IBN ଓଡ଼ିଶା ବ୍ୟୁରୋ

ସବୁଠୁ ଅଧିକ ଗର୍ବୀ ହୋଇଥାନ୍ତି ଏହି 3 ଟି ନାମର ଝିଅ

ବନ୍ଧୁଗଣ, ଗର୍ବ ଏକ ଏଭଳି ଜିନିଷ ଅଟେ ଯାହା ସାଧାରଣତ ଅନେକ ଲୋକ ମାନଙ୍କ ମଧ୍ୟରେ ଦେଖାଯାଇଥାଏ । କାହାକୁ ନିଜ ସୌନ୍ଦର୍ଜ୍ୟ ର ଗର୍ବ ହୋଇଥାଏ ତ ଆଉ କାହାକୁ ପଇସା ର ଗର୍ବ ରହିଥାଏ, ଆଉ କେତେକଙ୍କୁ ନିଜ ସଫଳତାର ଗର୍ବ ତଥା ଘମଣ୍ଡ ରହିଥାଏ । ମାତ୍ର ଏହି କଥା ମଧ୍ୟ ସତ ଅଟେ ଯେ ଆପଣଙ୍କର ଏହି ଘମଣ୍ଡ ଯେବେ ମଧ୍ୟ ଆପଣଙ୍କୁ ଅତି ତଳକୁ ନେଇ ଆସିପାରେ । ଏଥିପାଇଁ ମନୁଷ୍ୟ କୁ ନିଜ ଜୀବନରେ କେବେ ମଧ୍ୟ ଗର୍ବ ଅହଂକାର କରିବା କଥା ନୁହେଁ । କିଛି ଲୋକ ଜଣା ଅଜଣା ରେ ଗର୍ବ ଅହଂକାର କରିବାକୁ ଲାଗିଥାନ୍ତି ।

ମାତ୍ର ଏହି ଅହଂକାର ସେମାନଙ୍କର ଅଭ୍ୟାସ ରେ ପରିଣତ ହୋଇଯାଇଥାଏ । ସାଧାରଣତ ପୁଅ ମାନଙ୍କ ତୁଳନାରେ ଝିଅ ମାନେ ବହୁତ ଘମଣ୍ଡି ହୋଇଥାନ୍ତି । ଏହି ଜଳନ ର ଭାବନା ପୁଅ ମାନଙ୍କ ତୁଳନାରେ ଝିଅ ମାନଙ୍କର ଅଧିକ ରହିଥାଏ । ଏହାକୁ ଧ୍ୟାନରେ ରଖି ଆଜି ଆମ୍ଭେ କିଛି ଏଭଳି ଝିଅ ମାନଙ୍କ ନାମ କହିବାକୁ ଯାଉଅଛୁ ଯେଉଁମାନେ ସ୍ଵାଭାବରୁ ଘମଣ୍ଡି ହୋଇଥାନ୍ତି । ଆସନ୍ତୁ ସେହି ନାମ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିନେବା ।

୧- A – ଏହି ନାମର ଝିଅ ମାନଙ୍କ ଷ୍ଟାଟସ ଟିକିଏ ହାଇ ଲେବଲ ର ହୋଇଥାଏ । ସେ ନିଜ ତଳେ ଥିବା ଲୋକଙ୍କୁ ଅଧିକ ମହତ୍ଵ ଦେଇ ନଥାନ୍ତି । ଏମାନଙ୍କ ପସନ୍ଦ ବହୁତ ଉଚ୍ଚ ହୋଇଥାଏ । ଏହି କାରଣରୁ ଏମାନଙ୍କ ସ୍ଵଭାବରେ ଅହଂକାର ତଥା ଗର୍ବ ଆସିବାକୁ ଲାଗିଥାଏ । ଏହି ଝିଅ ମାନଙ୍କୁ ଜଣା ଯାଇନଥାଏ ଯେ ସେ କେତେ ମାତ୍ରାରେ ଘମଣ୍ଡି ହେବାକୁ ଯାଉଛନ୍ତି । ଏହି ଝିଅ ମାନଙ୍କର ନାଖରା ମଧ୍ୟ ବହୁତ ହୋଇଥାଏ । ଏହା ଫଳରେ ସାମ୍ନାରେ ଥିବା ଲୋକ ମାନକୁ ଲାଗିଥାଏ ଯେ ଏମାନେ ବହୁତ ଘମଣ୍ଡି ପ୍ରକୃତିର ଅଟନ୍ତି । ଏମାନଙ୍କୁ ପ୍ରସନ୍ନ କରିପାରିବା ବହୁତ କଷ୍ଟସାଧ୍ୟ ହୋଇଥାଏ ।

୨- D- ଏହିଭଳି ଝିଅ ମାନେ ବହୁତ ଘମଣ୍ଡି ହୋଇଥାନ୍ତି ମାତ୍ର ଏମାନେ ବାହାରୁ ଏଭଳି ଯତେଇଥାନ୍ତି ଯେ ଏମାନଙ୍କର ଆଦୌ ଅହଂକାର ନାହିଁ । ଯେତେବେଳେ ଜୀବନରେ କୌଣସି କାର୍ଯ୍ୟ କରିବାର ସ୍ଥିତି ଆସିଥାଏ, ସେତେବେଳେ ସେମାନଙ୍କ ଚେହେରା ସାମ୍ନା କୁ ଆସିଯାଇଥାଏ । ଏମାନେ ନିଜକୁ ପରି ବୋଲି ମନେ କରିଥାନ୍ତି । ଏମାନେ ପୁଅ ମାନଙ୍କୁ ଭାଉ ଦେଇ ନଥାନ୍ତି । ଏମାନଙ୍କ ସହିତ କିଛି ଭଲ ହେଲେ, ଏମାନଙ୍କୁ ଘମଣ୍ଡ ଆସିଯାଇଥାଏ ।

୩- K- ଏହି ନାମର ଝିଅ ମାନଙ୍କୁ ନିଜ ପଇସା, ସୌନ୍ଦର୍ଜ୍ୟ ଏବଂ ସଫଳତା ର ଘମଣ୍ଡ ରହିଥାଏ । ଏଥିପାଇଁ ଏମାନେ ଗରିବ ଲୋକ ମାନଙ୍କ ସହିତ କଥା ହେବାକୁ ପସନ୍ଦ କରି ନଥାନ୍ତି । ଏମାନଙ୍କ ମନରେ ଈର୍ଷା ର ଭାବନା ମଧ୍ୟ ବହୁତ ରହିଥାଏ । ଯଦି ଅନ୍ୟ ବ୍ୟକ୍ତି ଏମାନଙ୍କ ଠାରୁ ଅଧିକ ସଫଳ ହୋଇଯାଏ ତେବେ ଏମାନଙ୍କୁ ତାହା ବହୁତ ଖରାପ ଲାଗିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button