IBN ଓଡ଼ିଶା ବ୍ୟୁରୋ

ସବୁଠୁ ଅଧିକ ନିର୍ମଳ ହୃଦୟର ହୋଇଥାନ୍ତି ଏହି 2 ଟି ନାମର ଝିଅ-

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ, ପ୍ରାୟତଃ ବ୍ୟକ୍ତି ଙ୍କ ମନରେ ଝିଅ ମାନଙ୍କୁ ନେଇ ଅନେକ ପ୍ରକାର ପ୍ରଶ୍ନ ରହିଥାଏ।

କାରଣ ଝିଅ ମାନେ ନିଜ ସମ୍ବନ୍ଧରେ ଅନେକ କିଛି ରାଜ୍ ଲୁଚାଇ ରଖିଥାନ୍ତି ଯାହା କେହି ମଧ୍ୟ ଜାଣି ନଥାନ୍ତି ଏବଂ ସେମାନେ ସେହି ରାଜ୍ କୁ ଅନ୍ୟ ମାନଙ୍କୁ କହିବା କୁ ମଧ୍ୟ ଆଦୌ ପସନ୍ଦ କରନ୍ତି ନାହିଁ।

କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଦୁଇଟି ନାମର ଝିଅ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନଙ୍କ ହୃଦୟ ବହୁତ ସଫା ହୋଇଥାଏ ଏବଂ ସେମାନେ ସର୍ବଦା ଅନ୍ୟକୁ ଖୁସି ପ୍ରଦାନ କରିଥାନ୍ତି।

ଏହି ନାମ ଥିବା ଝିଅ କେବେବି ଅନ୍ୟ ମାନଙ୍କ ପାଇଁ ନିଜ ମନରେ କିଛି ବି କଥା ରଖନ୍ତି ନାହିଁ। ଏହି ଝିଅ ମାନଙ୍କ ଏହି ସ୍ୱଭାବ ଯୋଗୁଁ ଏମାନେ ନିଜ ଘର ଓ ପରିବାର ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ସେହି ୨ଟି ନାମ ର ଝିଅ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘R’। ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ସଫା ହୃଦୟ ର ହୋଇଥାନ୍ତି।ଏହି ଝିଅ ମାନେ ନିଜ ଦୁନିଆ ରେ ହିଁ ହଜି ଯାଇଥାନ୍ତି। ଏମାନଙ୍କ ପାଖରେ ଧନ ଓ ଐଶ୍ୱର୍ଯ୍ୟ ର ଆଦୌ ଅଭାବ ନଥାଏ। ଏମାନଙ୍କ ଭାବନା ହିଁ ଏମାନଙ୍କୁ ସଫଳତା ର ମାର୍ଗ ରେ ପହଞ୍ଚାଇଥାଏ। ଏହି ନାମର ଝିଅ ମାନେ ଆବଶ୍ୟକ ସମୟରେ ଅନ୍ୟ ବ୍ୟକ୍ତି ଙ୍କ ସାହାଯ୍ୟ ମଧ୍ୟ କରିଥାନ୍ତି।

ଏମାନଙ୍କ ଖାସ ଗୁଣ ହେଉଛି ଯେ, ଏମାନେ ସର୍ବଦା ନିଜ ଜୀବନରେ ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି। ଏମାନଙ୍କୁ ନିଜର ମାନ ସମ୍ମାନ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏଥିପାଇଁ ଏହି ଝିଅ ମାନେ ସମସ୍ତ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି। ଏହି ଝିଅ ମାନେ ଏଭଳି କୌଣସି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ। ଯାହାଦ୍ୱାରା ଏମାନଙ୍କ ମାନ ସମ୍ମାନ ହାନି ହୋଇଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି,’P’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ନାମ ଭଳି ଅତ୍ୟନ୍ତ ସୁନ୍ଦର ଓ ପବିତ୍ର ହୋଇଥାନ୍ତି। ଏମାନେ ସର୍ବଦା ଅନ୍ୟକୁ ଖୁସି ଦେବାକୁ ଚାହିଁଥାନ୍ତି ଏବଂ ମିଳିମିଶି କାର୍ଯ୍ୟ କରିବାରେ ବିଶ୍ୱାସ ରଖନ୍ତି। ଏହି ନାମର ଝିଅ ଙ୍କ ନାମ ରେ ହିଁ ତାଙ୍କର ପବିତ୍ରତା ଝଲସି ଥାଏ। ଏହି ନାମର ଝିଅ ମାନଙ୍କୁ ମଧ୍ୟ ନିଜର ମାନ ସମ୍ମାନ ବହୁତ ପ୍ରିୟ ହୋଇଥାଏ ଏବଂ ନିଜର ମାନ ସମ୍ମାନ ପାଇଁ ଏମାନେ କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାନ୍ତି ।

ଏହି ଝିଅ ମାନେ ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାନ୍ତି ଏବଂ ଏହି କାରଣରୁ ଏମାନଙ୍କୁ ବହୁତ ଶୀଘ୍ର ନିଜର ଭଲ ପାଇବା ମଧ୍ୟ ମିଳିଯାଏ। କିନ୍ତୁ ଏମାନେ ଭଲ ପାଇବା କ୍ଷେତ୍ରରେ ଅନେକ ବିପଦ ର ସାମ୍ନା କରିଥାନ୍ତି।ଏହି ନାମର ଝିଅ ମାନେ ଆକର୍ଷକ ଛବି ର ମାଲିକ ଅଟନ୍ତି।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button