IBN ଓଡ଼ିଶା ବ୍ୟୁରୋ

କଣ ଆପଣଙ୍କ ବାଳ ଧଳା ହେଇ ଯାଉଛି ? କେବଳ ନାଭିରେ ପକାଇ ଦିଅନ୍ତୁ ଏହି ତେଲ, 42 ବର୍ଷ ବୟସରେ ବି ଲାଗିବେ 22 ପରି ଜବାନ ଆଉ ସୁନ୍ଦର-

ବୈଜ୍ଞାନିକ ମାନଙ୍କ ମତରେ ମଣିଷ ଶରୀରର ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ହେଉଛି ନାଭି । ମଣିଷ ଶରୀରରେ ଥିବା ୭୨ ହଜାର ଶିର ନାଭିରେ ଆସି ମିସିଥାଏ । ବର୍ତ୍ତମାନର ଦୁନିଆରେ ଯଦି ଆପଣ ନିଜ ନାଭିର ଧ୍ୟାନ ରଖିବେ ତା ହେଲେ ଆପଣଙ୍କୁ ଆଜୀବନ ପର୍ଯ୍ୟନ୍ତ କୌଣସି ପ୍ରକାରର ସମସ୍ଯା ହେବ ନାହିଁ ।

ବନ୍ଧୁଗଣ ନାଭି ସହ ଜଡିତ ଏପରି କିଛି ଉପା ରହିଛି ଯାହାକୁ କରିବା ଦ୍ଵାରା ମଣିଷ ଶରୀରକୁ ବହୁତ ପ୍ରକାରର ଲାଭ ମିଳିପାରିବ । ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଉପାୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଉପାୟ ବିଷୟରେ ।

୧. ବନ୍ଧୁଗଣ ସୋରିଷ ତେଲ ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଯଦି ଆପଣ ଗୋଟିଏ ସପ୍ତାହରେ ମାତ୍ର ତିନି ଦିନ ନିଜ ନାଭି ରେ ଗୋଟେ ରୁ ଦୁଇ ବୁନ୍ଦ ସୋରିଷ ତେଲ ପକାଇବେ ତା ହେଲେ ଆପଣଙ୍କୁ ଓଠ ଜନିତ ସମସ୍ତ ସମସ୍ଯାରୁ ଲାଭ ମିଳିବ । ଯଦି ଆପଣଙ୍କର ଓଠ ଫାଟୁଛି ବା କଳା ପଡିଯାଇଛି ତା ହେଲେ ଆପଣ ଏହି ଉପାୟ ନିଶ୍ଚୟ କରନ୍ତୁ । ଆପଣ ସପ୍ତାହର ତିନି ଦିନରେ ରାତିରେ ଶୋଇବା ପୂର୍ବରୁ ନିଜ ନାଭିରେ ସୋରିଷ ତେଲ ପକାଇ ଶୋଇ ଯାନ୍ତୁ ।

୨. ଯଦି ଆପଣଙ୍କର ଚେହେରା ଜନିତ କୌଣସି ସମସ୍ଯା ତଥା କଳାପଣ, ଦାଗ ଓ ରୁଖାପଣ ଆଦି ସମସ୍ଯା ରହିଛି ତା ହେଲେ ଆପଣ ରାତିରେ ଏକ ବୁନ୍ଦ ସୋରିଷ ତେଲ ନିଜ ନାଭିରେ ପକାଇ ଶୁଅନ୍ତୁ । ଆପଣଙ୍କର ଚେହେରା ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ । ଆପଣଙ୍କୁ ଏହି ଉପାୟ ଏକ ସପ୍ତାହରେ ତିନି ଦିନ କରିବାକୁ ହେବ ।

୩. ଯଦି ବନ୍ଧୁଗଣ ଆପଣଙ୍କର କେସ ଧଳା ହେଇଯାଉଛି, କେସରେ ଝାଡୁଛି ବା କେସ ଜନିତ କୌଣସି ସମସ୍ଯା ହେଉଛି ତା ହେଲେ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ନାଭିରେ ଏକ ବୁନ୍ଦା ଶୁଦ୍ଧ ଗାଈର ଘିଅ ପକାଇ ଶୁଅନ୍ତୁ । ଏହା ଆପଣଙ୍କର କେସ ଜନିତ ସମସ୍ତ ସମସ୍ଯାକୁ ଦୂର କରିଦେବ । ଆପଣଙ୍କୁ ଏହି ଉପାୟ କେବଳ ଏକ ସପ୍ତାହରେ ତିନି ଦିନ କରିବାକୁ ହେବ ।

ଅଶା କରୁଛୁ ବନ୍ଧୁଗଣ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ ତେବେ ଏହାକୁ ନିଶ୍ଚିତ ସେୟାର୍ କରି ବନ୍ଧୁ ପରିଜନ ଙ୍କ ନିକଟରେ ପହଞ୍ଚାନ୍ତୁ ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Related Articles

Leave a Reply

Your email address will not be published. Required fields are marked *

Back to top button