IBN ଓଡ଼ିଶା ବ୍ୟୁରୋ

ପକ୍କା ସ୍ତ୍ରୀ ବୋଲକରା ହୋଇଥାନ୍ତି ଏହି 4 ଟି ନାମର ପୁରୁଷ-

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ଦୁନିଆ ରେ ପତି ଓ ପତ୍ନୀ ଙ୍କ ସମ୍ପର୍କ କୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ବିବେଚନା କରା ଯାଇଥାଏ। ଏହି ସମ୍ପର୍କରେ ଯଦି ଟିକେ ବି ତିକ୍ତତା ସୃଷ୍ଟି ହୋଇଥାଏ ତେବେ ସମ୍ପର୍କ ର ଡୋର ଭାଙ୍ଗି ଯାଇଥାଏ। ବିବାହ ଗାଡ଼ି ର ଦୁଇ ଚକ ସଦୃଶ ହୋଇଥାଏ। ପତି ଓ ପତ୍ନୀ ଉଭୟ ଙ୍କୁ ନିଜ ସମ୍ପର୍କ ରେ ପରସ୍ପର କୁ ସହଯୋଗ ଏବଂ ଆବଶ୍ୟକ ସମୟରେ ସମର୍ପଣ କରିବା ଉଚିତ। ବିବାହ ପରେ ଜଣେ ନାରୀ ସର୍ବଦା ଚାହିଁଥାଏ ଯେ, ତା’କୁ ନିଜ ପତି ଙ୍କ ଠାରୁ ବହୁତ ଭଲ ପାଇବା ମିଳୁ ଏବଂ ଦୁନିଆ ର ସବୁ ଖୁସି ମିଳୁ।

କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ନିଜ ପତ୍ନୀ ଙ୍କୁ ସବୁ ଖୁସି ଦିଅନ୍ତି ଏବଂ ତାଙ୍କର ସମସ୍ତ କଥାକୁ ମାନିଥାନ୍ତି। ଯେଉଁ କାରଣରୁ ଲୋକମାନେ ତାଙ୍କୁ ପତ୍ନୀ ଙ୍କ ଗୁଲାମ ବୋଲି କହିଥାନ୍ତି। କିନ୍ତୁ ସେମାନେ କୌଣସି କଥା କୁ ଖାତିର ନକରି ନିଜ ପତ୍ନୀ ଙ୍କୁ ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରନ୍ତି। ତେବେ ବନ୍ଧୁଗଣ ଆଜି ଆମେ ସେଭଳି ୪ଟି ପୁରୁଷ ଙ୍କ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ। ତେବେ ଆସନ୍ତୁ ସେହି ନାମ ଥିବା ପୁରୁଷ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘A’ ଏହି ନାମର ପୁରୁଷ ମାନେ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଆନ୍ତି। ଏମାନେ ସର୍ବଦା ନିଜ ପତ୍ନୀ ଙ୍କ ଯତ୍ନ ନେଇଥାନ୍ତି। ଏହି ନାମର ପୁରୁଷ ମାନେ ଚାହାନ୍ତି ଯେ, ତାଙ୍କ ପତ୍ନୀ ସବୁବେଳେ ଖୁସି ରେ ରୁହନ୍ତୁ ଏବଂ ଏହି କାରଣରୁ ଏମାନେ ନିଜ ପତ୍ନୀ ଙ୍କ ସମସ୍ତ କଥା ମାନିଥାନ୍ତି। ଏମାନଙ୍କ ପତ୍ନୀ ଦୁଃଖିତ ହେଲେ ଏମାନେ ଆଦୋୖ ସହ୍ୟ କରି ପାରନ୍ତି ନାହିଁ।ଏମାନେ ନିଜ ପତ୍ନୀ ଙ୍କୁ ଖୁସି ଦେଖିଲେ ନିଜେ ଖୁସି ହୋଇଥାନ୍ତି ଏବଂ ଅନ୍ୟ କୌଣସି କଥାକୁ ଖାତିର କରି ନଥାନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘K’। ଏହି ନାମର ପୁରୁଷ ବହୁତ ଜିଦ୍ଦି ସ୍ୱଭାବ ର ହୋଇଥାନ୍ତି।କିନ୍ତୁ ବିବାହ ପରେ ଏମାନେ ନିଜ ପତ୍ନୀ ଙ୍କ ପାଇଁ ନିଜର ସ୍ୱଭାବ କୁ ମଧ୍ୟ ବଦଳାଇବାକୁ ଚେଷ୍ଟା କରନ୍ତି। ନିଜ ପତ୍ନୀ ଙ୍କୁ ଖୁସି କରିବା ନିମନ୍ତେ ଏମାନେ ସମସ୍ତ ପ୍ରକାର ପ୍ରୟାସ କରିଥାନ୍ତି ଏବଂ ଏହି ନାମର ପୁରୁଷ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଆନ୍ତି।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘R’। ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀ ଙ୍କ ଖୁସି ପାଇଁ ସବୁ ପ୍ରକାର ପ୍ରୟାସ କରିଥାନ୍ତି ଏବଂ ତାଙ୍କ ମନରେ କେବେବି ଦୁଃଖ ଦିଅନ୍ତି ନାହିଁ। ଏହି ନାମର ପୁରୁଷ ମାନେ ସର୍ବଦା ନିଜ ସ୍ତ୍ରୀ ଙ୍କ ନିୟନ୍ତ୍ରଣ ରେ ରହିବା ପସନ୍ଦ କରନ୍ତି।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, ‘P’। ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ନିଜ ସ୍ତ୍ରୀ ଙ୍କ ପାଇଁ ଦିୱାନା ହୋଇଯାନ୍ତି। ଏହି ନାମର ପୁରୁଷ ନିଜ ସ୍ତ୍ରୀ ଙ୍କୁ ଦୁନିଆ ର ସବୁ ଖୁସି ପ୍ରଦାନ କରିଥାନ୍ତି ଏବଂ ନିକ ସ୍ତ୍ରୀ ଙ୍କ ଖୁସି ନିମନ୍ତେ ଏମାନେ ତାଙ୍କ ନିୟନ୍ତ୍ରଣ ରେ ମଧ୍ୟ ଥାଇପାରେ ରହିଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button