IBN ଓଡ଼ିଶା ବ୍ୟୁରୋ

ଜୀବନରେ କେବେ ବି ଅଲଗା ହୁଅନ୍ତି ନାହିଁ ଏହି 4 ଟି ନାମର ଯୋଡି –

ଶାସ୍ତ୍ର ଅନୁସାରେ ଆମେ ଆମ ନାମ ରୁ ଆମର ସ୍ଵଭାଵ ସମ୍ପର୍କରେ ଜାଣି ପାରିଥାଉ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ରେ ନିଜ ନାମ ର ବହୁତ ମହତ୍ତ୍ୱ ଅଛି । ମନୁଷ୍ୟ ପ୍ରତ୍ୟେକ ସ୍ଥାନ ରେ ନିଜ ନାମ ଓ କାମ ଦ୍ୱାରା ପରିଚିତ ହୋଇଥାଏ । ମନୁଷ୍ୟ ଯେତେବେଳେ ଜନ୍ମ ହୋଇଥାଏ ସେତେବେଳେ ପ୍ରଥମେ ତାର ନାମ କରଣ କରାଯାଇଥାଏ । ତେବେ ଶାସ୍ତ୍ର ଅନୁସାରେ ଏପରି କିଛି ନାମ ର ଯୋଡି ଅଛନ୍ତି ଯେଉଁମାନେ କେବେ ମଧ୍ୟ ପ୍ରେମ ରେ ଅଲଗା ହୋଇ ନ ଥାନ୍ତି । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହିପରି କିଛି ଯୋଡି ବିଷୟରେ ।

K ଓ T ନାମ ର ଯୋଡି-ବନ୍ଧୁଗଣ ଏହି ନାମ ର ଯୋଡି ପରସ୍ପର କୁ ବହୁତ ଭଲ ପାଇଥାଆନ୍ତି । ଏହି ନାମ ର ଯୋଡି ଅନ୍ୟ ଜଣଙ୍କ ପାଇଁ ଜୀବନ ଦେଲା ଭଳି ଭଲ ପାଇଥାଆନ୍ତି । ଏହି ଯୋଡି କେବେ ହେଲେ ମଧ୍ୟ ଅଲଗା ହୋଇ ନ ଥାନ୍ତି । ଦୁହେଁ ଦୁହିଁଙ୍କ ପ୍ରତି ସର୍ବଦା ବିଶ୍ୱସ୍ତ ହୋଇ ରହିଥାନ୍ତି । ଏହି ଯୋଡି କୁ ସ୍ଵୟଂ ଭଗବାନ ସୃଷ୍ଟି କରିଥାନ୍ତି । ପତି ପତ୍ନୀ ଉଭୟ ଉଭୟଙ୍କୁ ବହୁତ ଭରସା କରିଥାନ୍ତି ଓ ବହୁତ ବିଶ୍ୱାସ ମଧ୍ୟ କରିଥାନ୍ତି । ଏହି ନାମ ର ଯୋଡି କେବେ ହେଲେ ପରସ୍ପର କୁ ଧୋକା ଦେଇ ନ ଥାନ୍ତି ସବୁବେଳେ ମିଶି କରି ରହିଥାନ୍ତି ।

B ଓ M ନାମ ର ଯୋଡି-ଏହି ନାମ ର ଯୋଡି କୁ ସ୍ଵୟଂ ଭଗବାନ ତିଆରି କରିଥାନ୍ତି । ଏହି ନାମ ର ଯୋଡି ପରସ୍ପର କୁ ବହୁତ ଭଲ ପାଇଥାଆନ୍ତି । ଏମାନେ କେବେ ମଧ୍ୟ କାହା ଉପରେ ସନ୍ଦେହ କରି ନ ଥାନ୍ତି । ଏମାନଙ୍କ ମଧ୍ୟରେ ବହୁତ ବିଶ୍ୱାସ ରହୁଥିବାରୁ ଏମାନେ କେବେ ହେଲେ ମଧ୍ୟ ଆଉ ଜଣଙ୍କ ଠାରୁ ଦୂରେଇ ଯାଇ ପାରନ୍ତି ନାହିଁ । ଏମାନେ ନିଜ ଠାରୁ ଅଧିକ ନିଜର ସାଥି କୁ ବହୁତ ବିଶ୍ୱାସ କରିଥାନ୍ତି । ଏହି ନାମ ର ଯୋଡି ଜୀବନ ରେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଅଲଗା ହୋଇ ନ ଥାନ୍ତି । ସବୁବେଳେ ମିଶି କରି ରହିଥାନ୍ତି ।

A ଓ S ନାମ ର ଯୋଡି-ବନ୍ଧୁଗଣ ଏହି ନାମ ର ଯୋଡି ପରସ୍ପର କୁ ବହୁତ ଭଲ ପାଇଥାଆନ୍ତି । ଏମାନେ ନିଜ ଠାରୁ ଅଧିକ ନିଜ ସାଥି ଙ୍କୁ ଭଲ ପାଇଥାନ୍ତି । ଏମାନେ ପରସ୍ପର କୁ କୌଣସି କଥା ଲୁଚାଇ ନ ଥାନ୍ତି । ଏମାନେ ସବୁବେଳେ ପରସ୍ପର କୁ ନିଜର ମନ କଥା ଖୋଲି କରି କହିଥାନ୍ତି । ଏମାନେ ପରସ୍ପର କୁ ସବୁବେଳେ ଖୁସି ରେ ରଖିବାକୁ ଚେଷ୍ଟା କରିଥାନ୍ତି । ଏମାନଙ୍କ ମଧ୍ୟରେ ରେ ଥିବା ଭଲପାଇବା ଏମାନଙ୍କୁ ଅଲଗା ହେବାକୁ ଦେଇ ନ ଥାଏ ।

R ଓ P ନାମ ର ଯୋଡି-ଏହି ନାମ ର ଯୋଡି ମାନେ ପରସ୍ପର କୁ ବହୁତ ଭଲ ପାଇଥାନ୍ତି । ଏମାନେ କେବେ ହେଲେ ବି ଅଲଗା ହେବାକୁ ଚାହିଁ ନ ଥାନ୍ତି । ଏମାନେ ସବୁବେଳେ ପରସ୍ପର ର ପାଖାପାଖି ରହିଥାନ୍ତି । ଏମାନେ ଦୁହେଁ ଦୁହିଁଙ୍କୁ ବହୁତ ବିଶ୍ୱାସ କରିଥାନ୍ତି ଓ ବହୁତ ଭରସା ମଧ୍ୟ କରିଥାନ୍ତି । ଏମାନଙ୍କ ମଧ୍ୟରେ ବହୁତ ବିଶ୍ୱାସ ଥିବାରୁ ଏମାନେ ଅନେକ ବର୍ଷ ପର୍ଯ୍ୟନ୍ତ ମିଶି କରି ରହିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button