IBN ଓଡ଼ିଶା ବ୍ୟୁରୋ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ସ୍ତ୍ରୀମାନଙ୍କର ଆଙ୍ଗୁଳି ଜାଣି ପାରିବେ ତାଙ୍କ ସ୍ଵଭାବ, ଦେଖନ୍ତୁ କେମି

ଯେଉଁ ଭଳି ଭାବରେ ଜ୍ୟୋତିଷ ଶାସ୍ତ୍ରରେ ହାତର ରେଖା ଦ୍ଵାରା ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜାଣି ହେବ ଠିକ ସେହି ଭଳି ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରର ସବୁ ଅଙ୍ଗ ଆମର ସ୍ଵଭାବ ବିଷୟରେ କିଛି ନା କିଛି ଅବଶ୍ୟ କହିଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ହାତର ଆଙ୍ଗୁଠି ସ୍ତ୍ରୀମାନଙ୍କର ସ୍ଵଭାବ ବିଷୟରେ କହିଥାଏ । ଆଜି ଆମେ ଆପଣଙ୍କୁ ଏହି ସମ୍ବନ୍ଧରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ସ୍ତ୍ରୀ ମାନଙ୍କର ଆଙ୍ଗୁଠି ରେ ତାଙ୍କ ସ୍ଵଭାବ ବିଷୟରେ କେମିତି ଜାଣି ପାରିବେ :

ମୋଟା ଏବଂ ଛୋଟ ଆଙ୍ଗୁଠି ଥିବା ସ୍ତ୍ରୀ ଲୋକମାନେ

ଯେଉଁ ସ୍ତ୍ରୀଲୋକମାନଙ୍କ ହାତର ଆଙ୍ଗୁଠି ମୋଟା ଏବଂ ଛୋଟ ହୋଇଥାଏ ସେମାନେ ନିଜେ ନିଜ ଭିତରେ ହିଁ ଖୁସି ରହିବାକୁ ପସନ୍ଦ କରନ୍ତି । ଏମାନେ ହୃଦୟରେ ବହୁତ ଭଲ ଅଟନ୍ତି । ଏମାନେ ସମସ୍ତଙ୍କୁ ଖୁସି ରଖିବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ଏହି ସ୍ତ୍ରୀଲୋକମାନେ କାମ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ ।

ଲମ୍ବା ଏବଂ ପତଳା ଆଙ୍ଗୁଠି ସ୍ତ୍ରୀ ଲୋକମାନେ

ଯେଉଁ ସ୍ତ୍ରୀ ଲୋକମାନଙ୍କର ଆଙ୍ଗୁଠି ଲମ୍ବା ଏବଂ ପତଳା ହୋଇଥାଏ ସେମାନେ ବହୁତ ରଚନାତ୍ମକ ହୋଇଥାନ୍ତି । ଏହି ସ୍ତ୍ରୀଲୋକମାନେ କେବେ ବି କୌଣସି ବ୍ୟକ୍ତିଙ୍କ ଠାରୁ କୌଣସି ପ୍ରକାରର ଆଶା ରଖନ୍ତି ନାହିଁ ଏମାନଙ୍କର ଏହି ଗୁଣ ଯୋଗୁ ପ୍ରେମିକା, ସ୍ଵାମୀ ଏବଂ ବନ୍ଧୁ ମାନଙ୍କ ସହ ସମ୍ପର୍କ ଭଲ ହୋଇ ନଥାଏ ।

ଛୋଟ ଏବଂ ପତଳା ଆଙ୍ଗୁଠି ଥିବା ସ୍ତ୍ରୀ ଲୋକମାନେ

ଯେଉଁ ସ୍ତ୍ରୀ ଲୋକମାନଙ୍କର ଆଙ୍ଗୁଠି ଛୋଟ ଏବଂ ପତଳା ଥାଏ ସେମାନେ ବହୁତ କଞ୍ଜୁସ ହୋଇ ଥାନ୍ତି । ଏମାନଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ ।

ମୋଟା ଏବଂ ଭର୍ତି ଆଙ୍ଗୁଠି ଥିବା ସ୍ତ୍ରୀ ଲୋକମାନେ

ଯେଉଁ ସ୍ତ୍ରୀମାନଙ୍କର ଆଙ୍ଗୁଠି ମୋଟା ଏବଂ ଭର୍ତି ହୋଇଥାଏ ସେମାନେ ନିଜର କାର୍ଯ୍ୟ ଏବଂ ସମ୍ପର୍କକୁ ନେଇ ବହୁତ ଗମ୍ଭୀର ଥାନ୍ତି । କିନ୍ତୁ ଏମାନ ବହୁତ ଟଙ୍କା ଖର୍ଚ କରନ୍ତି ।

ମଝିରେ ଥିବା ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ଅଧିକ ବଡ ହେବା

Related Articles

Leave a Reply

Your email address will not be published. Required fields are marked *

Back to top button