IBN ଓଡ଼ିଶା ବ୍ୟୁରୋ

ପତ୍ନୀଙ୍କୁ ଏହି ୫ଟି କଥା କହି ଫସି ଯାଇଥାନ୍ତି ପତି, ଜାଣନ୍ତୁ କଣ ସେହି କଥା।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ବାଗତ ଜଣାଉଛୁ। ଆପଣମାନେ ଦେଖିଥିବେ କି ଅଧିକାଂଶ ସ୍ତ୍ରୀଲୋକମାନେ ନିଜ ସ୍ବାମୀଙ୍କୁ ନିଜ ଇସାରାରେ ନଚେଇ ଥାଆନ୍ତି। କହିବାକୁ ଗଲେ ଏହିସବୁ ସ୍ଵାମୀଙ୍କ ଭୁଲ ଯୋଗୁଁ ହୋଇଥାଏ। ସ୍ବାମୀ ମାନଙ୍କୁ ନିଜ ସ୍ତ୍ରୀ ମାନଙ୍କ ସହିତ କିଛି ଖାସ କଥା ସେୟାର କରିବା ଉଚିତ ନୁହେଁ। କିନ୍ତୁ ପ୍ରତ୍ୟେକ ସ୍ତ୍ରୀ ନିଜ ପରିବାରର ଆବଶ୍ୟକତାକୁ ବୁଝି ଥାଆନ୍ତି। କିନ୍ତୁ ପୁରୁଷ ଲୋକେ କେବଳ ଘରର ଆର୍ଥିକ ପରିସ୍ଥିତି କଥା ବୁଝି ଥାଆନ୍ତି। ତେଣୁ ଏହା ସ୍ତ୍ରୀ ମାନଙ୍କର ହକ ହୋଇଥାଏ। ମହାନ୍ ଅର୍ଥଶାସ୍ତ୍ରୀ, କୂଟନୀତିଜ୍ଞ, ରାଜନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ନିଜ ବିରି ଗ୍ରନ୍ଥରେ ଏହି ବିଷୟରେ ବିସ୍ତାର ରୂପରେ ବ୍ୟାଖ୍ୟା କରିଛନ୍ତି। ତାଙ୍କ ଅନୁସାରେ ପତି ନିଜ ପତ୍ନୀଙ୍କୁ କିଛି ଖାସ କଥା କହିବା ଅନୁଚିତ।

ପତ୍ନୀଙ୍କୁ ଭୁଲରେ କୁହନ୍ତୁ ନାହିଁ ଏହି କଥା :-

୧/ ଯଦି ଆପଣଙ୍କୁ କେହି ସମସ୍ତଙ୍କ ସାମ୍ନାରେ ଅପମାନିତ କରୁଛନ୍ତି ବା ଆପଣଙ୍କର କଥାକୁ ମଜାକ ଉଡ଼ାଉଛନ୍ତି, ତାହେଲେ କେବେବି ଏହି କଥାକୁ ନିଜ ପତ୍ନୀଙ୍କ ସହିତ ସେୟାର କରିବା ଉଚିତ ନୁହେଁ। ଯଦି ଆପଣଙ୍କ ପତ୍ନୀ ଆପଣଙ୍କୁ ଅତ୍ୟନ୍ତ ପ୍ରେମ କରୁଥିବେ ଓ ଆପଣଙ୍କୁ ବୁଝି ପାରୁ ଥିବେ ତାହେଲେ ଆପଣ ତାଙ୍କ ସହିତ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଯଦି ଆପଣଙ୍କ ପତ୍ନୀ କୌଣସି କଥାକୁ ବୁଝିବାକୁ ପ୍ରୟାସ କରନ୍ତି ନାହିଁ, ତାହେଲେ ଆପଣ ତାଙ୍କ ସହିତ ଏଭଳି କଥା ସେୟାର କରନ୍ତୁ ନାହିଁ।

୨/ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କୌଣସି ମନୁଷ୍ୟକୁ ଅନ୍ୟମାନଙ୍କ ସାମ୍ନାରେ ନିଜର ଦୁର୍ବଳତା ପ୍ରଦର୍ଶନ କରିବା ଅନୁଚିତ। ହୁଏତ କେହି ଆପଣଙ୍କର ଦୁର୍ବଳତାର ଫାଇଦା ଉଠାଇ ପାରନ୍ତି ଏବଂ ଆପଣଙ୍କୁ ଅସମ୍ମାନ ମଧ୍ୟ କରି ପାରନ୍ତି। ତେଣୁ ଆପଣ ନିଜର ଦୁର୍ବଳତାକୁ ନିଜ ପତ୍ନୀ ତଥା ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ।

୩/ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଦାନ ହେଉଛି ପୁଣ୍ୟର କାର୍ଯ୍ୟ । କିନ୍ତୁ ଦାନ କରିବା ପରେ ଏହାକୁ ଗୁପ୍ତ ରଖିବା ନିହାତି ଜରୁରୀ ଅଟେ। କାରଣ ଆପଣ ଦାନ କରି ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ କଲେ ଆପଣଙ୍କ ପୁଣ୍ୟ କ୍ଷୟ ହୋଇଯିବ। ଅଧିକାଂଶ ଲୋକେ ଦାନ କରି ନିଜ ପ୍ରଶଂସା କରି ଥାଆନ୍ତି। ଏଭଳି କରିବା ଭୁଲ ଅଟେ। ଯଦି ଆପଣ ନିଜ ପରିବାର ପାଇଁ ଅର୍ଥ ସଞ୍ଚୟ କରି ତାହାକୁ ଦାନ ଦେଇ ଦେବେ, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କ ପତ୍ନୀ ଆପଣଙ୍କୁ ବିରୋଧ କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button