IBN ଓଡ଼ିଶା ବ୍ୟୁରୋ

ରାତି ସାରା ପାଣିରେ ଭିଜାଇ ଖାଆନ୍ତୁ ଏହି 5 ଜିନିଷ, କେବେ ବି ହେବେ ନାହିଁ ବୁଢା, ଧଳା ବାଳ ପୁଣି ହେବ କଳା

ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ ଓ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି ।

ଏବଂ ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ । ଏବଂ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ । ଏବଂ ଆମ ରକ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ ।

ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖରାପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁର୍ବଳ ହୋଇ ଯାଆନ୍ତି।ଏବଂ ସ୍ୱାସ୍ଥ୍ୟ ଖରାପ ହେଲେ ମାନସିକ ସ୍ଥିତି ମଧ୍ୟ ଖରାପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ । ତେବେ ଏହି ରୋଗରୁ ମୁକ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ ।

ଏବଂ ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ । ତେଣୁ ଚାଲନ୍ତୁ ଜାଣିନେବା କିପରି ଏହି ରୋଗରୁ ମୁକ୍ତି ପାଇଁ ଆମେ ଘରୋଇ ଉପଚାର ବ୍ୟବହାର କରି ପାରିବା।ତେବେ ଏପରି କିଛି ଜିନିଷ ଅଛି ଯାହାକୁ ଆମେ ରାତିରେ ଭିଜେଇ ସକାଳେ ସେବନ କରିବା ଦ୍ୱାରା ଆମର ସମସ୍ତ ସମସ୍ୟା ଦୂର ହୋଇଥାଏ ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ କଣ କଣ।

୧- ପ୍ରଥମ ରେ ହେଉଛି ଅଳସି । ଏହାକୁ ଗୋଟିଏ ଚାମଚ ଶୋଇଲା ବେଳେ ଭିଜେଇ କି ରଖିଦେବେ । ଏହା ଭିତରେ ଓମେଗା ଥ୍ରୀ ଫ୍ୟାଟି ଏସିଡ ପ୍ରଚୁର ପରିମାଣରେ ରହିଥାଏ । ଏବଂ ଏହା ଆପଣ ଙ୍କୁ ବଜାରରେ ବହୁତ ଶସ୍ତା ରେ ମିଳିଯାଏ । ଏହା ହୃଦୟ କୁ ମଜବୁତ ରଖିବାରେ ଏବଂ ହୃଦଘାତ ଭଳି ସମସ୍ୟାରୁ ଏହା ସୁରକ୍ଷିତ କରିଥାଏ । ଏବଂ ଚେହେରା ରେ ଚମକ ଆଣିଥାଏ ଏବଂ କେଶ କୁ କଳା ରଖିଥାଏ । ତେଣୁ ଏହାକୁ ରାତିରେ ଭିଜେଇ ସକାଳେ ସେବନ କରିବା ଆବଶ୍ୟକ।

୨- ଦ୍ଵିତୀୟ ରେ ହେଉଛି ମୁନ୍ନକା । ଏଥିରେ ଭିଟାମିନ-ଏ ଭିଟାମିନ-ସି ଆଣ୍ଟି ଅକ୍ସାଇଡ଼ ଆଡୁ ଗୁଣ ରହିଥାଏ । ଏହାକୁ ମଧ୍ୟ ଆପଣ ସକାଳେ ସେବନ କରିବା ବହୁତ ଲାଭ ଦାୟକ ହୋଇଥାଏ । ଏହା ମଧ୍ୟ ଆମ ଶରୀର ରେ ରକ୍ତ ସଞ୍ଚାଳନ କୁ ସଠିକ ଭାବରେ କରାଇ ଥାଏ ଏବଂ ରକ୍ତ କୁ ଶୁଦ୍ଧ ମଧ୍ୟ କରାଇ ଥାଏ।

୩- ତୃତୀୟ ଜିନିଷ ହେଉଛି ଖସ ଖସ । ଏଥିରେ ବହୁତ ଅଧିକ ପରିମାଣ ର ଥାଇମେନ ରହିଥାଏ ଏବଂଭିଟାମିନ-ବି୧୨ ରହିଥାଏ, ଏବଂ ବହୁତ ପ୍ରୋଟିନ ମଧ୍ୟ ରହିଥାଏ । ଶରୀର ରେ ଯଦି ଦୁର୍ବଳତା ଦେଖାଯାଏ ଏବଂ ହାଡ଼ ଦୁର୍ବଳ ରୁହେ କ୍ୟାଲସିୟମ ର ଅଭାବ ଦେଖା ଯାଏ ତେବେ ଆପଣ ଏହାକୁ ସେବନ କରିବା ଦ୍ୱାରା ସେହି ସବୁ ସମସ୍ୟା ଦୂର ହୋଇଥାଏ।

୪- ଚତୁର୍ଥ ଜିନିଷ ଟି ହେଉଛି ମେଥି।ମେଥି ଆମ କେଶ ପାଇଁ ବହୁତ ଲାଭ ଦାୟକ । ଏହା କେଶ ଝଡ଼ିବା ବନ୍ଦ କରି କଳା ରଖେ ଏବଂ ମଜବୁତ ମଧ୍ୟ ରଖିଥାଏ । ଏବଂ ଏହା ଆମ ହଜମ କ୍ରିୟା କୁ ମଧ୍ୟ ସଠିକ ଭାବେ ରଖିଥାଏ ଗ୍ୟାସ ଜନିତ ସମସ୍ୟା ମଧ୍ୟ ଦୁର ହୁଏ।ଏହାକୁ ରାତିରେ ଭିଜେଇ ସକାଳେ ତା ପାଣି କୁ ପିଅନ୍ତୁ ଏବଂ ସେହି ମଞ୍ଜିକୁ ଚୋବାଇ ଖାଆନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button