ଛୁଆପିଲା ହୋଇ ପାରୁନଥିଲେ କ’ଣ କରିବେ ?

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ଦମ୍ପତ୍ତି ମାନଙ୍କର ଇଛା ଥାଏ ସନ୍ତାନ ପ୍ରାପ୍ତି କରିବା ପାଇଁ । ହେଲେ ବନ୍ଧୁଗଣ କିଛି ମହିଳା ମାନେ ନିଜ ଜୀବନରେ ମା ହୋଇପାରନ୍ତି ନାହିଁ । ମେଡିକାଲ ସାଇନ୍ସ ଅନୁସାରେ କିଛି ଦୈନଦିନ ଜୀବନର ବିଶେଷ ଭୁଲ ପାଇଁ ମହିଳା ମାନେ ଏହି ସୋଭାଗ୍ୟ ପାଇପାରନ୍ତି ନାହିଁ । ହେଲେ ମେଡିକାଲ ସାଇନ୍ସ ଅନୁସାରେ କ’ଣ କରିଲେ ମହିଳା ମାନେ ମା’ ହେବାର ସୋଭାଗ୍ୟ ପାଇପାରିବେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
୧. ବନ୍ଧୁଗଣ ମେଡିକାଲ ସାଇନ୍ସ ଅନୁସାରେ ଯଦି କୌଣସି ମହିଳାଙ୍କ ଥାଇରଏଡ ପରି ସମସ୍ୟା ରହିଥାଏ । ତା ହେଲେ ସେ ଗର୍ଭ ଧାରଣ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଆପଣଙ୍କୁ ନିଜ ଥାଇରଡ ଟେଷ୍ଟ କରେଇବା ନିହାତି ଆବଶ୍ୟକ ।
୨. କିଛି ମହିଳା ମାନଙ୍କର ଓଭାରି ସମସ୍ୟା ତଥା POCS ରହିଥାଏ । ଏହି ରୋଗ ବିଷୟରେ ଅଧିକାଂଶ ମହିଳା ଜାଣି ନଥାନ୍ତି । ଏହି ରୋଗରେ ମହିଳାଙ୍କ ଓଭାରି ବଡ ହୋଇଯାଇଥାଏ ଯାହା ଫଳରେ ମହିଳା ଗର୍ଭ ଧାରଣ କରିପାରନ୍ତି ନାହିଁ । ତେଣୁ ଏଥିପାଇଁ ଆପଣ ଚିକିତ୍ସା କରନ୍ତୁ ।
୩. ଯଦି କୌଣସି ମହିଳା ଅଧିକ ଦିନ ପର୍ଯ୍ୟନ୍ତ ଗର୍ଭବତୀ ହୋଇ ପାରୁ ନାହାନ୍ତି, ତା’ ହେଲେ ସେ ନିଜ ସ୍ଵାମୀଙ୍କ ସହ ନିଜ ଡାଇବେଟିସ ଟେଷ୍ଟ କରାନ୍ତୁ । ଡାଇବେଟିସ ଗର୍ଭ ଧାରଣ କରିବା ପାଇଁ ବାଧକ ହୋଇପାରେ ।