IBN ଓଡ଼ିଶା ବ୍ୟୁରୋ

ହାଡ ଦରଜ ହେବା, ବାତ ରୋଗ, ଶିର କମଜୋରି, Joint Pain କାରଣରୁ ଯିଏ ଚାଲି ପାରୁନାହାନ୍ତି ସେମାନେ ଦୌଡିବାକୁ ଲାଗିବେ

ନମସ୍କାର ବନ୍ଧୁଗଣ ତେବେ ଆପଣ ଶୁଣିଥିବେ କି ଆପଣ ଙ୍କୁ ଘରେ ଖାଇବା ପରେ ଗୁଜୁରାତି ଖାଇବା ବିଷୟ ରେ କୁହାଯାଏ । ତେବେ ଆପଣ କଣ ଜାଣିଛନ୍ତି ଏହି ଗୁଜୁରାତି ଖାଇବା ର ଅନେକ ଫାଇଦା ରହିଛି । ତେବେ ଆସନ୍ତୁ ଜାଣିନେବା ଗୁଜୁରାତି ଖାଇବାର ଫାଇଦା କଣ ଏବଂ ଏହା ଆମ ଶରୀର ରେ କଣ ସବୁ ଲାଭବାନ ହୋଇଥାଏ ।
ତେବେ ପ୍ରଥମେ ହେଉଛି ଗୁଜୁରାତି କୁ ଆମେ ମୁହଁରୁ ଦୁ-ର୍ଗ-ନ୍ଧ ବାହାରିବା ରୋକିବାରେ ସାହାର୍ଯ୍ୟ କରିଥାଏ । ଏହି ଗୁଜୁରାତି କୁ ଯଦି ଆପଣ ଖାଇବା ପରେ ଖାଇଲେ ଏହା ପାଟିର ଦୁ-ର୍ଗ-ନ୍ଧ କୁ ଆସିବାକୁ ଦିଏ ନାହିଁ ।

ତେବେ ଏହା ଛଡା ଆପଣ ଖାଇବା ପରେ ଗୁଜୁରାତି କୁ ସେଵନ କରିବା ଦ୍ୱାରା ଆପଣଙ୍କ ହଜମ ମଧ୍ୟ ଭଲ ହୋଇଥାଏ । ଏବଂ ଯେଉଁ ମାନଙ୍କ ଶରୀର ଲାଗେ ନାହିଁ କିମ୍ବା ଶରୀର ଅଧିକ ଲାଗେ ସେମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ ।
ତେବେ ଏହା ଛଡା ଯଦି ଆପଣଙ୍କ ଚେହରା ଉଜ୍ଜ୍ୱଳ ନାହିଁ କିମ୍ବା ଆପଣଙ୍କ ଆଖି ତଳେ କଳା ଦାଗ ରହୁଛି ତେବେ ଆପଣ ଗୁଜୁରାତି ଗୁଣ୍ଡ କୁ ମହୁ ସହ ମିଶାଇ ଗରମ ପାଣି ରେ ସେଵନ ମଧ୍ୟ କରି ପାରିବେ ନଚେତ ତାକୁ ମୁହଁରେ ଏବଂ ଆଖି ତଳେ ଲଗାଇ ପାରିବେ ଏହା ଦ୍ୱାରା ଆପଣଙ୍କ ଆଖି ତଳେ ଥିବା କଳା ଦା-ଗ ଠିକ ହୋଇଯାଏ । ଏବଂ ଚେହେରା ର ଉଜ୍ଜ୍ୱଳ ହୋଇଥାଏ ।

ଏହା ଛଡା ଯଦି ଆପଣଙ୍କ କେଶ ଝଡୁଛି କିମ୍ବା କେଶ କଳା ରହୁ ନାହିଁ । ତେବେ ଏହାର ଉପଚାର ପାଇଁ ଆପଣ ଅଁଳା ଆଚାର କିମ୍ବା କଞ୍ଚା ଅଁଳା କୁ ଦୁଇ ତିନିଟି ଗୁଜୁରାତି ସହ ସେଵନ କରିବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା କମ ହୁଏ ଏବଂ ଆପଣଙ୍କ କେଶ କଳା ମଧ୍ୟ ରୁହେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button