IBN ଓଡ଼ିଶା ବ୍ୟୁରୋ

ତୁଳସୀର ଗୋଟିଏ ପତ୍ର ନିଜ ପର୍ଶରେ ରଖନ୍ତୁ ତାପରେ ଦେଖନ୍ତୁ କାମାଲ…

ତୁଳଶି ଗଛର ପତ୍ର ଆମ ପାଇଁ ସବୁ ବେଳେ ଦରକାରୀ ହୋଇ ଥାଏ । ଆପଣ ମାନଙ୍କ ମଧ୍ୟରୁ ଯଦି କେହି ଏହା ଜାଣି ନଥିବେ ତେବେ ଆଜି ଜାଣି ଯିବେ କି ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କର କଣ କଣ ଫାଇଦା ହେବ ।

ଗାଧୋଇ ସାରିବା ପରେ ଯଦି ନାରୀ ମାନେ ସଫା ବସ୍ତ୍ର ପିନ୍ଧିକି ମା ତୁଳଶି ଙ୍କ ପୂଜା କରିବେ । ତେବେ ନିଶ୍ଚିତ ଭାବେ ଘରେ ସବୁ ମଙ୍ଗଲ ହେବ । ଯେଉଁ ମାନେ ପୂଜା କରିବା ସମୟରେ ତୁଳଶି ଗଛ ର ଜଟା କୁ ନେଇକି ଭଗବାନ ବିଷ୍ଣୁ ଙ୍କୁ ଚଢେଇ ବା ଦ୍ଵାରା ଆପଣ ଙ୍କ ସମୟ ଭଲ ଜୀବ । ଯେଉଁ ମାନେ ନିଜର ଖରାପ ଗ୍ରହକୁ ଭଲ କରିବା ପାଇଁ ଚାହାଁନ୍ତି ସେମାନେ ନିଶ୍ଚିତ ଭାବେ ଭଗବାନ ବିଷ୍ଣୁ ଙ୍କ ପାଖରେ ପୂଜା କରନ୍ତି ।

 

ପୂଜା କରିବା ସମୟରେ କିଛି ତୁଳଶି ପତ୍ର ନେଇ ତାଙ୍କ ଭୋଗରେ ପକାନ୍ତୁ ଦେଖିବେ ଭଲ ପରିଣାମ ମିଳିବ । ଏହା ସହ ଆପଣ ଯଦି ତୁଳଶି ମୂଳରେ ସବୁ ଦିନ ଘିଅ ର ଦୀପ ଜାଳିବେ ତେବେ ଦେଖିବେ ଖୁବ ଭଲ ପରିଣାମ ମିଳିବ । ତେବେ ଆପଣ ଏହାକୁ କେବଳ ପୂଜା କାଲେ ହେବନି ସଠିକ ଭାବେ ଏହାର ଯତ୍ନ ମଧ୍ୟ ନେବା ଉଚ୍ଛିତ । ଏହା ସହ ଆହୁରି କିଛି କଥା ଅଛି ଜେଭଳି କି ଗଛ ମୂଳରେ ନାଲି ଓଢଣି ଆଣିକି ବାନ୍ଧିବା ।

ଏହା ସହ ଏହାକୁ ସବୁ ଦିନ ସିନ୍ଦୁର ଓ ଚନ୍ଦନ ଦେଇ ପୂଜା ଅକରିବା ଭଳି କିଛି କାମ । ଆପଣ ମାନେ ବୋଧେ ହୁଏ ଜାଣି ନଥିବେ କିନ୍ତୁ ତୁଳଶି କୁ ବିଷ୍ଣୁ ପ୍ରିୟା ବୋଲି ମଧ୍ୟ କୁହା ଯାଉଛି । କାରଣ ଭଗବାନ ବିଷ୍ଣୁ ଙ୍କୁ ଏହା ଖୁବ ପସନ୍ଦ । ତୁଳଶି ଗଛ ଯେଉଁ ଜାଗାରେ ରେ ହେଲେ ମଧ୍ୟ ଏହା ପୂଜନୀୟ । ଏହାର ପତ୍ର କୁ ନେଇକି ଆପଣ ନିଜ ପରଶ ରେ ରଖିବା ଦ୍ଵାରା ଧାନର ବୃଦ୍ଧି ହୋଇ ଥାଏ ।

 

କେବଳ ସେତିକି ନୁହେଁ ଏହାକୁ ଗୁରୁବାର, ମଙ୍ଗଳବାର, ରବିବାର ଦିନ ତୋଳିବା ଉଚ୍ଚିତ ନୁହେଁ । ଆମେ ଯଦି ସୋମବାର, ବୁଧବାର, ଶୁକ୍ରବାର, ଶନିବାର ଦିନ ଏହାକୁ ତୋଳି ପାରିବେ । ଆପଣ ଏହାକୁ ସବୁଦିନ ମାନିବା ପାଇଁ କୁହା ଯାଉନି । ଆପଣ ଏହି ଯେଉଁ ବିଧି କରିବେ ଶେଠୀ ପାଇଁ ଆପଣ ଏହି ପତ୍ର କୁ ଏହି ଦିନ ନ ତୋଳିବା ଭଲ ବୋଲି କୁହା ଯାଇଛି । ଏହା ପରେ ଏହାକୁ ଆପଣ ଟଙ୍କା ରଖୁଥିବା ଜାଗାରେ ରଖୀ ଦେବେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button