IBN ଓଡ଼ିଶା ବ୍ୟୁରୋ

ଆପତ୍ତିଜନକ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କୁ ନୋଟିସ୍‌; ଆସନ୍ତା ୨୩ରେ ହାଜର ହେବାକୁ ନିର୍ଦେଶ

ମାଜ ଡିଜିଟାଲ ଡେସ୍କ: ପୁଣି ଅଡୁଆରେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବୀର ସାବରକରଙ୍କ ସମ୍ପର୍କରେ ରାହୁଲ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ହାଜର ହେବାକୁ ପୁନେ କୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ବୀର ସାବରକରଙ୍କ ସମ୍ପର୍କରେ ରାହୁଲ ଆପତ୍ତିଜନକ ଶଦ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ରାହୁଲ ଗାନ୍ଧୀ ବ୍ରିଟେନ ଯାଇଥିବା ବେଳେ ସେଠାରେ ଏଭଳି ମନ୍ତବ୍ୟ ଦେଇଥିଲେ। ଏନେଇ ସାବରକରଙ୍କ ସମ୍ପର୍କୀୟ ପୁଣେ କୋର୍ଟରେ ମାନହାନି ମକଦ୍ଦମା କରିଥିଲେ। ଏହାର ଶୁଣାଣି କରି ଶନିବାର କୋର୍ଟ ରାହୁଲଙ୍କୁ ନୋଟିସ୍‌ କରି ଅକ୍ଟୋବର ୨୩ରେ ହାଜର ହେବାକୁ ନୋଟିସରେ କୁହାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button