IBN ଓଡ଼ିଶା ବ୍ୟୁରୋ

ସପ୍ତାହରେ ୨ଥର ପିଅନ୍ତୁ ( ଗ୍ୟାସ୍ ) ମୂଳରୁ ଶେଷ ହୋଇଯିବ।

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଗ୍ୟାସ, ଏସିଡିଟି କବଚ ଭଳି ସମସ୍ୟା ପ୍ରାୟ ପ୍ରତେକଙ୍କ ଘରେ ଦେଖା ଦେଉଛି । ତାହା ବ୍ୟତିତ ଏମିତି ଅନେକ ରୋଗ ଅଛି ଯାହା ପାଇଁ ଆମକୁ ଅନେକ ପ୍ରକାରର କଷ୍ଟ ମଧ୍ୟ ସହିବାକୁ ପଡୁଛି । ତେବେ ଖାଲି ଏତିକି ନୁହଁ ଦେହ ଦୁର୍ବଳ ଲାଗିବା, ଅଳସୁଆ ଭଳି ଲାଗିବା ଏମିତି ଅନେକ ସମସ୍ୟା ଲାଗି ରହିଥିବା ବେଳେ ।

ସେସବୁ ରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆମେ ଚାହୁଁ, ସେଠି ପାଇଁ ଆମେ ମାନେ ଅନେକ ସମୟରେ ଡାକ୍ତର ଙ୍କର ପରାମର୍ଶ ଲଢ଼ିଥାଉ । ଆଉ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଖାଇଥାଉ । ତେବେ ମୁଁ ଆଜି ଆପଣ ମାନଙ୍କୁ କିଛି ଏପରି ଘରେଇ ଉପଚାର ବିଷୟରେ ଜଣେଇବି ଯାହାକୁ ବ୍ୟବହାର କରିକି ଆପଣ ଏହି ଗ୍ୟାଷ୍ଟିକ ଓ ଏସିଡିଟି ଭଳି ସମସ୍ୟା ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ । ତାହେଲେ ଆସନ୍ତୁ ସେ ସବୁ ଘଟଣା ଉପରେ ଟିକିଏ ନଜର ପକାଇବା ।

ତେବେ ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହିଁ ସମ୍ପଦ । ତେଣୁ ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ, ତାହା ନମ୍ବର ହେଲେ ଆମକୁ ଅନେକ ପ୍ରକାରର ରୋଗର ସାମ୍ନା କରିବାକୁ ପଡିବ । ତେବେ ମୁଁ ଆଜି ଆପଣ ମାନଙ୍କୁ ଗୋଟିଏ ଏପରି ଘରେଇ ଉପଚାର ବିଷୟରେ ଜଣେଇବି, ଯାହାର ସମସ୍ତ ଉପକରଣ ଆପଣ ଆପଣଙ୍କର ଘରେ ପାଇପାରିବେ ଓ ଏହି ସବୁ ରୋଗରୁ ମୁକ୍ତି ପାଇପାରିବେ ।

ତେବେ ଆମର ଏହି ଘରେଇ ଉପକରଣ ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଗୋଟିଏ କାଚ ଗ୍ଳାସ ର ଆବଶ୍ୟକତା ରହିଛି । ତାହା ବ୍ୟତୀତ ଆମେ ଗୋଟିଏ ଅଧା ଇଞ୍ଚ ଲମ୍ବ ର ଅଦା ନେଵା ଓ ତାହା ସହିତ ଲେମ୍ବୁ କୁ ଗୋଲ ଗୋଲ କରିକି କାଟି ମଞ୍ଜି ବାହାର କରିକି ରଖିବା ।

ତେବେ ଆମକୁ ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ଆମକୁ ଗୋଟିଏ କାଚ ଗ୍ଲାସ ରେ ପାଣି ପୂର୍ଣ୍ଣ କରିକି ନେବା । ତା ପରେ ଅଧା ଇଞ୍ଚ ଲମ୍ବ ରେ କାଟିଥିବା ଖଣ୍ଡ ଖଣ୍ଡ କରିକି ରଖିଥିଵା ଅଦାର ତିନି ରୁ ୪ ଖଣ୍ଡ ପକାଇବା । ତାହା ପରେ ଆମେ ଗୋଲ ଗୋଲ କାଟିକି ରଖିଥିବା ଲେମ୍ବୁ ଖଣ୍ଡ କୁ ବି ସେହି ପାଣିରେ ପକାଇବା । ଆଉ ଶେଷରେ ଆମେ ୬-୭ ଟି ପୁଦିନା ପତ୍ର ପକାଇବା । ଆଉ ତାକୁ ଘୋଡ଼େଇକି ୩-୪ ଘଣ୍ଟା ରଖିଦେବା ।

ତେବେ ଆମେ ପ୍ରସ୍ତୁତ କରିଥିବା ପାଣିକୁ କେବଳ ଦିନରେ ବନେଇବା, କାରଣ ରାତିରେ ଏହି ପାଣିକୁ ବନାଇଲେ ଏହି ପାଣି ଖଟା ଲାଗି ପାରେ । ତାହେଲେ ଏହି ପ୍ରସ୍ତୁତ ପାଣି ୩ ଘଣ୍ଟା ପରେ ତାହାର ରଙ୍ଗ ମଧ୍ୟ ବଦଳି ଯାଇଥିବ । ତାହା ପରେ ସେହି ପାଣିକୁ ଆମେ ଏକା ଥରକେ ନ ପିଇକି ଦୁଇ ରୁ ଚାରିଥର କରିକି ଦିନରେ ପିଇବା । ଆଉ ଦିନ ୪ ଦିନ ଯାଏ ପିଇ ପରିବା । ତେବେ ଏହି ପରି ଭାବରେ ଆମେ ପ୍ରସ୍ତୁତ ପାଣିକୁ ବ୍ୟବହାର କରିକି ଗ୍ୟାଷ୍ଟିକ ଓ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ପାଇପାରିବା ।

Related Articles

Leave a Reply

Your email address will not be published. Required fields are marked *

Back to top button