IBN ଓଡ଼ିଶା ବ୍ୟୁରୋ

ଶ୍ରୀକୃଷ୍ଣ କହିଛନ୍ତି ଭାଗ୍ୟଶାଳୀ ମହିଳାଙ୍କ ହୋଇଥାଏ ଏହି 3 ଖାସ ପରିଚୟ

ଆମ ହିନ୍ଦୁ ଧର୍ମରେ ସ୍ତ୍ରୀ ଙ୍କୁ ଦେବୀଙ୍କ ମାନ୍ୟତା ଦିଆଯାଇଛି | ସ୍ତ୍ରୀ ଙ୍କୁ ମା ଲକ୍ଷ୍ମୀ, ସରସ୍ବତୀ, ପାର୍ବତୀଙ୍କ ହିଁ ରୂପ ବୋଲି କୁହାଯାଇଛି | ପ୍ରତ୍ୟେକ ପୁରୁଷର ଅର୍ଦ୍ଧାଙ୍ଗିନୀ ତାଙ୍କ ପତ୍ନୀ ହିଁ ହୋଇଥାଏ | ପୁରୁଷ ଙ୍କ ଜୀବନ ରେ ଉନ୍ନତି ର କାରଣ ତାଙ୍କ ପତ୍ନୀ ଙ୍କୁ ହିଁ ମାନା ଯାଇଛି | ଗରୁଡ଼ ପୁରାଣ ରେ ଶ୍ରେଷ୍ଠ ନାରୀ କୁ ବର୍ଣନା କରାଯାଇଛି | ଯେଉଁ ନାରୀ ଙ୍କ ଭିତରେ ଏହି 7 ଲକ୍ଷଣ ଥାଏ ସେମାନେ ସାକ୍ଷାତ ମା ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ |

ଏହିପରି ମହିଳା ଙ୍କ ପାଦ ଯେଉଁ ଘରେ ପଡିଥାଏ ସେ ଘରୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଏ | ସେହି ଘରୁ ନକାରାତ୍ମକ ଶକ୍ତି, ଖରାପ ଶକ୍ତି ଦୂର ହୋଇଯାଇଥାଏ,ଏବଂ ଘର ସୁଖ ସମୃଦ୍ଧି ଏବଂ ବୈଭବ ରେ ଭରିଯାଏ | ସେହି ରହୁଥିବା ଲୋକଙ୍କ ସୋଇଥିବା ଭାଗ୍ୟ ବି ଚେଇଁ ଉଠିଥାଏ |

ଗରୁଡ଼ ପୁରାଣ ଅନୁସାରେ ଦେବି ରୁପି ସ୍ତ୍ରୀ ର ଆଗମନ ରେ ହିଁ ଘରେ ସକାରାତ୍ମକ ଉର୍ଜାର ସଂଚାର ହୋଇଯାଏ | ଏହା ମଧ୍ୟ ମାନ୍ୟତା ରହିଛି କି ଦୁଃଖ, କଷ୍ଟ, ଭିକାରି, ସମସ୍ୟା ରେ ରହୁଥିବା ଲୋକ ବି ଏହିପରି ସ୍ତ୍ରୀ ପାଇ ଚକ୍ରବତୀ ରାଜା ହୋଇଯାଏ | ଏହା ମହାଲକ୍ଷ୍ମୀ ଙ୍କ ମାୟା ହୋଇଥାଏ ସେ ତାଙ୍କ ଭକ୍ତ ଙ୍କ ଉପରେ ସଦା ସର୍ବଦା କୃପା ବରଷେଇ ଥାନ୍ତି |

 

ତେବେ ଏମିତି ସ୍ଥିତିରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ କି ଗରୁଡ଼ ପୁରାଣ ରେ ଏହିପରି ସ୍ତ୍ରୀ ଙ୍କ ବିଷୟରେ ବର୍ଣନା କରାଯାଇଛି ଯାହାକୁ ପାଇବା ଦ୍ୱାରା ସ୍ୱାମୀ ଜୀବନ ରେ ସଫଳ ହୋଇଥାଏ | ଘରେ ସୁଖ ସମୃଦ୍ଧି ଏବଂ ବୈଭବ ରେ ଭରିଯାଏ | ତେବେ ଆସନ୍ତୁ ଜାଣିବା ଲକ୍ଷ୍ମୀ ରୂପୀ ସ୍ତ୍ରୀ ଙ୍କର 7 ଲକ୍ଷଣ ବିଷୟରେ

1. ସୁର୍ୟୋଦୟ ପୂର୍ବରୁ ଉଠୁଥିବା ସ୍ତ୍ରୀ :-
ଗରୁଡ଼ ଶାସ୍ତ୍ର ଅନୁଯାୟୀ ଯେଉଁ ସ୍ତ୍ରୀ ବ୍ରହ୍ମ ସମୟରେ ଉଠିଥାଏ | ସେହି ସ୍ତ୍ରୀ ଉପରେ ମାତା ଲଷ୍ମୀଙ୍କର କୃପା ସଦା ସର୍ବଦା ରହିଥାଏ | ଏବଂ ଯେଉଁମାନେ ସୁର୍ଯ୍ୟଉଦୟ ପରେ ମଧ୍ୟ ଶୋଇରହିଥାନ୍ତି ତାଙ୍କୁ ପପି ସ୍ତ୍ରୀ ବୋଲି ମନାଯାଇଥାଏ | ଏବଂ ସୂର୍ଯ୍ୟଉଦୟ ହେବା ଆଗରୁ ଉଠୁଥିବା ମହିଳାଙ୍କୁ ସବୁ ଦେବା ଦେବୀଙ୍କର କୃପା ମିଳିଥାଏ ଏବଂ ଏଥିପାଇଁ ସେହି ସ୍ତ୍ରୀର ଘରେ ସବୁବେଳେ ସୁଖ ଏବଂ ଶାନ୍ତି ରହିଥାଏ |

2. ଦେବ ପୂଜା କରୁଥିବା :-
ଯେଉଁ ସ୍ତ୍ରୀ ପ୍ରାପ୍ତ ସକାଳୁରୁ ଉଠି ନିତ୍ୟକର୍ମ ସାରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ସମସ୍ତ ଦେବା ଦେବୀଙ୍କୁ ପୁରା ନିଷ୍ଟା ଏବଂ ଵିଧି-ବିଧାନର ସହ ପୂଜା କରିଥାଏ | ସେହି ଭଳି ସ୍ତ୍ରୀ ପାଇଁ ସେହି ଘରେ ସବୁବେଳେ ଧନ ସମ୍ପତ୍ତିର ବର୍ଷ ହୋଇଥାଏ | ଏବଂ ଯେଉଁ ସ୍ତ୍ରୀ ପୂଜା ପଠା କରେନି ସକାଳୁ ଗାଧେଇନି ତାଙ୍କୁ ପପି ବୋଲି କୁହାଯାଇଛି |

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button