IBN ଓଡ଼ିଶା ବ୍ୟୁରୋ

ଏହି ଗୋଟିଏ ଜିନିଷ କେବେ ବି ଜଣେ ମହିଳା ଖୋଲିବା କଥା ନୁହେଁ,ଖାସ କରି ରାତିରେ …ନହେଲେ ହୋଇପାରେ ଘୋର ଅନିଷ୍ଠ:-

ହିନ୍ଦୁ ଧର୍ମରେ ବିବାହିତ ମହିଳାମାନେ ମାତା ଦେବୀଙ୍କର ରୂପ ବୋଲି ବିବେଚନା କରାଯାଏ ଏବଂ କିନ୍ତୁ ସେମାନଙ୍କର ଏହି ଗୋଟିଏ ଜିନିଷ କେବେ ଖୋଲା ରଖିବା କଥା ନୁହେଁ। ଏହା ଶାସ୍ତ୍ର ପୁରାଣ ରେ ମଧ୍ୟ ଉଲେଖ କରା ଯାଇଛି। ତେଣୁ ଏହି ଜିନିଷଗୁଡ଼ିକର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଅନେକ ଥର, ଜାଣିଶୁଣି କିମ୍ବା ଅଜାଣତରେ, ଆମେ ଏଥିପ୍ରତି ଧ୍ୟାନ ଦେଉନାହୁଁ, ଯେଉଁଥିପାଇଁ ଆପଣଙ୍କୁ କଷ୍ଟ ସହିବାକୁ ପଡିପାରେ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷକୁ ଖୋଲା ରଖିବା କଥା ନୁହେଁ।

ବନ୍ଧୁଗଣ କୁହାଯାଏ ଯେ ମହିଳାଙ୍କୁ କେବେବି ଚୁଟି ଖୋଲା ରଖିବା କଥା ନୁହେଁ କାରଣ,କାହାର ମୃ-ତ୍ୟରେ ଚୁଟି ଖୋଲା ରଖାଯାଏ। ଏଥପାଇଁ ଚୁଟିଖୋଲା ରଖିବା କଥା ନୁହେଁ। ଏବଂ ଯଦି ଆପଣ ଚୁଟି ଖୋଲା ରଖିବାକୁ ଚଂହାନ୍ତି ତେବେ ଆପଣଙ୍କୁ କେବେଳ ଅପଣଙ୍କ ସ୍ୱାମୀଙ୍କ ସହ ରହିବା ବେଳେ ଚୁଟି ଖୋଲା ରଖିବା ଉଚିତ ନଚେତ କୁହା ଯାଏ ଯେ। ଚୁଟି ପରିବାରକୁ ବାନ୍ଧିକି ରଖିଥାଏ ଓ ଚୁଟି ଖୋଲା ରଖିଲେ ପରିବାର ଭା-ଙ୍ଗି ଯାଇଥାଏ। ଚୁଟି ଖୋଲା ରଖିବା ଦ୍ୱାରା ମଧ୍ୟ ନକାରାତ୍ମକ ଶକ୍ତି କାବୁ କରିବାକୁ ଚେଷ୍ଟା କରନ୍ତି ସେଥିପାଇଁ ସର୍ବଦା ଚୁଟି ବାନ୍ଧିକି ରଖିବା ଉଚିତ।

ଚୁଟି ଧୋଇବା ପରେ ଜଲ୍ଦି ସୁଖେଇ ଦେବା ଉଚିତ କାରଣ। ଚୁଟିରୁ ବୋହୁଥିବା ପାଣି କରଜ ବଢ଼େଇଥାଏ ଏବଂ ଘରେ ଟଙ୍କାର ଘୋର ଅଭାବ ଦେଖାଯାଏ। ଏବଂ ବାହାରକୁ ଗଲାବେଳେ ସର୍ବଦା ମୁଣ୍ଡକୁ ଘୋଡେଇକି ଯିବାକୁ ଶାସ୍ତ୍ର ରେ କୁହା ଯାଇଛି ଏବଂ ବୃଦ୍ଧ ଲୋକଙ୍କ ଆଗକୁ ମଧ୍ୟ ମୁଣ୍ଡରେ ଓଢଣା ଦେଇ ଯିବାକୁ ମଧ୍ୟ କୁହା ଯାଇଛି

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button