IBN ଓଡ଼ିଶା ବ୍ୟୁରୋ

ହଲମାର୍କ ଅଳଙ୍କାର ହୋଇପାରେ ନକଲି ! ଧନତେରସରେ ସତର୍କତାର ସହ କିଣନ୍ତୁ ସୁନା…

ନୂଆଦିଲ୍ଲୀ ୨୦।୧୦: ଅକ୍ଟୋବର ୨୯ରେ ପଡୁଛି ଧନତେରସ । ଏହି ଦିନ ସମସ୍ତେ ପ୍ରାୟ ବହୁ ପରିମାଣରେ ସୁନା କିଣିବେ । ଯଦି ଆପଣ ମଧ୍ୟ ଏହି ତାରିଖରେ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ସତର୍କତାର ସହିତ କିଣନ୍ତୁ ।

ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ହେଲେ ଆପଣ ହଲମାର୍କ ଦେଖି କିଣିଥାନ୍ତି । ଯଦି ସୁନାର ହଲମାର୍କ ହେଉଛି ୩୭୫ ହୋଇଥାଏ ତେବେ ଏହା ୩୭.୫ପ୍ରତିଶତ ଶୁଦ୍ଧ ସୁନା ଅଟେ ।

ସେହିପରି ହଲମାର୍କ ୫୮୫ ହୋଇଥାଏ ତେବେ ସୁନା ୫୮.୫ ପ୍ରତିଶତ ଶୁଦ୍ଧ ହୋଇଥାଏ ।

ସେହିଭଳି ଯଦି ହଲମାର୍କ ୭୫୦ ହୋଇଥାଏ, ତେବେ ଏହି ସୁନା ୭୫.୦ ପ୍ରତିଶତ ଶୁଦ୍ଧ ଅଟେ । ମନେରଖନ୍ତୁ ଯଦି ୯୧୬ ହଲମାର୍କ ଚିହ୍ନ ରହିଥାଏ ତେବେ ସୁନା ୯୧.୬ ପ୍ରତିଶତ ଶୁଦ୍ଧ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button