କାଛୁ କୁଣ୍ଡିଆକୁ ମୂଳରୁ ଶେଷ କରିଦେବ ଏହି ଚମତ୍କାରୀ ପତ୍ର, ଥରେ ମାତ୍ର ବ୍ୟବହାର କରି ଦେଖନ୍ତୁ
ବନ୍ଧୁଗଣ, ଅରଖ ଗଛ ବହୁତ ଲାଭ ଦାୟକ ଅଟେ । ଏହାର ପତ୍ର ଠାରୁ ଆରମ୍ଭ କରି ଏହାର ଫୁଲ ମଧ୍ୟ ବହହୁତ ଲାଭ ଦାୟକ ଅଟେ । ବର୍ତ୍ତମାନ ଦିନରେ ଏହି ଗଛର ପ୍ରାଏ ସମସ୍ତ ଜିନିଷ ଆୟୁର୍ବେଦିକ ଔଷଧ ବନାଇବାରେ କାମ ରେ ଆସୁଅଛି । ଆସନ୍ତୁ ଜାଣିବା ଏହି ଗଛରେ କେଉଁ କେଉଁ ଲାଭ ଦେଖିବାକୁ ମିଳିଥାଏ । ମାଇଗ୍ରେନ ଭଳି ସମସ୍ୟା ଯେଉଁ ମାନଙ୍କର ରହିଅଛି ଯଦି ଆମ୍ଭେ ଅରଖ ଗଛ ର କିଛି ପତ୍ରକୁ ଶୁଖାଇ ଏହାର ଚୂର୍ଣ୍ଣ ବନାଇ ସେବନ କରୁ ତେବେ ମାଇଗ୍ରେନ ର କଷ୍ଟ କମିଯାଇଥାଏ ।
ଏହି ଗଛରୁ କ୍ଷୀର ବାହାରିଥାଏ । ଆପଣ ଏହି ଗଛକୁ ହାତରେ ଭାଙ୍ଗି ଏହାର କ୍ଷୀର କୁ ସଂଗ୍ରହ କରନ୍ତୁ । ଅଧିକାଂଶ ଲୋକଙ୍କୁ କାଛୁ କୁଣ୍ଡିଆ ର ସମସ୍ୟା ରହିଥାଏ । ସେମାନେ ଏହି ଘରୋଇ ଉପାୟ ଟିକୁ ନିଶ୍ଚିତ ରୂପରେ ପ୍ରୟୋଗ କରି ଦେଖନ୍ତୁ ସେମାନଙ୍କର କାଛୁ କୁଣ୍ଡିଆ ଭଳି ସମସ୍ୟା ଦେଖାଯିବନାହିଁ । ଅରଖ ଗଛ ର କ୍ଷୀର ଏକ ଚାମଚ ସଂଗ୍ରହ କରି ଆପଣ ଏଥିରେ ଅଧ ଚାମଚ ନିମ୍ବ ତେଲ ଅଥବା ସୋରିଷ ତେଲ ମିଶାଇ ଦିଅନ୍ତୁ ।
ଏହାପରେ ଆପଣଙ୍କ ଶରୀରର ଯେଉଁ ଜାଗାରେ କାଛୁ କୁଣ୍ଡିଆ ହୋଇଅଛି ଆପଣ ସେଠାରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ମସାଜ କରନ୍ତୁ । ଏହାପରେ ଆପଣ ଏହାକୁ ଏହିଭଳି ଛାଡି ଦିଅନ୍ତୁ । ଆପଣ ଏହିଭଳି ୧ ସପ୍ତାହ କରନ୍ତୁ ଏକ ସପ୍ତାହ ମଧ୍ୟରେ ଆପଣ ଏହାର ଚମତ୍କାର ଦେଖି ପାରିବେ । ଏହା ସହିତ ଏହା ଫାଇଲ୍ସ ଭଳି ସମସ୍ୟା ପାଇଁ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ । ଆପଣ ଅରଖ ଗଛ ର ପତ୍ର କୁ ଶୁଖାଇ ଏହାର ଚୂର୍ଣ୍ଣ ବନାଇ ନିଅନ୍ତୁ ଏବଂ ଆପଣ ଚିମୁଟାଏ ମାତ୍ରାରେ ଏହାକୁ ସେବନ କରନ୍ତୁ ।
ଫାଇଲ୍ସ ଭଳି ସମସ୍ୟା ଆପଣଙ୍କ ର ସଂପୂର୍ଣ୍ଣ ଭାବେ କ୍ଷୟ ହେବାକୁ ଲାଗିବ । ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ରହିଅଛି ତେବେ ଆପଣ ଏହି ଗଛର ପତ୍ର କୁ ଯଦି ନିଜ ଆଣ୍ଠୁ ଗଣ୍ଠି ରେ ଲଗାଉଛନ୍ତି ତେବେ ଆପଣଙ୍କ ଆଣ୍ଠୁ ଗଣ୍ଠି ଦରଦ ମଧ୍ୟ ଦୂର ହୋଇଥାଏ । ଆପଣ ଅରଖ ଗଛର ପତ୍ର କୁ ନେଇ ସେଥିରେ କିଛି ସୋରିଷ ତେଲ ଲଗାଇ ଆପଣ ତାହାକୁ ନିଜ ଆଣ୍ଠୁରେ ରଖି ତାହା ଉପରେ ପଟି ଲଗାଇ ରାତିରେ ସେହିଭଳି ଛାଡି ଦିଅନ୍ତୁ ।
ଏଭଳି କରିବା ଦ୍ଵାରା ଆପଣଙ୍କ ର ଆଣ୍ଠୁ ଦରଦ କମିଯାଇଥାଏ । ଏହା ସହିତ ଯଦି ଆପଣଙ୍କ ଶରୀରର କୌଣସି ଅଙ୍ଗ ଫୁଲି ଯାଇଅଛି ଆପଣ ଏହି ପତ୍ର କୁ ଅଳ୍ପ ଉଷୁମୁ କରି ସେଠାରେ ଲଗାଇ ଦିଅନ୍ତୁ । ଆପଣଙ୍କୁ ନିଶ୍ଚିନ୍ତ ରୂପରେ ଆରାମ ମିଳିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।