ରାଜ୍ୟ

ଡ୍ରେନରେ ପଡି ଯୁବକ ମୃତ – Ibnodisha

[ad_1]

କଟକ : ପୁଣି ଡ୍ରେନ୍‌‌ ନେଲା ଜୀବନ। କଟକରେ ଡ୍ରେନରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ନୂଆ ମାଲଗୋଦାମ ଗୁଡସେଡ୍‌‌ ରୋଡ୍‌‌ରେ ଡ୍ରେନରେ ପଡି ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button