ଯାତନା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି। ସଂପୃକ୍ତ ଆଇଆଇସିଙ୍କୁ ଗିରଫ କରିବା ଦାବିରେ ସିପି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି କିଛି ସମାଜସେବୀ। ଘଟଣାରେ ସଂପୃକ୍ତ ସମସ୍ତ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି।

ପୁଲିସ ଥାନା ଭିତରେ ଯଦି ଏଭଳି ଘଟଣା ଘଟେ ତେବେ ସାଧାରଣ ଲୋକାମାନେ କୁଆଡେ ଯିବେ। ଏଭଳି ଅଯୋଗ୍ୟ ଅଫିସରଙ୍କୁ କାହିଁକି ମଡେଲ ଥାନାର ଦାୟିତ୍ୱ ଦିଆଯାଇଥିଲା ବୋଲି ସମାଜସେବୀ ମାନେ ପ୍ରଶ୍ନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button