ଦେଶ

୭ ନୂଆ ରେଳ ପ୍ରକଳ୍ପ କୁ ଅନୁମୋଦନ – Ibnodisha

[ad_1]

ବ୍ୟୁରୋ : ୭ ଟି ନୂଆ ରେଳ ପ୍ରକଳ୍ପ କୁ କେନ୍ଦ୍ର କ୍ୟାବିନେଟ ରେ ମଞ୍ଜୁରୀ | ନୂଆ ରେଳ ପ୍ରକଳ୍ପ ରେ ଖର୍ଚ୍ଚ ହେବ ୩୨ ହଜାର ୫ ସହ କୋଟି ଟଙ୍କା | ୯ ରାଜ୍ୟ ର ୩୫ ଜିଲ୍ଲା ଏହି ନୂଆ ରେଳ ପ୍ରକଳ୍ପ ରେ ସାମିଲ ହେବେ | ଓଡିଶା , ବିହାର ,ଆନ୍ଦ୍ରପ୍ରଦେଶ ,ଗୁଜୁରାଟ , ଝାରଖଣ୍ଡ ,ମହାରାଷ୍ଟ୍ର , ତେଲେଙ୍ଗାନା ,ଉତ୍ତରପ୍ରଦେଶ , ପଶ୍ଚିମବଙ୍ଗ ହି ନୂଆ ରେଳ ପ୍ରକଳ୍ପ ରେ ସାମିଲ ହେବେ |

ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button