Mobile o Laptop ରୁ ବାହାରୁଥିବା Radiation ରୁ ନିଜକୁ ବଞ୍ଚାନ୍ତୁ ଏହି 3 ଟି ଉପାୟରେ, ନହେଲେ ଆପଣ…
। ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକ ଇଲୋକଟ୍ରୋନିକ ଜନ୍ତ୍ରର ବହୁଳ ବ୍ୟବହାର କରୁଛନ୍ତି । ଯାହା ଦ୍ଵାରା କାମ ଘରେ ଥାଇ ମଧ୍ୟ କୌଣସି କାମ ବହୁତ ଶୀଘ୍ର ଓ ସହଜରେ ହୋଇପାରୁଛି । ସବୁ ଜିନିଷର କିଛି ଉପକରୀତା ଓ କିଛି ଅପକାରୀତା ମଧ୍ୟ ରହିଥାଏ । ତେଣୁ ଯେକୌଣସି ସାମଗ୍ରୀକୁ ବ୍ୟବହାର କରିବା ପୂର୍ବରୁ ତାହାର ଉପକାରୀତା ବିଷୟରେ ଜାଣିବା ଯେତିକି ଆବଶ୍ୟକ ହୋଇଥାଏ ।
ତାହା ଠାରୁ ଅଧିକ ଜରୁରୀ ସେହି ସାମଗ୍ରୀର ବ୍ୟବହାର କରିବା ଦ୍ଵାରା ଆମ ଶରୀର ତଥା ଆଖ ପାଖ ପରିବେଶରେ ଏହାର ପ୍ରଭାବ କଣ ରହୁଛି ? ମୋବାଇଲ, ଲାପଟପ, କମ୍ପୁଟର ଏହି ସମସ୍ତ ଇଲୋକଟ୍ରୋନିକ ଉପକରଣରୁ ଇଲୋକଟ୍ରୋମାଗନେଟିକ ରେଡିଏସନ ସୃଷ୍ଟି କରିଥାଏ । ଯାହାକୁ EMF ରେଡିଏସନ କୁହାଯାଇଥାଏ ।
ସେମାନଙ୍କ ଉପରେ ଏହି ସବୁ ଜିନିଷରୁ ସୃଷ୍ଟି ହେଉଥିବା ରେଡିଏସନ ଶରୀର ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଏହାର ପ୍ରଭାବକୁ କମାଇବାକୁ ଏହି ସବୁ ନିୟମର ପାଳନ କରିବା ଉଚିତ । ପ୍ରଥମେ ଯେଉଁ ମାନେ ଲ୍ଯାପଟପରେ କାର୍ଯ୍ୟ କରୁଛନ୍ତି । ସେମାନେ ସର୍ବଦା ଲ୍ୟାପଟପ ଓ ନିଜ ଭିତରେ କିଛି ଗ୍ଯାପ ବନାଇବା ଉଚିତ ।
ବହୁତ ଲୋକ ଏପରି ଥାଆନ୍ତି । ଯେଉଁ ମାନେ ଲ୍ଯାପଟପକୁ ବହୁତ ସମୟ ନିଜ ଗୋଡ ଉପରେ ଥୋଇ ବା ପେଟ ପାଖରେ ରଖି କାର୍ଯ୍ୟ କରିଥାନ୍ତି । ଏପରି କରିବା ଦ୍ଵାରା ଉଭୟ ପୁରୁଷ ଓ ମହିଳା ମାନଙ୍କର ରିପ୍ରଡକ୍ତିଭ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ । ଆଜି କାଲି ବହୁତ ଦମ୍ପତିଙ୍କର ପିଲାପିଲି ହେବାରେ ଅସୁବିଧା ସୃଷ୍ଟି ହେଉଛି । ଯେତେବେଳେ ବ୍ୟକ୍ତି ବହୁତ ସମୟ ଧରି ପେଟ ପାଖରେ ଲାପଟପରେ କାର୍ଯ୍ୟ କରିଥାଏ ।
ପୁରୁଷଙ୍କ କ୍ଷେତ୍ରରେ ସ୍ପମ କ୍ଵାଲିଟି ଓ କାଉଣ୍ଟ କମିଯାଇଥାଏ । ମହିଳାଙ୍କ କ୍ଷେତ୍ରରେ ୟୁଟ୍ରସ ଓ ଓଭାରୀ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଯେତେବେଳେ ଲ୍ୟାପଟପରେ କାର୍ଯ୍ୟ କରୁଛନ୍ତି । ସେତେବେଳେ ନିଜ ଉପରେ ଲ୍ୟାପଟପ ନଥୋଇ ଟେବୁଲରେ ଥୋଇ ଲ୍ୟାପଟପ ଓ ନିଜ ଭିତରେ ଦୂରତା ବଢାନ୍ତୁ । ସେହିପରି ମୋବାଇଲରୁ ମଧ୍ୟ ରେଡିଏସନ ସୃଷ୍ଟି ହୋଇଥାଏ ।