IBN ଓଡ଼ିଶା ବ୍ୟୁରୋ

ସବୁଠାରୁ ଅଧିକ ରାଗି ସ୍ୱଭାବର ହୋଇଥାନ୍ତି ଏହି ୩ଟି ରାଶିର ଝିଅମାନେ !

ବନ୍ଧୁଗଣ ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ପ୍ରତ୍ୟେକ ଲୋକଙ୍କ ଜୀବନଶୈଳୀ ବିଭିନ୍ନ ପ୍ରକାରର ହୋଇଥାଏ। ସେହିପରି ପ୍ରତ୍ୟେକ ଲୋକଙ୍କ ଜୀବନରେ ନାମର ମଧ୍ୟ ଅଧିକ ମହତ୍ୱ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ମନୁଷ୍ୟର ନାମର ପ୍ରଥମ ଅକ୍ଷର ଯୋଗୁଁ ମନୁଷ୍ୟ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ହିଁ ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ, ଚାଲିଚଳନ ବିଷୟରେ ଜଣା ପଡ଼ିଥାଏ।ଆଜି ଆମେ ଆପଣମାନଙ୍କୁ ୩ଟି ଅକ୍ଷର ବିଶିଷ୍ଟ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସର୍ବଦା ଛୋଟ ଛୋଟ କଥାରେ କ୍ରୋଧିତ ହୋଇ ଯାଇଥାନ୍ତି। ଆସନ୍ତୁ ସେହି ଝିଅମାନଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରଥମ ଅକ୍ଷରଟି ହେଉଛି N। ଏହି ଅକ୍ଷର ବିଶିଷ୍ଟ ଝିଅମାନେ ବହୁତ ସୁନ୍ଦର ହେବା ଆଜିର ଗୁଣବତୀ ମଧ୍ୟ ହୋଇଥାନ୍ତି। କିନ୍ତୁ ଏମାନେ ସାମାନ୍ୟ କଥାରେ କ୍ରୋଧିତ ହୋଇ ଯାଇଥାନ୍ତି। ଏହାପରେ ଶାନ୍ତ ହେବା ପାଇଁ ଏମାନଙ୍କୁ ବହୁତ ସମୟ ଲାଗିଥାଏ। ତେଣୁ ଏଭଳି ଝିଅମାନଙ୍କୁ ଅଧିକ କ୍ରୋଧ କରିବା ଉଚିତ ନୁହେଁ

ଦ୍ଵିତୀୟ ଅକ୍ଷରଟି ହେଉଛି S। ଏହି ନାମ ଥିବା ଝିଅମାନେ ଦେଖିବାକୁ ଖୁବ୍ ଆକର୍ଷଣୀୟ ହୋଇଥାନ୍ତି, ଏହାସହିତ ସ୍ୱଭାବରେ ଉତ୍ତମ ହୋଇଥାନ୍ତି। ଏମାନେ କେବେ ମଧ୍ୟ କାହା ସହିତ ବିଶ୍ବାସଘାତକତା କରନ୍ତି ନାହିଁ। କାରଣ ଏମାନେ ବହୁତ ସଚ୍ଚୋଟ ହୋଇଥାନ୍ତି। ଯେଉଁମାନେ ଏହି ନାମର ଝିଅଙ୍କ ସହିତ ଶତ୍ରୁତା କରିଥାନ୍ତି, ସେମାନଙ୍କୁ ଏହାର ପରିଣାମ ଭୋଗ କରିବାକୁ ପଡ଼ିଥାଏ।

ତୃତୀୟ ଅକ୍ଷରଟି ହେଉଛି M। ଏହି ଅକ୍ଷର ବିଶିଷ୍ଟ ଝିଅମାନେ ସ୍ୱଭାବରେ ଉତ୍ତମ ହୋଇଥାନ୍ତି ଏବଂ ଖୁବ ଅଳ୍ପ ସମୟ ମଧ୍ୟରେ ଏମାନେ କ୍ରୋଧିତ ହୋଇ ଯାଇଥାନ୍ତି। ଏମାନେ ଥରେ ରାଗିଗଲେ ଏମାନଙ୍କୁ ଶାନ୍ତ କରିବା ବହୁତ କଠିନ ହୋଇଥାଏ ଏବଂ ସେହି ସମୟରେ ଏମାନେ କାହା କଥା ଶୁଣନ୍ତି ନାହିଁ।ଏହାସହିତ ଏମାନେ ଯେତେବେଳେ ଏକା ରହିଥାନ୍ତି, ସେତେବେଳେ ଅଧିକ କ୍ରୋଧ କରିଥାନ୍ତି। ତେଣୁ କେବେବି ଏମାନଙ୍କୁ ଏକୁଟିଆ ଛାଡ଼ନ୍ତୁ ନାହିଁ।

ବନ୍ଧୁଗଣ, ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ନିଶ୍ଚିତ ଭାବରେ ସମସ୍ତଙ୍କୁ ଶେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ।

 

Related Articles

Leave a Reply

Your email address will not be published. Required fields are marked *

Back to top button