IBN ଓଡ଼ିଶା ବ୍ୟୁରୋ

ଏମିତି ଶରୀର ବାଲା ମହିଳା ହେଇଥାନ୍ତି ବହୁତ ଭାଗ୍ୟଶାଳି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ନାରୀ ଙ୍କୁ ବୁଝିବା କାଠିକର ପାଠ ଅଟେ । ସୃଷ୍ଟି ର ରଚୟତା ବ୍ରହ୍ମା ଙ୍କ ର ନାରୀ ଏକ ଏଭଳି ରଚନା ଅଟେ ଯାହା ସ୍ୱୟଂ ବ୍ରହ୍ମା ମଧ୍ୟ ବୁଝି ପାରି ନଥିଲେ । ପ୍ରାଚୀନ କାଳରେ ଅନେକ ବିଦ୍ୱାନ ନାରୀ ମାନଙ୍କ ସମ୍ବନ୍ଧରେ ଅନେକ ଗ୍ରନ୍ଥ ର ରଚନା କରିଛନ୍ତି ।

କିନ୍ତୁ ସେମାନେ ମଧ୍ୟ ସଠିକ ଭାବରେ ନାରୀ ମାନଙ୍କର ସ୍ୱଭାବ କୁ ବୁଝିପାରି ନଥିଲେ । ଏମିତି ରେ ଘରର ସ୍ତ୍ରୀ କୁ ଘରର ଲକ୍ଷ୍ମୀ ବୋଲି ମାନା ଯାଇଥାଏ । ଘରର ବୈଭବ ସେହି ଘରେ ଥିବା ସ୍ତ୍ରୀ ର ଚରିତ୍ର ଉପରେ ନିର୍ଭର କରିଥାଏ । କୁହାଯାଇ ଥାଏ ଯେ ଘରର ସ୍ତ୍ରୀ ଘରକୁ ସ୍ୱର୍ଗ ସଦୃଶ ବନାଇ ଥାଏ । କିନ୍ତୁ ସେହି ସ୍ତ୍ରୀ ଘରକୁ ନର୍କ ମଧ୍ୟ ବନାଇ ଥାଏ । ଶାସ୍ତ୍ର ରେ ସ୍ତ୍ରୀ ମାନଙ୍କର କେତେ ଗୁଡ଼ିଏ ଲକ୍ଷଣ ସମ୍ବନ୍ଧରେ ଉଲ୍ଲେଖ ରହିଛି ।

କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀ କୁ ଚରିତ୍ର ହୀନ କରିଥାଏ ଏବଂ କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀ କୁ ଭାଗ୍ୟଶାଳୀ ବନାଇଥାଏ । ଏହି ଶାସ୍ତ୍ର ରେ ପ୍ରତ୍ୟେକ ନାରୀ ର ଅଙ୍ଗ ଏବଂ ଶାରୀରିକ ଲକ୍ଷଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନାରୀ ମାନଙ୍କ ଶରୀର ରେ ଥିବା ଏଭଳି କିଛି ଲକ୍ଷଣ ସମ୍ବନ୍ଧରେ କହିବୁ ଯାହା ସେମାନଙ୍କୁ ଭାଗ୍ୟଶାଳୀ ବନାଇ ଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ନାରୀ ମାନଙ୍କ ମୁହଁ ତାଙ୍କ ପିତା ସଦୃଶ ହୋଇଥାଏ ସେମାନଙ୍କୁ ବହୁତ ଶୁଭ ବୋଲି ମାନା ଯାଇଥାଏ । ଏହିଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ମନ ରେ ଛଳ କପଟ ନଥାଏ ଏବଂ ଏମାନେ ସର୍ବଦା ପରିବାର କୁ ଯୋଡ଼ି ରଖିଥାନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟତଃ, ଯେଉଁ ନାରୀ ମାନଙ୍କ ନାକ ଲମ୍ବା ହୋଇଥାଏ ଏବଂ ନାକର ଅଗ୍ରଭାଗରେ କଳାଯାଇ ରହିଥାଏ ସେହି ନାରୀ ମାନଙ୍କୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ମାନା ଯାଇଥାଏ ଏବଂ ନାକର ଯେ କୌଣସି ସ୍ଥାନରେ କଳାଯାଇ ରହିଲେ ମଧ୍ୟ ତାହା ଶୁଭ ହୋଇଥାଏ । ଏଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ନାରୀ ମାନଙ୍କ ମଥା ର ମଝିରେ କଳାଯାଇ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ନାରୀ ଙ୍କୁ ଯେଉଁ ପୁରୁଷ ବିବାହ କରନ୍ତି ସେ ସର୍ବଦା ଖୁସି ରେ ରୁହନ୍ତି ଏବଂ କେବେବି ଆର୍ଥିକ ପରିସ୍ଥିତି ର ସାମ୍ନା କରନ୍ତି ନାହିଁ ।

୪. ବନ୍ଧୁଗଣ ଚତୁର୍ଥତଃ, କିଛି ନାରୀ ମାନଙ୍କ ପାଦ ରେ ପଦ୍ମ ଶଙ୍ଖ ଏବଂ ଚକ୍ର ର ଚିନ୍ହ ରହିଥାଏ । ଯଦିଓ ଏଭଳି ଲକ୍ଷଣ ବହୁତ କମ ନାରୀ ଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । କିନ୍ତୁ ଯେଉଁ ନାରୀ ଙ୍କ ମଧ୍ୟରେ ଏଭଳି ଲକ୍ଷଣ ରହିଥାଏ ସେମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି ଏବଂ ନିଜ ପରିବାର ର ନାମ କୁ ଉଜ୍ଜ୍ୱଳ କରିଥାନ୍ତି । ଏଭଳି ଲକ୍ଷଣ ଥିବା ନାରୀ ସାକ୍ଷାତ ମାତାଲକ୍ଷ୍ମୀ ଙ୍କ ସ୍ଵରୂପ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button