ମହିଳା ମାନଙ୍କର ଯଦି ଏହି ଅଙ୍ଗ ବଡ ହୋଇଥାଏ ତ ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ ଓ ଲକ୍ଷ୍ମୀବନ୍ତ
ବନ୍ଧୁଗଣ, ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଏଥିରେ ଜୀବନଙ୍କୁ ସଫଳ ବନାଇବା ନିମନ୍ତେ ଉପଯୋଗୀ ପ୍ରସଙ୍ଗ ସମ୍ବନ୍ଧରେ କୁହାଯାଇଅଛି । ଏହି ଗ୍ରନ୍ଥ ର ମୁଖ ବିଷୟ ମାନବ ସମାଜକୁ ଜୀବନର ସମସ୍ତ ସ୍ଥିତି ର ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ଯେ କି ନିଜ ନୀତି କାରଣରୁ ଚନ୍ଦ୍ର ଗୁପ୍ତ ମୋରୟ କୁ ରାଜଗାଦୀ ରେ ବସାଇ ଦେଇଥିଲେ ।
ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ କିଛି ମହତ୍ଵପୂର୍ଣ୍ଣ ନୀତି ଯାହା ଆପଣଙ୍କୁ ଜୀବନରେ କୌଣସି ଏକ ସ୍ଥିତି ରେ ସାହାର୍ଯ୍ୟ କରିପାରିବ । ଯେଉଁ ମହିଳା ଙ୍କ ଏହି ଅଙ୍ଗ ବଡ ହୋଇଥାଏ ସେମାନେ ହୋଇଥାନ୍ତି ଭାଗ୍ୟଶାଳୀ । ହିନ୍ଦୁ ଧର୍ମ ରେ ମହିଳାଙ୍କୁ ଦେବୀ ଙ୍କ ଦରଜା ଦିଆ ଯାଇଅଛି । ଏଥିପାଇଁ କୁହାଯାଏ ଯେ ଯେଉଁ ଘରେ ମହିଳା ମାନଙ୍କର ସନ୍ନମାନ କରାଯାଇଥାଏ, ସେହି ଘରେ ଦେବୀ ଦେବତା ଙ୍କର ଅଶିମ କୃପା ବରସି ଥାଏ ।
କୁହାଯାଇଥାଏ ଯେ ଜଣେ ମହିଳା ହିଁ କୁଡିଆ କୁ ଘର ବନାଇ ଦେଇଥାଏ । ଏବଂ ଜଣେ ସଫଳ ମହିଳା ଙ୍କ ପଛରେ କୌଣସି ଏକ ସ୍ତ୍ରୀ ର ହାତ ରହିଥାଏ । ଗରୁଡ ପୁରାଣ ରେ ମହିଳା ମାନଙ୍କର ବିଶେଷ ଅଙ୍ଗ ମାନଙ୍କ ସମ୍ବନ୍ଧରେ କୁହା ଯାଇଅଛି ଆସନ୍ତୁ ଜାଣିବା ତାହା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ୧- ଯଦି ମହିଳା ମାନଙ୍କର ବେକ ସାମାନ୍ୟ ଟିକିଏ ଲମ୍ବା ଅଛି ତେବେ ଏହିଭଳି ମହିଳା ଭାଗ୍ୟଶାଳୀ ହୋଇଥାନ୍ତି । କୁହାଯାଇଅଛି ଯେ ଲମ୍ବା ବେକ ଥିବା ମହିଳା ସୁଖ ଏବଂ ଐସ୍ଵର୍ଜ୍ୟ ଭୋଗ କରିଥାନ୍ତି ।
୨- ଯେଉଁ ମହିଳା ମାନଙ୍କ କାନ ଲମ୍ବା ହୋଇଥାଏ, ଏହିଭଳି ମହିଳା ମାନଙ୍କ ସମ୍ବନ୍ଧରେ କୁହାଯାଇଅଛି ଯେ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏବଂ ସେମାନେ ଲମ୍ବା ଆୟୁ ପ୍ରାପ୍ତ କରିଥାନ୍ତି ।
୩- ଯେଉଁ ମହିଳା ଙ୍କ କେଶ ଲମ୍ବା ହୋଇଥାଏ, ସେହି ମହିଳା ସୁନ୍ଦର ହେବା ସହିତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ହିନ୍ଦୁ ଧର୍ମ ରେ ଦେବୀ ଙ୍କ କେଶ ମଧ୍ୟ ଲମ୍ବା ଦର୍ଶାଯାଇଅଛି । କାରଣ ମହିଳା ମାନଙ୍କ ଲମ୍ବା କେଶ ଶୁଭତା ଏବଂ ସୌନ୍ଦର୍ଜ୍ୟ ହେବାର ପ୍ରତୀକ ମାନାଯାଇଥାଏ ।
୪- ଯେଉଁ ମହିଳା ମାନଙ୍କ ଜଙ୍ଘ ମଜବୁତ ତଥା ମାଂସ ଯୁକ୍ତ ହୋଇଥାଏ ସେହି ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।
୫- ପୁରାଣ ଅନୁଯାୟୀ ସାମାନ୍ୟ ଠାରୁ ବଡ ମସ୍ତିଷ୍କ ଥିବା ମହିଳା ଙ୍କୁ ଭାଗ୍ୟଶାଳୀ ମାନାଯାଇଅଛି । ଏହି ମହିଳା ମାନେ ନିଜ ପରିବାର ନିମନ୍ତେ ଐଶ୍ଵର୍ଜ୍ୟ ଆଣୁଥିବା ଭାଗ୍ୟଶାଳୀ ମହିଳା ମାନାଯାଇଥାଏ ।
୬- ଯେଉଁ ମହିଳା ମାନଙ୍କ ପାଦ ଲମ୍ବା ହୋଇଥାଏ ସେମାନେ ମାତା ଲକ୍ଷ୍ମୀ ଙ୍କ ରୂପ ସ୍ୱରୂପ ହୋଇଥାନ୍ତି । ଏହିଭଳି ମହିଳା ନିଜ ଘରକୁ ସୁଖ ସମୃଦ୍ଧି ରେ ଭରିଦେଇଥାନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।