IBN ଓଡ଼ିଶା ବ୍ୟୁରୋ

ପ୍ରତିଦିନ ସକାଳୁ ଖାଲି ପେଟରେ ଖାଇ ନିଅନ୍ତୁ, ମୋଟାପା, ପାଚନ ଶକ୍ତି କମଜୋର, ଶରୀରରେ ନା ଲାଗିବା, କବ୍ଜ ସାରା ଜୀବନ ହେବ ନାହିଁ-

ପ୍ରାୟତଃ ବ୍ୟକ୍ତି ଙ୍କୁ ଗ୍ୟାସ, ବଦହଜମି ଓ ଏସିଡିଟି ଭଳି ସମସ୍ୟା ରହିଥାଏ। ଏହି ସମସ୍ୟା ଦ୍ଵାରା ବହୁତ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ । ଏହା ଦ୍ଵାରା ଆପଣ ବିଭିନ୍ନ ପ୍ରକାର ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାନ୍ତି ।

କିନ୍ତୁ ବନ୍ଧୁଗଣ ତାହା କେବଳ ସେହି ସମୟ ପାଇଁ ହିଁ ଗ୍ୟାସ ରୁ ମୁକ୍ତି ଦେଇଥାଏ କିନ୍ତୁ ଏହି ସମସ୍ୟା ଜୀବନ ସାରା ରହିଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ଗ୍ୟାସ, ଏସିଡିଟି ଏବଂ ବଦହଜମି ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ।ଏହି ଉପାୟ ସମ୍ପୁର୍ଣ୍ଣ ରୂପରେ ପ୍ରାକୃତିକ ଅଟେ।

ଏହି ଉପାୟ ର ପ୍ରୟୋଗ ଦ୍ବାରା ଆପଣଙ୍କୁ କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ହେବ ନାହିଁ ଏବଂ ଏହି ସବୁ ପେଟ ଜନିତ ସମସ୍ୟା ଜୀବନ ସାରା ପାଇଁ ଦୂର ହୋଇଯିବ । ଏହି ଘରୋଇ ଉପଚାର ଅତ୍ୟନ୍ତ ସହଜ ଓ ସରଳ ଅଟେ।ତେବେ ବନ୍ଧୁଗଣ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ଆପଣ ଙ୍କୁ ଏହି ଉପାୟ କରିବା ପାଇଁ ସବୁଠାରୁ ପ୍ରଥମେ ନେବାକୁ ପଡିବ ଜୁଆଣି ଏଥିରେ ଏଂଟିଏସିଡ ଗୁଣ ରହିଥାଏ ଏବଂ ଏହା ପେଟ ଜନିତ ସମସ୍ୟା ସବୁ ଦୁର ହୋଇ ଥାଏ । ଏବଂ ଏହା ଆମ ଗ୍ୟାସ ସମସ୍ୟା କୁ ଦୁର ମଧ୍ୟ କରି ଦେଇଥାଏ । ଜୁଆଣି ପରେ ଆପଣ ନେବେ ଦୁଇ ଚାମଚ ଜିରା । ଏଥିରେ ମଧ୍ୟ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଆମ ପେଟ ଏବଂ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇ ଥାଏ।ଏହା ଛଡା ଏହାକୁ ଖାଇବା ଦ୍ୱାରା ବାନ୍ତି,ପେଟ ବିନ୍ଧା ଆଦି ମଧ୍ୟ ହୋଇ ନଥାଏ।

ଏହା ପରେ ଆପଣ ଦୁଇ ଚାମଚ ପାନ ମଧୁରୀ ନେବା ଏହି ପାନ ମଧୁରୀ ଆମ ପାଚନ କ୍ରିୟା କୁ ଭଲ ରଖିଥାଏ । ହଜମ ଭଲ ରେ କରାଏ ଏବଂ ମୋଟାପା କୁ ମଧ୍ୟ ଦୁର କରେ।ଏବଂ ଆମ ଚେହେରା ରେ ଉଜ୍ଜ୍ୱଳ ମଧ୍ୟ ଆଣିଥାଏ । ଏବଂ ରକ୍ତ ସଞ୍ଚାଳନ କୁ ମଧ୍ୟ ଠିକ ଭାବେ ରଖିଥାଏ।

ଏହା ପରେ ଆପଣ ଜୁଆଣି ଏବଂ ଜିରା କୁ ତାୱା ରେ କିଛି ସମୟ ବୁଲେଇ ଦେବେ।ଏହା ପରେ ଏହି ତିନିଟି ଜିନିଷ କୁ ମିଶେଇ ଏହାର ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଏହା ପରେ ଗରମ ପାଣି ରେ ଏକ ଚାମଚ ଏହି ପାଉଡର ଏବଂ ଏକ ଚାମଚ କଳା ଲୁଣ ପକାଇ ଦେବେ । ଖାଇବାର ଏକ ଘଂଟା ପୂର୍ବରୁ କିମ୍ବା ଏକ ଘଂଟା ପରେ ଏହାର ସେବନ କରିବେ।

ଏହା ଦ୍ୱାରା ଆମ ପାଚନ କ୍ରିୟା ଭଲ ହେବ । ହଜମ ଠିକ ଭାବରେ ହେବ । ରକ୍ତ ସଞ୍ଚାଳନ ଭଲ ହେବ । ଏବଂ ଗ୍ୟାସ ଜନିତ ସମସ୍ୟା ମଧ୍ୟ ଦୁର ହେବ।ଏବଂ ପେଟ ଜନିତ ସମସ୍ତ ସମସ୍ୟା ଦୂର ହେବ ଏବଂ ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହେବ । ଏବଂ ଏହା ଛଡା ଆମ ଶରୀର ରେ ଥିବା ଚର୍ବି କୁ କମାଇ ମୋଟାପା ଦୁର କରିଥାଏ ଏବଂ ଶରୀର କୁ ଫିଟ ରଖିଥାଏ।
ତେଣୁ ଆପଣ ଏହି ଉପାୟ କୁ ଘରେ ନିଶ୍ଚିତ ପ୍ରସ୍ତୁତ କରନ୍ତୁ ଏବଂ ଏହାର ଫାଇଦା ମଧ୍ୟ ନିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button