IBN ଓଡ଼ିଶା ବ୍ୟୁରୋ

ପର୍ସରେ ରଖନ୍ତୁ ଏହି ଫୁଲ, ବନି ଯିବେ କୋଟିପତି

କଣ ଆପଣ ମଧ୍ୟ ଚାହୁଁଛନ୍ତି କି ଆପଣଙ୍କ ଦରମା ଲଗାତାର ବଢୁ, ବ୍ୟାଙ୍କ ବାଲାନ୍ସ ରାତା ରାତି ବୃଦ୍ଧି ହୋଇଯାଉ? ଯଦି ହଁ ତେବେ ସେଥିପାଇଁ ଆପଣଙ୍କୁ ଜ୍ୟୋତିଷ ଙ୍କ କିଛି କଥାର ଧ୍ୟାନ ରଖିବାକୁ ହେବ | ଜ୍ୟୋତିଷ ରେ ଅନେକ ଏହିପରି ଟିପ୍ସ କୁହାଯାଇଛି ଯାହାକୁ ମାନିବା ଦ୍ୱାରା ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ |

ଜ୍ୟୋତିଷ ରେ କୁହାଯାଇଛି ଏହି ଉପାୟ ବହୁତ ହି ସାଧାରଣ ଏବଂ ବିନା ଖର୍ଚ ବିଶିଷ୍ଟ ଅଟେ | ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ଅନେକ ଖାସ ପରିଶ୍ରମ ବି କରିବାକୁ ପଡ଼ିବନି | ପଇସା ପାଇବା ପାଇଁ ଏହି ଉପାୟଗୁଡିକୁ ଆପଣ କେବେ ବି ଏବଂ କେଉଁଠି କରିପାରିବେ | ଜାଣନ୍ତୁ ଏହିପରି କିଛି ଉପାୟ ବିଷୟରେ –

ନିଜ ପର୍ସ ରେ ରଖନ୍ତୁ ପୂଜା ଫୁଲ-

ସକାଳ ସମୟରେ କୌଣସି ବି ଶୁଭ ମୁହୂର୍ତ୍ତ ରେ ଭଗବାନ ବିଷ୍ଣୁ ଙ୍କ ମନ୍ଦିରକୁ ଯାଆନ୍ତୁ | ସେହିଠାରେ ତାଙ୍କୁ ପ୍ରଣାମ କରନ୍ତୁ, ତାଙ୍କ ପାଖରେ ଗରିବୀ ଦୂର କରିବା ର ପ୍ରାଥନା କରନ୍ତୁ | ଏହା ପାରେ ତାଙ୍କ ଚରଣ ରେ ଚଢ଼ିଥିବା ଫୁଲ ନିଜ ସାଥିରେ ନେଇ ଆସନ୍ତୁ | ଏହି ଫୁଲର କିଛି ପାଖୁଡା କୁ ଛାଇରେ ଶୁଖେଇ ନିଜ ପର୍ସ ରେ ରଖି ନିଅନ୍ତୁ | ଯେପର୍ଯ୍ୟନ୍ତ ଆପଣଙ୍କ ପର୍ସ ରେ ଫୁଲ ପାଖୁଡା ରହିବ ଆପଣଙ୍କ ପର୍ସ କେବେ ଖାଲି ହେବ ନାହିଁ |

ପର୍ସ ରେ ରଖନ୍ତୁ 1ଟଙ୍କିଆ ମୁଦ୍ରା –

ପ୍ରତ୍ୟକ ଦୀପାବଳି ରେ ହିନ୍ଦୁ ଧର୍ମାଲମ୍ବି ମା ଲକ୍ଷ୍ମୀ, ସରସ୍ବତୀ ଏବଂ ଗଣେଶ ଙ୍କ ପୂଜା କରିଥାନ୍ତି |ସେହି ସମୟ ପୂଜା ରେ ଚାନ୍ଦି ଅଥବା ସୁନାର ମୁଦ୍ରା ମଧ୍ୟ ରଖାଯାଏ | ଯଦି ଏହିପରି ମୁଦ୍ରା ଆପଣଙ୍କ ପାଖରେ ମଧ୍ୟ ଅଛି ତେବେ ତାକୁ ଆପଣଙ୍କ ପର୍ସ ରେ ରଖି ଦିଅନ୍ତୁ | ଯଦି ଏହିପରି ମୁଦ୍ରା ମିଳୁନାହିଁ ଆପଣ କୌଣସି ଶୁଭ ଦିନ ନିଜ ପକେଟ ରୁ 1 ଟଙ୍କା ର ମୁଦ୍ରା ଭଗବାନ ଙ୍କ ଚରଣ ରେ ଚଢେଇ ଦିଅନ୍ତୁ | ଏହା ପାରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେହି ମୁଦ୍ରା କୁ ସେଇଠାରେ ରଖନ୍ତୁ | ଗୋଟିଏ ସପ୍ତାହ ପାରେ କୌଣସି ଭଲ ମୁହୂର୍ତ୍ତ ରେ ସେହି ମୁଦ୍ରା କୁ ଭଗବାନ ଙ୍କ ଆଶୀର୍ବାଦ ରୂପ ରେ ଉଠେଇକି ନିଜ ପର୍ସ ରେ ରଖି ନିଅନ୍ତୁ | ସେହି ମୁଦ୍ରା କୁ ପର୍ସ ରେ ରଖିବା ଆପଣଙ୍କ ପାଇଁ ସମୃଦ୍ଧି ନେଇକି ଆସିବ |

ନିଜ ଇଷ୍ଟଦେବ ଙ୍କ ଫୋଟୋ ରଖନ୍ତୁ-

ଯଦି ଆପଣ ମଧ୍ୟ ସୁଖ ସମୃଦ୍ଧି ଚାହୁଁଛନ୍ତୁ ତେବେ ଆପଣଙ୍କୁ ଆପଣଙ୍କର ଇଷ୍ଟଦେବ ଫୋଟୋ ନିଜ ପର୍ସ ରେ ରଖିବା ଉଚିତ |ପ୍ରତିଦିନ ଗୋଟିଏ ଥର ସେହି ଫୋଟୋ କୁ ପର୍ସ ରୁ ବାହାର କରି ତାକୁ ଦର୍ଶନ କରନ୍ତୁ | ସେହି ସମୟ ରେ ଇଷ୍ଟଦେବ ଙ୍କୁ ଘରର ସମସ୍ତ ସମସ୍ୟା କୁହନ୍ତୁ ଏବଂ ପ୍ରାଥନା କରନ୍ତୁ | ଏହି ଉପାୟ ଦ୍ୱାରା ମଧ୍ୟ ଗରିବୀ ଦୂର ହୋଇଥାଏ ଏବଂ ବ୍ୟକ୍ତି ର ଭାଗ୍ୟ ଚମକି ଉଠିଥାଏ |

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button