ଗ୍ୟାସ, ଏସିଡିଟି, କବ୍ଜ ଆଦି ସମସ୍ତ ପ୍ରକାର ପେଟରୋଗ 10 ଦିନରେ ହେବ ମୂଳରୁ ଶେଷ… ବାସ କରନ୍ତୁ ଏହି ଘରୋଇ ଉପଚାର
ବନ୍ଧୁଗଣ କୋଷ୍ଠ କାଠିନ୍ୟ, ଅପଚୟ ହେବା, ଧୂମ୍ରପାନ, କୋଲଡ୍ରିଙ୍କ୍ଷ ସେବନ କରିବା ଦ୍ଵାରା ଗ୍ଯାସ ସମସ୍ୟା ହୋଇଥାଏ । ଯାହା କାରଣରୁ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ 3ଟି ପ୍ରାକୃତିକ ଘରୋଇ ଉପଚାର ବନାଇବା ଶିଖାଇବୁ । ଯାହାର ସେବନ କରିବା ଦ୍ଵାରା ଆପଣଙ୍କର ପେଟରେ ଥିବା ଗ୍ଯାସ ତୁରନ୍ତ ବାହାରିଯିବ ।
ରାତି ସମୟରେ ଏହି 2ଟି ଉପଚାର ର ପ୍ରୟୋଗ କରିଲେ ଗ୍ଯାସ ସମସ୍ଯା ସବୁଦିନ ପାଇଁ ଦୂରେଇ ଯିବ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା ଓ ଏହାର ପ୍ରୟୋଗ କିପରି କରିବା । ପ୍ରଥମ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ହେଉଛି ଗୋଟେ ଗ୍ଳାସ ଗରମ ପାଣି, ଜୁଆଣୀ ଗୁଣ୍ଡ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଦ୍ଵିତୀୟ ସାମଗ୍ରୀ ହେଉଛି କଳା ଲୁଣ ।
ଏହି ରେମେଡି ତିଆରି କରିବା ପାଇଁ ଏକ ଚତୁର୍ଥାଂଶ ଜୁଆଣୀ ଗୁଣ୍ଡ ଓ ଅଧ ଚାମଚ କଳା ଲୁଣ ନିଅନ୍ତୁ । ଆପଣ ଖାଦ୍ୟ ଖାଇବାର ତୁରନ୍ତ ପରେ ଜୁଆଣୀ ଓ କଳା ଲୁଣ ଖାଇ ଏକ ଗ୍ଳାସ ଉଷୁମ ପାଣି ପିଅନ୍ତୁ । ଆପଣ ଗରମ ପାଣିରେ ମିଶାଇ ଏହାର ସେବନ କରିପାରିବେ ।
ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ଫାଳେ ଲେମ୍ବୁର ରସ । ଏବେ ଦ୍ଵିତୀୟ ସାମଗ୍ରୀ ହେଉଛି ଏକ ଚାମଚ ପାନମଧୁରୀ ଯାହା ଆପଣଙ୍କୁ ବହୁତ ସହଜରେ ମିଳିଯିବ । ଲେମ୍ବୁ ରସରେ ପାନମଧୁରୀ ଭିଯାଇ ଏହାକୁ 5 ମିନିଟ ଯାଏଁ ଛାଇ ଦିଅନ୍ତୁ । 5 ମିନିଟ ପରେ ଆପଣ ପାନମଧୁରୀର ସେବନ କରନ୍ତୁ ।
ଏହା ଏକା ଆୟୁର୍ବେଦିକ ଓ ଘରୋଇ ଉପଚାର ଅଟେ ଯାହା ଆପଣଙ୍କ ପେଟର ଗ୍ଯାସ କୁ ତୁରନ୍ତ ବାହାର କରି ଦେଇଥାଏ । ଯେବେ ବି ଆପଣଙ୍କୁ ଗ୍ଯାସ ଭଳି ସମସ୍ଯା ହେଉଛି ଏହି ରେମେଡିକୁ ଏହିପରି ତିଆରି କରି ସେବନ କରନ୍ତୁ । ଖାଦ୍ଯ ଖାଇବାର କିଛି ସମୟ ପରେ ଏହାକୁ ଖାଆନ୍ତୁ ।ତୃତୀୟ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ହଳଦୀ ଗୁଣ୍ଡ ଓ ସାଧାରଣ ଲୁଣ ଓ ଏକ ଗ୍ଳାସ ଉଷୁମ ପାଣି ।
ଏକ ଚତୁର୍ଥାଂଶ ହଳଦୀ ଗୁଣ୍ଡ ନେଇ ଏଥିରେ ଅଳ ଧଳା ଲୁଣ ମିଶାନ୍ତୁ । ଏହାକୁ ଆପଣ ଏକ ଗ୍ଳାସ ଗରମ ପାଣି ସହ ମିଶାଇ ସେବନ କରି ପାରିବେ । ନଚେତ ଆପଣ ପାଣିରେ ଏହି 2ଟି ସାମଗ୍ରୀ ମିଶାଇ ସେବନ କରି ପାରିବେ । ଦେଖିବେ ତୁରନ୍ତ ଆପଣଙ୍କର ପେଟର ଗ୍ଯାସ ବାହାରିଯିବ । ଏହା ଏକ ଘରୋଇ ଆଉ ନ୍ଯାଚୁରାଲ ରେମେଡି ଅଟେ ।
ଯାହା ଆପଣଙ୍କ ପେଟର ଗ୍ଯାସ କୁ ତୁରନ୍ତ ବାହାର କରିବା ପାଇଁ ବହୁତ ଅଧିକ ଚମତ୍କାରୀ ଅଟେ । ଯଦି ଆପଣଙ୍କୁ ଗ୍ଯାସ ସମସ୍ଯା ହେଉଛି ତେବେ ଆପଣ ଏହି 3ଟି ରେମେଡି ମଧ୍ୟରୁ ଯେ କୌଣସି ଗୋଟେ ରେମେଡି ର ବ୍ୟବହାର କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।