IBN ଓଡ଼ିଶା ବ୍ୟୁରୋ

ପ୍ରତିଦିନ ଧରନ୍ତୁ ମହିଳାଙ୍କର ଏହି ଅଙ୍ଗ, ଭାଗ୍ୟ ଚମକି ଉଠିବ –

ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ। ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ଏଭଳି ନାରୀ ର ଲକ୍ଷଣ ବିଷୟରେ ବର୍ଣ୍ଣନା କରିଛନ୍ତି ଯଦି ସେହି ଗୁଣ ମାନ ସବୁ ଜଣେ ନାରୀ ମାନଙ୍କ ଭିତରେ ଥାଏ। ତେବେ ସେହି ନାରୀ ସହ କେବେବି ସମ୍ପର୍କ ଯୋଡିବା ଉଚିତ ନୁହେଁ। କାରଣ ନାରୀ ଘରକୁ ଗଢି ପାରେ ସ୍ୱର୍ଗ କରିପାରେ ଏବଂ ନାରୀ ହିଁ ଘରକୁ ଭାଙ୍ଗି ପାରେ ଏକ ନର୍କ କରି ପାରେ।

ମହିଳା ମାନଙ୍କୁ ଘର ର ଲକ୍ଷ୍ମୀ ବୋଲି କୁହାଯାଏ। କିନ୍ତୁ ଆଜି ଆମେ ସେହି ଝିଅ ମାନଙ୍କ ବିଷୟରେ ଆଲୋଚନା କରିବୁ ଯିଏ ଏହାର ଯୋଗ୍ୟ ହିଁ ନୁହେଁ। ଚାଣକ୍ୟ ନିଜ ଶାସ୍ତ୍ର ରେ ଏଭଳି ଗୁଣ କିମ୍ବା ଲକ୍ଷଣ ବିଷୟରେ ଲେଖିଛନ୍ତି ସେହି ଗୁଣ ଯଦି କୌଣସି ନାରୀ ପାଖରେ ଥାଏ। ତେବେ ସେ ଘରକୁ ବର୍ବାଦ କରିଦେବ ସେହି ଭଳି ଝିଅ ଠାରୁ ଦୂରେଇ ରହିବା ଉଚିତ। ତେବେ ଚାଲନ୍ତୁ ଜାଣିନେବା ସେହି ଲକ୍ଷଣ କଣ ଏବଂ କେଉଁ ନାରୀ ମାନଙ୍କ ଠାରୁ ଦୂରେଇ ରହିବା ଉଚିତ।

୧- ପ୍ରଥମ ଲକ୍ଷଣ ହେଉଛି ଯେତେବେଳେ ବି ବିବାହ କରିବେ ପ୍ରଥମ କାମ ହେଉଛି ଆପଣଙ୍କ ର ହେବାକୁ ଯାଉଥିବା ଜୀଵନ ସାଥି ବିଷୟରେ ସମସ୍ତ କଥା ଯାଞ୍ଚ କରିବା। କାରଣ ବିବାହ କୌଣସି କଣ୍ଢେଇ ଘର ନୁହେଁ ତେଣୁ ବିବାହ ଭଳି ବଡ଼ କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ତା ବିଷୟରେ ସବୁ ତଦାରଖ କରିବା ଉଚିତ। ଏବଂ ତାର ସ୍ୱଭାବ ତାର ଗୁଣ ଆଦି ବିଷୟରେ ଜାଣିବା ମଧ୍ୟ ଆବଶ୍ୟକ।

୨- ଦ୍ଵିତୀୟ ଟି ହେଉଛି ଯାହାର ଅନେକ ପ୍ରେମ ସମ୍ପର୍କ ଥିବ। ଯେଉଁ ଝିଅ ର ବିବାହ ପୂର୍ବରୁ ଅନେକ ପ୍ରେମ ସମ୍ପର୍କ ରହିଥାଏ। ତେବେ ସେ ବିବାହ ପରେ ମଧ୍ୟ ଅନ୍ୟ କାହା ସହ ସମ୍ପର୍କ ରଖି ପାରେ। ଏଭଳି ଝିଅ କେବେବି କାହାର ଭଲ କରେ ନାହିଁ। ଏଭଳି ଝିଅ ଠାରୁ ଦୂରେଇ ରହିବା ଉଚିତ।

୩- ତୃତୀୟ ରେ ହେଉଛି ଯେଉଁ ଝିଅ ଲୋଭୀ ଥାଏ। କିମ୍ବା ଧନ ପଇସା ପାଇଁ କିଛି ଭି କରିପାରେ ସେହି ଭଳି ଝିଅ ଠାରୁ ଦୁରେଇ ରହିବା ଉଚିତ। କାରଣ ଏହି ଭଳି ଝିଅ ଧନ ଦୌଲତ ଛଡା ଆଉ କାହାକୁ ବି ଭଲ ପାଇଁ ପାରିବ ନାହିଁ।

 

୪- ଚତୁର୍ଥ ରେ ହେଉଛି ଯେଉଁ ଘରର ଝିଅ ଧର୍ମ କୁ ମାନି ନଥାଏ। ଏବଂ ପୂଜା ପାଠ କରୁ ନଥାଏ। ସେହି ସ୍ଥାନରେ କେବେବି ଲକ୍ଷ୍ମୀ ବାସ କରନ୍ତି ନାହିଁ। ଏବଂ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। ଏବଂ ଘରର ସୁଖ ଶାନ୍ତି ମଧ୍ୟ ଭଙ୍ଗ ହୋଇ ଥାଏ। ତେଣୁ ଏହି ଭଳି ଝିଅ ଠାରୁ ଦୂରେଇ ରହିବା ଉଚିତ।

୫- ପଞ୍ଚମ ରେ ହେଉଛି ଯେଉଁ ଝିଅ ସର୍ଵଦା ରାଗୁ ଥାଏ ସେହି ଭଳି ଝିଅ ଠାରୁ ଦୂରେଇ ରହିବା ଉଚିତ କାରଣ ଏମାନେ ରାଗିଗଲେ ନିଜ ଉପରେ ନିୟନ୍ତ୍ରଣ ହରେଇ ବସନ୍ତି ଏବଂ କିଛି ଭି କରି ଦିଅନ୍ତି ତେଣୁ ଏହି ଭଳି ଝିଅ ମାନଙ୍କ ଠାରୁ ଦୂରେଇ ରହିବା ଉଚିତ।

 

୬. ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । ଯଦି ଆପଣ ନିଜ ମା’ଙ୍କ ଚରଣକୁ ଦେଖିବେ ବା ଚରଣକୁ ସ୍ପର୍ଶ କରିବେ ତା ହେଲେ ଆପଣଙ୍କ ଭାଗ୍ୟ ବଦଳିଯିବ । ଚରଣକୁ ସ୍ପର୍ଶ କରିବା ଦ୍ଵାରା ଆମ ଶରୀରରେ ଏକ ସକାରାତ୍ମକ ଊର୍ଜା ଆସିଥାଏ ଯାହା ଆମକୁ ସଫଳତାର ଦିଗକୁ ନେଇଯାଇଥାଏ । ତେଣୁ ବନ୍ଧୁଗଣ ଆପଣ ସକାଳ ସମୟରେ ଉଠି ନିଜ ମା’ଙ୍କର ଚରଣକୁ ନିଶ୍ଚୟ ଦେଖନ୍ତୁ ଓ ସ୍ପର୍ଶ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

 

Related Articles

Leave a Reply

Your email address will not be published. Required fields are marked *

Back to top button