ମହିଳାମାନେ ପିନ୍ଧନ୍ତୁ ନାହିଁ ଭୁଲରେ ଏହି 4ଟି ଜିନିଷ ନହେଲେ ସ୍ୱାମୀ ହେବେ କାଙ୍ଗାଳ ।

ବିବାହିତ ନାରୀମାନେ କେଉଁସବୁ ଜିନିଷ ପିନ୍ଧିଲେ ସ୍ୱାମୀଙ୍କୁ କାଳ ପଡିଥାଏ କିମ୍ବା ସ୍ୱାମୀର ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପଡିଥାଏ ଯାହା ଫଳରେ ସ୍ୱାମୀ ଦରିଦ୍ର ଏବଂ କାଙ୍ଗାଳ ହୋଇଥାଏ। ସେଥିପାଇଁ ନାରୀ ମାନେ ଏହା ଜାଣି ରଖନ୍ତୁ ଏବଂ ପୁରୁଷ ମାନେ ଏହା କରିବାକୁ ଦିଅନ୍ତୁ ନାହିଁ ନଚେତ ହୋଇଯିବେ କାଙ୍ଗାଳ। ତେବେ ଆସନ୍ତୁ ଜାଣିବା । ବିବାହ ହେଉଛି ଏକ ପବିତ୍ର ଏବଂ ଘନିଷ୍ଠ ସମ୍ପର୍କ । ଅନେକ କୁହନ୍ତି ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କ ସ୍ୱର୍ଗରୁ ନିର୍ମିତ ହୋଇଥାଏ। ସେଥିପାଇଁ ସ୍ତ୍ରୀର ସମସ୍ତ ପ୍ରକାରର ଶୁଭ ଅଶୁଭ ସ୍ୱାମୀ ଉପରେ ପଡିଥାଏ। ସ୍ତ୍ରୀର ଭୁଲ କାର୍ଯ୍ୟ ସ୍ୱାମୀକୁ କାଙ୍ଗାଳ କରିଦେଇଥାଏ। ତେଣୁ ସ୍ତ୍ରୀମାନେ ଏହି ପରି ଭୁଲ କରିବା ଉଚିତ ନୁହେଁ ଯାହା ଫଳରେ ସ୍ୱାମୀର ଅନିଷ୍ଟ ହୋଇଥାଏ। ବିବାହ ପରେ ସ୍ବାମୀ ଏବଂ ସ୍ତ୍ରୀ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇଯାନ୍ତି । ପତ୍ନୀ ଏହିପରି ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଥାଏ। ପତ୍ନୀ ପିନ୍ଧୁଥିବା କିଛି ଜିନିଷ ସ୍ୱାମୀଙ୍କୁ କାଙ୍ଗାଳ କରିଦେଇଥାଏ ଏବଂ ଦୁହିଁଙ୍କୁ ମଧ୍ୟ ଅଲଗା କରିଦେଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ସ୍ତ୍ରୀମାନଙ୍କର ସିଙ୍ଗାରକୁ ବହୁତ ଶୁଭ ବୋଲି ମନାଯାଏ। କିନ୍ତୁ ସେଥି ମଧ୍ୟରୁ ଅନେକ ସିଙ୍ଗାରକୁ ଭୁଲ ମାନାଯାଇଥାଏ। କାରଣ ଆଜି କାଲି ଆଧୁନିକତାକୁ ବହୁତ ଗୁରୁତ୍ୱ ଦେଇ ପୂର୍ବ ପରମ୍ପରାକୁ ଭୁଲି ଯାଇଛନ୍ତି ଯାହା ଫଳରେ ଜୀବନକୁ ବ-ର୍ବାଦ ଆଡକୁ ଟାଣି ନେଇଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ ସିଙ୍ଗାର ଗୁଡିକ କଣ କଣ ।
1. ସୁନାର ଗହଣା :-
Image result for Gold jewelryସୁନାର ଗହଣା ପ୍ରତ୍ୟକ ସ୍ତ୍ରୀଙ୍କ ପାଇଁ ଶ୍ରେଷ୍ଠ ଏବଂ ମନ ପସନ୍ଦର ସିଙ୍ଗାର ହୋଇଥାଏ କିନ୍ତୁ ଏମିତି ମଧ୍ୟ ସୁନାର ଅଳଙ୍କାର ଅଛି ଯାହାକୁ ବ୍ୟବହାର କରିବା ଦ୍ୱାରା ସ୍ୱାମୀ ତଥା ପରିବାରର ଅମଙ୍ଗଳ ହୋଇଥାଏ । ଗୋଟିଏ ହେଉଛି ସୁନାର ପାଉଁଜି ଏବଂ ସୁନାର ଝୁଣ୍ଟିଆ। ଏହାକୁ ବିବାହିତ ନାରୀମାନେ ପାଦରେ ପିନ୍ଧିବା ଦ୍ୱାରା ଅଶୁଭ ହୋଇଥାଏ।
2. ଧଳା ଲୁଗା :-
ଆଧୁନିକ ଯୁଗ ଅନୁସାରେ ନିଜର ଷ୍ଟାଇଲକୁ ଅନୁସରଣ କରିବା ପାଇଁ ଅନେକ ନାରୀ ଧଳା ଲୁଗା ପିନ୍ଧିଥାନ୍ତି , ଯାହାଦ୍ୱାରା ବିବାହିତ ନାରୀ ମାନଙ୍କ ପାଇଁ ଉଚିତ ହୋଇନଥାଏ।
3. ମଙ୍ଗଳ ସୂତ୍ର :-
ମଙ୍ଗଳ ସୂତ୍ର ହେଉଛି ବିବାହିତ ମହିଳା ମାନଙ୍କ ପାଇଁ ପବିତ୍ର ବନ୍ଧନର ମୂଳ ସୂତ୍ର । ଆଧୁନିକ ସମୟକୁ ତାଳ ଦେଇ ଅନେକ ବିବାହିତ ନାରୀମାନେ ମଙ୍ଗଳ ସୂତ୍ରକୁ ଗଳାରେ ନ ପିନ୍ଧି ହାତରେ ଧାରଣ କରନ୍ତି। ଏହା କରିବା ଦ୍ୱାରା ସ୍ୱାମୀର ଅମଙ୍ଗଳ ହୋଇଥାଏ।
4. ସିନ୍ଦୁର :-