IBN ଓଡ଼ିଶା ବ୍ୟୁରୋ

ଦୁନିଆର ସବୁଠୁ ବଡ ପାପ କଣ ଜାଣିଲେ ଆପଣଙ୍କ ମୁଣ୍ଡ ଘୂରିଯିବ

ବନ୍ଧୁଗଣ ଏହି ପାପ ଓ ପୂଣ୍ୟ ମଧ୍ୟରେ ବହୁତ ବଡ ପାର୍ଥକ୍ୟ ରହିଛି । ଯାହାକୁ ମଣିଷ ଆଜି ପର୍ଯ୍ୟନ୍ତ ବୁଝିପାରିଲା ନାହିଁ । କାରଣ ଯେଉଁଠି ମଣିଷ ହଜାର ଥର ପୂଣ୍ୟ କରି ମଧ୍ୟ ଜଣା ଅଜଣାର ଏକ ବଡ ପାପ କରିଦେଉଛି ଯାହାଫଳରେ ସେ ନର୍କର ଅଧିକାରୀ ହେଉଛି ।

କିନ୍ତୁ ବନ୍ଧୁଗଣ ଦୁନିଆର ସବୁ ଠାରୁ ବଡ ପାପ ବିଷୟରେ ଆପଣ ମାନେ କଣ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଦୁନିଆର ସବୁଠାରୁ ବଡ ପାପ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ବନ୍ଧୁଗଣ ଏହି ଦୁନିଆରେ ଏମିତି କିଛି ମଣିଷ ଅଛନ୍ତି ଯେଉଁ ମାନେ ନିଜ ଜୀବନ ସାରା କେବଳ ପାପ କରିଥାନ୍ତି ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ଜୀବନରେ କେବଳ ପୂଣ୍ୟ ମଧ୍ୟ କରିଥାନ୍ତି ।

ଯେଉଁ ମାନେ ପାପର ଭାଗୀଦାର ହୋଇଥାନ୍ତି ସେମାନେ ନିଜର ଏହି ଜନ୍ମ ବା ପର ଜନ୍ମରେ ଏହାର ଦଣ୍ଡ ଭୋଗ କରିଥାନ୍ତି । ତା ହେଲେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ବଡ ପାପ ବିଷୟରେ । ଯାହାକୁ ଆପଣ ମାନେ ଭୁଲ ସେ ମଧ୍ୟ କରିବେ ନାହିଁ ।

ବନ୍ଧୁଗଣ ହିନ୍ଦୁଧର୍ମରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଛି । ଯଦି ଗୋଟେ ନାରୀ ଚାହିଁବ ତା ହେଲେ ସେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରିଦେବ । ଗୋଟେ ନାରୀ ହିଁ ଆମର ମା, ଭଉଣୀ କିମ୍ବା ସ୍ତ୍ରୀ ହୋଇଥାଏ । ବନ୍ଧୁଗଣ ଏହି ଦୁନିଆରେ ନାରୀଙ୍କୁ ସବୁଠାରୁ ପୂଜନୀୟ ବୋଲି କୁହାଯାଇଥାଏ । କିନ୍ତୁ ବନ୍ଧୁଗଣ ନାରୀର ଅପମାନ ସମଗ୍ର ବ୍ରମ୍ହାଣ୍ଡର ବରବାଦି ସହ ସମ୍ପୃକ୍ତ ଅଟେ ।

ବନ୍ଧୁଗଣ ଏହି ଦୁନିଆରେ ଯେଉଁ ମଣିଷ ନାରୀଙ୍କୁ କଷ୍ଟ ଦେଇଥାଏ ସେ କୋଟି କୋଟି ପାପର ଭାଗୀଦାର ହୋଇଥାନ୍ତି । ଭଗବତ ଗୀତାରେ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି, ଯେଉଁ ବ୍ୟକ୍ତି ନାରୀକୁ ସମ୍ମାନ ଦେଇଥାଏ ସେ ନିଜର ସମସ୍ତ ଜନ୍ମରେ ପୂଣ୍ୟ ଅର୍ଜନ କରିଥାଏ । ହେଲେ ଯେଉଁ ମଣିଷ ମାନେ ନାରୀର ଇଜ୍ଜତ ସହ ଖେଳିଥାନ୍ତି ଓ ତାଙ୍କୁ କଷ୍ଟ ଦେଇଥାନ୍ତି ସେମାନେ ବହୁତ ବଡ ପାପର ଭାଗୀଦାର ହୋଇଥାନ୍ତି ।

ତେଣୁ ବନ୍ଧୁଗଣ ଆପଣ ମାନେ ନିଜ ଜୀବନରେ ସବୁବେଳେ ନାରୀ ମାନଙ୍କର ସମ୍ମାନ କରନ୍ତୁ ଓ ତାଙ୍କୁ କେବେହେଲେ କୌଣସି ପ୍ରକାରର କଷ୍ଟ ଦିଅନ୍ତୁ ନାହିଁ । ଯଦି କୌଣସି ମଣିଷ ନାରୀଙ୍କୁ କଷ୍ଟ ଦେବ ତା ହେଲେ ସେ ବହୁତ ବଡ ପାପର ଭାଗୀଦାର ହେବ । ନିଜ ମନରେ ଏତିକି କଥାର ଧ୍ୟାନ ରଖି ଜୀବନ ବିତାନ୍ତୁ ଆପଣଙ୍କୁ କେବେହେଲେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।

ଅଶା କରୁଛୁ ବନ୍ଧୁଗଣ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ ତେବେ ଏହାକୁ ନିଶ୍ଚିତ ସେୟାର୍ କରି ବନ୍ଧୁ ପରିଜନ ଙ୍କ ନିକଟରେ ପହଞ୍ଚାନ୍ତୁ ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Related Articles

Leave a Reply

Your email address will not be published. Required fields are marked *

Back to top button