ରାଜ୍ୟ

ପାରାଦୀପ ବନ୍ଦରରେ ଅଘଟଣ, ଜାହାଜ ଉପରେ ଭାଙ୍ଗି ପଡ଼ିଲା କ୍ରେନ୍

ପାରାଦୀପ: ପାରାଦୀପ ବନ୍ଦରରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଏଠାରେ ଅନଲୋଡିଂ ବେଳେ ଜାହାଜ ଉପରେ କ୍ରେନ୍ ଭାଙ୍ଗି ପଡ଼ିଥିଲା। ଏଥିରେ କ୍ରେନ ଅପରେଟର ଆହତ ହୋଇଥିଲେ ଏବଂ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅନ୍ୟ କୌଣସି କ୍ଷତି ହୋଇନଥିବା ଜଣାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button