IBN ଓଡ଼ିଶା ବ୍ୟୁରୋ

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ମହିଳାମାନେ ଏମିତି ଗାଧେଇବା ଦ୍ଵାରା ଆସିଥାଏ ଦରିଦ୍ରତା, ରାଗି ଯାଆନ୍ତି ମା’ ଲକ୍ଷ୍ମୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ନିତ୍ୟ ଦିନ ର ଜୀବନରେ କିଛି ଏଭଳି କାମ କରିଥାଉ ଯାହା ଆମର ମନେ ରହି ନଥାଏ । କିନ୍ତୁ ଗୋଟିଏ କାମ ଏଭଳି ଅଛି ଯାହା ମନେ ରହିଯାଇ ଥାଏ ।

ତାହା ହେଉଛି ସ୍ନାନ କରିବା । ଆମେ ଏହି କର୍ମ ଅନେକ ବର୍ଷ ରୁ ପ୍ରତିଦିନ କରି ଆସୁଛି । ନିଜକୁ ସଫା ରଖିବା ଏବଂ ନିଜକୁ ଶୁଦ୍ଧ ରଖିବା ପାଇଁ କିମ୍ବା ଅନ୍ୟ କୌଣସି ରୋଗ ରୁ ମୁକ୍ତି ପାଇଁ ଆମେ ପ୍ରତିଦିନ ସ୍ନାନ କରିଥାଉ । ଏହା ଆମ ମନ ଏବଂ ଶରୀର କୁ ଶାନ୍ତି ଓ ଆରାମ ଦେଇଥାଏ ଏବଂ ପବିତ୍ର କରିଥାଏ । ଯଦି ଆମେ କୌଣସି ସ୍ଥାନକୁ ଯାଉଛେ କିମ୍ବା କୌଣସି ମନ୍ଦିର ଅଥବା କୌଣସି ଶୁଭ କାର୍ଯ୍ୟ କରିବା କୁ ଗଲେ ସର୍ଵ ପ୍ରଥମେ ଆମକୁ ସ୍ନାନ କରିବାକୁ ପଡ଼ିଥାଏ ।

ସ୍ନାନ ନ କରି କୌଣସି ଶୁଭ କାର୍ଯ୍ୟ କରିବା ଦ୍ୱାରା ସମସ୍ତ କାର୍ଯ୍ୟ ଅସଫଳ ହୋଇଥାଏ । ପ୍ରତିଦିନ ସ୍ନାନ କରିବା ସମୟ ରେ ପାଣି ରେ ଅଳ୍ପ ଲୁଣ ମିଶାଇ ଗାଧୋଇବା ଉଚିତ । ଏହା ଶୁଭ ହୋଇଥାଏ ଏବଂ ଏପରି କରିବା ଦ୍ୱାରା ଆମେ ରୋଗ ବୈରାଗ ଠାରୁ ଦୂରରେ ରହିଥାଉ ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଶାସ୍ତ୍ର ରେ ସ୍ନାନ କରିବା ସମୟ ରେ ମହିଳା ମାନଙ୍କୁ କେଉଁ ଭୁଲ କରିବା ଉଚିତ ନୁହେଁ ସେହି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ପ୍ରତ୍ୟେକ ମହିଳା ଙ୍କୁ ସ୍ନାନ କରିବା ସମୟରେ ବସ୍ତ୍ର ପିନ୍ଧି ସ୍ନାନ କରିବା ଉଚିତ । କେବେ ବି ଉ-ଲ-ଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ । ଏହାର ପଛରେ ଏକ କାରଣ ରହିଛି । ଯାହା ଶ୍ରୀକୃଷ୍ଣ ଓ ଗୋପୀ ମାନଙ୍କ କାହାଣୀ ମାଧ୍ୟମରେ ଉଲ୍ଲେଖ ରହିଛି । ଯେତେବେଳେ ଗୋପୀ ମାନେ ପୋଖରୀ ରେ ଉ-ଲ-ଗ୍ନ ଅବସ୍ଥାରେ ସ୍ନାନ କରୁଥିଲେ ସେତେବେଳେ ଶ୍ରୀକୃଷ୍ଣ ସେମାନଙ୍କ ବସ୍ତ୍ର ନେଇ ଲୁଚାଇ ଦେଇଥିଲେ ।

ଗୋପୀ ମାନେ ନିଜର ବସ୍ତ୍ର ମାଗିବାରୁ ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ ଯେ ତୁମେ ସ୍ୱୟଂ ନିଜର ବସ୍ତ୍ର ଆସି ନେଇ ଯାଅ । କିନ୍ତୁ ଗୋପୀ ମାନେ କହିଲେ ଯେ ଆମେ ଏପରି ଅବସ୍ଥାରେ କିପରି ତୁମ ସାମ୍ନା କୁ ଆସିବୁ? ସେତେବେଳେ ଶ୍ରୀକୃଷ୍ଣ କହିଥିଲେ ଯେ ଯଦିଓ ତୁମକୁ ଲାଗୁଛି ଯେ ତୁମେ ସ୍ନାନ କରିବା ସମୟ ରେ ତୁମ ଆଖପାଖ ରେ କେହି ଦେଖୁ ନାହାଁନ୍ତି । ତେବେ ଏହା ଭାବିବା ସଂପୂର୍ଣ୍ଣ ଅନୁଚିତ । କାରଣ ତୁମକୁ ଶ୍ୱେତା ଏହି ପ୍ରକୃତି ଦେଖୁଛି ।

ଏହି କାହାଣୀ ମାଧ୍ୟମରେ ଶ୍ରୀକୃଷ୍ଣ ସମସ୍ତ ଗୋପୀ ଏବଂ ନାରୀ ମାନଙ୍କ ପାଇଁ ଶିକ୍ଷଣୀୟ କଥା ପରୋକ୍ଷ ଭାବରେ କହିଥିଲେ । ପଦ୍ମ ପୁରାଣ ରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଯେତେ ବେଳେ ଆମେ ସ୍ନାନ କରିଥାଉ ସେହି ସମୟରେ ଆମ ଆଖପାଖ ରେ ଆମ ପୂର୍ବ ପୁରୁଷ ଥାଆନ୍ତି । ଏହାଦ୍ବାରା ସେମାନଙ୍କ ଅ-ପ-ମା-ନ ହୋଇଥାଏ । ତେଣୁ କେବେବି କୌଣସି ମହିଳା ଙ୍କୁ ଉ-ଲ-ଗ୍ନ ହୋଇ ସ୍ନାନ କରିବା ଆଦୋୖ ଉଚିତ ନୁହେଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button