IBN ଓଡ଼ିଶା ବ୍ୟୁରୋ

କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି 6 ଟି ନାମର ଝିଅ – କଣ ଆପଣଙ୍କ ନାମ ଅଛି ତ ?

ବନ୍ଧୁଗଣ ଆଜି ଆମେ ଏପରି ଛଅ ଅକ୍ଷର ର ଝିଅ ମାନଙ୍କର ନାମ କହିବୁ ଯାହା ପୁଅ ମାନଙ୍କ ର ପ୍ରଥମ ପସନ୍ଦ ହୋଇ ଥାଆନ୍ତି । ଏବଂ ପୁଅ ମାନେ ତାଙ୍କ ପାଇଁ ମ-ରି-ବା-କୁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ଗୋଟିଏ ପୁଅ ନିଜ ଜୀବନରେ ଏକ ଏଭଳି ଝିଅ ର ସ୍ଵପ୍ନ ଦେଖିଥାଏ ଯିଏ ଘରକୁ ସୁନ୍ଦର ଭାବେ ସମ୍ଭାଳିବ ଏବଂ ତାକୁ ବହୁତ ଭଲ ପାଉ ଥିବ ଏବଂ ଜୀଵନ ଯାକ ତାର ସାଥ ଦେଉ ଥିବ । ଏବଂ ତାକୁ ସମ୍ମାନ ମଧ୍ୟ ଦେଉ ଥିବ।

ଏହି ଭଳି ଝିଅ ର ସବୁ ପୁଅ ମାନେ କା-ମ-ନା କରିଥାନ୍ତି । ଏବଂ ଭଗବାନ ଙ୍କ ଆଗରେ ଏଭଳି ଜୀଵନ ସାଥୀ ପାଇଁ କାମନା ମଧ୍ୟ କରିଥାନ୍ତି ତେବେ ଏହି ଝିଅ ମାନେ ପବିତ୍ର ମଧ୍ୟ ଥାଆନ୍ତି । ତେବେ ଚାଲନ୍ତୁ ଜାଣି ନେବା ସେ ଅକ୍ଷର କିମ୍ବା ନାମ ଗୁଡିକ କଣ ଏବଂ ପୁଅ ମାନଙ୍କ ର ପ୍ରଥମ ପସନ୍ଦ କେଉଁ ମାନେ ହୋଇ ଥାଆନ୍ତି ଚାଲନ୍ତୁ ଜାଣିନେବା ।
୧- ପ୍ରଥମ ଅକ୍ଷର ହେଉଛି A ନାମ ଥିବା ଝିଅ ମାନେ । ଏହି ନାମ ର ଝିଅ ମାନେ ବହୁତ ଭାବୁକ ଥାଆନ୍ତି ଏବଂ ନିଜ ଜୀଵନ ସାଥୀ ଙ୍କୁ ବହୁତ ଭଲ ମଧ୍ୟ ପାଇଁ ଥାନ୍ତି । ନିଜ ଜୀଵନ ସାଥୀକୁ ଖୁସି ରେ ରଖିବା ପାଇଁ ସେ କିଛି ବି କରିବା ପାଇଁ ରାଜି ହୋଇ ଯାଇଥାନ୍ତି । ଏବଂ ଏମାନେ ନିଜ ଜୀଵନ ସାଥୀ ଙ୍କର ବହୁତ ଯତ୍ନ ନିଅନ୍ତି ତାଙ୍କର ସମସ୍ତ ଅସୁବିଧା କୁ ମଧ୍ୟ ଦୁର କରି ଥାଆନ୍ତି ଏବଂ ଏହି ସବୁ ଗୁଣ ଦେଖିହିଁ ପୁଅ ମାନେ ଏହି ନାମର ଝିଅ ମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇ ଥାଆନ୍ତି ଏବଂ ଏମାନେ ବହୁତ ପବିତ୍ର ଥାଆନ୍ତି ।

୨- ଦ୍ୱିତୀୟ ଅକ୍ଷର ହେଉଛି D ନାମ ର ଝିଅ ମାନେ ବହୁତ ଶାନ୍ତ ସ୍ୱଭାବର ହୋଇ ଥାଆନ୍ତି । ଏମାନେ ନିଜର ଜୀଵନ ସାଥିଙ୍କୁ ସର୍ଵଦା ସମ୍ମାନ ଏବଂ ବହୁତ ଭଲ ପାଇବା ଦେଇଥାଆନ୍ତି । ଏବଂ ନିଜ ଜୀଵନ ସାଥୀ ଙ୍କ ଇଚ୍ଛା କୁ ପୂରଣ କରିବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । ଏବଂ ଖୁସି କରିବା ପାଇଁ ଅନେକ ଚେଷ୍ଟା ମଧ୍ୟ କରିଥାନ୍ତି । ସେଥିପାଇଁ ପୁଅ ମାନଙ୍କୁ ଏହି ନାମର ଝିଅ ମାନେ ବହୁତ ପସନ୍ଦ ଆସିଥାନ୍ତି ।
୩- ତୃତୀୟ ଅକ୍ଷର ହେଉଛି L ନାମ ର ଝିଅ ମାନେ । ଏହି ଝିଅ ମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇ ଥାଆନ୍ତି । ଏବଂ ନିଜର ସମସ୍ତ କାର୍ଯ୍ୟ ସମସ୍ତ ଅସୁବିଧା କୁ ଶାନ୍ତି ର ସହିତ ସମାଧାନ କରିବା ପାଇଁ ଚେଷ୍ଟା କରି ଥାଆନ୍ତି । ଏବଂ ନିଜର ଜୀଵନ ସାଥୀ ଙ୍କ ଇଚ୍ଛା କୁ ପୂରଣ କରିବା ସହ ତାକୁ ସମ୍ମାନ ମଧ୍ୟ ଦେଇ ଥାଆନ୍ତି । ଏବଂ ନିଜ ଜୀଵନ ସାଥୀ ଙ୍କୁ ବହୁତ ଭଲ ମଧ୍ୟ ପାଇଁ ଥାଆନ୍ତି । ଏବଂ ଏମାନେ ସମସ୍ତ ଙ୍କୁ ସମ୍ମାନ ଦେବା ଜାଣି ଥାଆନ୍ତି । ଏହି ଗୁଣ ଯୋଗୁଁ ପୁଅ ମାନେ ଏହି ନାମ ର ଝିଅ ଙ୍କୁ ପସନ୍ଦ କରିଥାନ୍ତି ।

୪- ଚତୁର୍ଥ ଅକ୍ଷର ହେଉଛି S ଏହି ନାମ ର ଝିଅ ମାନଙ୍କ ହୃଦୟ ବହୁତ ସଫା ଥାଏ । ଏମାନେ ନିଜର ସଫା ଏବଂ ଖୋଲା ହୃଦୟ ପାଇଁ ପୁଅ ମାନଙ୍କ ର ପ୍ରଥମ ପସନ୍ଦ ହୋଇ ଥାଆନ୍ତି । ଏମାନେ ନିଜର ଜୀଵନ ସାଥୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ଖୁସି ପାଇଁ ସବୁ ଅସୁବିଧା କୁ ପାର ମଧ୍ୟ କରି ଦେଇ ଥାଆନ୍ତି । ସେ ନିଜର ଜୀଵନ ସାଥୀ କୁ କେବେ ଦୁଃ-ଖ ରେ ଦେଖି ପାରନ୍ତି ନାହିଁ । ସେ ନିଜ ଜୀଵନ ସାଥୀ ଙ୍କୁ ସମ୍ମାନ ମଧ୍ୟ ଦେଇ ଥାଆନ୍ତି । ଏବଂ ନିଜ ଜୀଵନ ସାଥୀ ଙ୍କର ବହୁତ ଭଲ ଭାବରେ ଯତ୍ନ ମଧ୍ୟ ନେଇ ଥାଆନ୍ତି ।

୫- ପଞ୍ଚମ ଅକ୍ଷର ହେଉଛି M । ଏହି ନାମ ର ଝିଅ ମାନେ ବହୁତ ବୁଦ୍ଧିମାନ ହୋଇ ଥାଆନ୍ତି ଏବଂ ସମସ୍ତ କାର୍ଯ୍ୟ ନିଜର ବୁଦ୍ଧି ବଳରେ କରି ଥାଆନ୍ତି ଏବଂ ସମସ୍ୟା ର ସମାଧାନ ମଧ୍ୟ କରି ଥାଆନ୍ତି । ଏବଂ ସମସ୍ତ ଙ୍କୁ ଭଲ ଏବଂ ସମ୍ମାନ ଦେଇ ଥାଆନ୍ତି । ଖାସ କରି ନିଜ ଜୀଵନ ସାଥୀକୁ ସେ ତାଙ୍କ ସାଥୀ ଙ୍କର ଖୁସି ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । ତାଙ୍କର ସମସ୍ତ ଇଚ୍ଛା କୁ ପୂରଣ କରିବା ପାଇଁ ସେ କିଛି ବି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । ସେ ତାଙ୍କୁ କେବେ ଦୁଃ-ଖ କିମ୍ବା କ-ଷ୍ଟ ଦେବାକୁ ଚାହାନ୍ତି ନାହିଁ ସେଥିପାଇଁ ପୁଅ ମାନଙ୍କ ର ପ୍ରଥମ ପସନ୍ଦ ହୋଇଥାନ୍ତି ଏହା ଛଡା ଏମାନେ ବହୁତ ପବିତ୍ର ଥାଆନ୍ତି ।

୬- ଷଷ୍ଠ ରେ ହେଉଛନ୍ତି P ନାମ ଥିବା ଝିଅ ମାନେ । ଏହି ଝିଅ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଅସୀମ କୃପା ରହିଥାଏ ଏବଂ ସେମାନେ ବହୁତ ଭଲ ଥାଆନ୍ତି । ସେମାନେ ସର୍ବଦା ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି ଏହା ଛଡ଼ା ଏହି ନାମ ର ଝିଅ ମାନେ ନିଜର କର୍ତ୍ତବ୍ୟ ରେ କେବେବି ଅବହେଳା କରନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

More Cool Stuff

Leave a Reply

Your email address will not be published. Required fields are marked *

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button