IBN ଓଡ଼ିଶା ବ୍ୟୁରୋ

ଅତ୍ଯଧିକ ରୋମାଣ୍ଟିକ ହେବା ସହ ସାଥୀଙ୍କ ପାଇଁ ଜୀବନ ଦେଇପାରନ୍ତି ଏହି ନାମର ଝିଅ

କୌଣସି ବି ବ୍ଯକ୍ତିଙ୍କ ବ୍ଯକ୍ତିତ୍ବ ତାଙ୍କ ନାଁରୁ ହିଁ ଜଣାଯାଏ। ନାଁ ବ୍ଯକ୍ତିତ୍ବର ପରିଚୟ ଦେଇଥାଏ। ଏଥିରେ ନାଁର ପ୍ରଥମ ଅକ୍ଷର ହିଁ ସେଥିରେ ପ୍ରଭାବ ପକାଇଥାଏ। ରାଶି ସହ ବ୍ଯକ୍ତିର ପ୍ରକୃତି ଏବଂ ବ୍ଯକ୍ତିତ୍ବ ସହ ଜଡିତ ଅନେକ ବିଷୟରେ ଜଣା ପଡିଥାଏ। ତେବେ ଆଜି ଆମେ ଆପଣଙ୍କୁ ‘L’ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ଯକ୍ତିଙ୍କ ବ୍ଯକ୍ତିତ୍ବ କିଭଳି ହୋଇଥାଏ ସେହି ବିଷୟରେ ଜଣାଇବୁ।

-‘L’ ଅକ୍ଷରର ଝିଅମାନେ ବହୁତ ସୁନ୍ଦର ଏବଂ ଆକର୍ଷିତ ହୋଇଥାନ୍ତି। ଏହି ଅକ୍ଷରର ଝିଅମାନେ ସର୍ବଦା ନିଜର ବ୍ଯକ୍ତିତ୍ବ ଉପରେ ଧ୍ଯାନ ରଖିଥାନ୍ତି। ଏହି ଅକ୍ଷରର ଝିଅଙ୍କୁ ଦେଖିବା ଦ୍ବାରା ଅଧିକାଂଶ ଲୋକମାନେ ଇମ୍ପ୍ରେସ୍ ହୋଇଥାନ୍ତି।

love-quotes-ଏହି ଅକ୍ଷରର ଝିଅମାନେ ସମସ୍ତଙ୍କ ସହ ଭଲ ହୋଇ ରହିବା ପାଇଁ ଚାହିଁଥାନ୍ତି। ପ୍ରତ୍ଯେକ କାମକୁ ମନ ଦେଇ କରିବା କାରଣରୁ ସମ୍ପର୍କ ଭଲ ରହିଥାଏ। ପାର୍ଟନରଙ୍କ ଉପରେ ମଧ୍ଯ ବହୁତ ଧ୍ଯାନ ଦେଇଥାନ୍ତି। ଏଥିସହ ପାର୍ଟନରଙ୍କ ଖୁସିରେ ହିଁ ସେ ନିଜ ଖୁସି ଦେଖିଥାନ୍ତି।

-ସ୍ବଭାବରେ ଏହି ଝିଅମାନେ ରୋମାଣ୍ଟିକ୍ ହୋଇଥାନ୍ତି। ଏହି ଝିଅମାନେ ସମସ୍ତଙ୍କ ସହ ଜଲଦି ମଧ୍ଯ ମିଶିଯାଇଥାନ୍ତି। ମିଶାଣିଆ ପ୍ରକ୍ତିର ହୋଇଥିବାରୁ ଏମାନଙ୍କର ଅଧିକ ସାଙ୍ଗ ମଧ୍ଯ ରହିଥାନ୍ତି।

love--ଏହି ଅକ୍ଷରର ଝିଅମାନେ ନିଜ ଭଲପାଇବାକୁ ହାସଲ କରିବା ପାଇଁ କୌଣସି ବି ସ୍ତର ପାର୍ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି। ଭଲପାଇବାକୁ ଜୀବନରେ ଅନେକ ଗୁରୁତ୍ବ ଦେଇଥାନ୍ତି। କେବଳ ଏତିକି ନୁହେଁ ଏହି ଝିଅମାନେ ପାର୍ଟନରର ଖୁସି ଏବଂ ତାଙ୍କର ପସନ୍ଦ-ନାପସନ୍ଦ ଉପରେ ମଧ୍ଯ ଧ୍ଯାନ ଦେଇଥାନ୍ତି।

-ରାଗୀ କଥା କହିବାକୁ ଗଲେ ଏହି ଅକ୍ଷରର ଝିଅମାନେ ସବୁଠାରୁ ଅଧିକା ରାଗୀ ହୋଇଥାନ୍ତି। ଏପରି ମଧ୍ଯ ଆପଣ କହିପାରିବେ ଏମାନଙ୍କର ନାକ ଉପରେ ହିଁ ରାଗ ରହିଥାଏ।

ll-ଏହାବ୍ଯତୀତ ଏହି ଅକ୍ଷରର ଝିଅମାନେ ଯାହା ସହିତ ସମ୍ପର୍କ ଯୋଡି ଥାନ୍ତି ପୁରା ଯତ୍ନର ସହ ତାଙ୍କ ସହ ସମ୍ପର୍କ ତୁଲାଇଥାନ୍ତି। କାହାକୁ ଧୋକା ଦେବା ପସନ୍ଦ କରନ୍ତି ନାହିଁ କିନ୍ତୁ ଯଦି ନିଜକୁ ଧୋକା ମିଳେ ତେବେ ସେ ବିଲକୁଲ୍ ସହି ପାରନ୍ତି ନାହିଁ।

-‘L’ ଅକ୍ଷରର ଝିଅମାନେ ନିଜ ପରିବାରର ଦାୟିତ୍ବ ବହନ କରିଥାନ୍ତି। ଏଥିସହ ପରିବାରର ପ୍ରତ୍ଯେକ ସଦସ୍ଯଙ୍କର ଆବଶ୍ଯକତା ମଧ୍ଯ ପୂରଣ କରିବାରେ ଧ୍ଯାନ ଦେଇଥାନ୍ତି। କେବଳ ଏତିକି ନୁହେଁ ଏହି ଝିଅମାନେ ଏକ ଭଳ ପତ୍ନୀ ହେବା ସହ ଭଲ ମା’ ଏବଂ ବୋହୂ ହୋଇଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button