ଖେଳ
ଏସିଆ କପ ପାଇଁ ଭାରତୀୟ ଟିମ ଘୋଷଣା – Ibnodisha

[ad_1]
ବ୍ୟୁରୋ : ବ୍ୟୁରୋ : ଏସିଆ କପ କ୍ରିକେଟ ପାଇଁ ଭାରତୀୟ ଟିମ ଘୋଷଣା | ରୋହିତ ଶର୍ମାଙ୍କ ନେତୃତ୍ଵରେ ମଇଦାନକୁ ଓହ୍ଲାଇବ ଟିମ | କେ.ଏଲ ରାହୁଲ ଓ ଶ୍ରୟସ ଆୟାରଙ୍କ ପ୍ରତ୍ୟାବର୍ତ୍ତନ , ତିଳକ ବର୍ମା ନୂଆ ମୁହଁ | ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୧୭ ଯାଏଁ ଚାଲିବ ଏସିଆ କପ |
କାହାକୁ ମିଳିବ ସୁଯୋଗ? ଆଜି ଏସିଆ କପ୍ ଟ୍ରଫି ପାଇଁ ଦଳ ଘୋଷଣା କରିବ ବିସିସିଆଇ
The post ଏସିଆ କପ ପାଇଁ ଭାରତୀୟ ଟିମ ଘୋଷଣା appeared first on ONA KHABAR.
[ad_2]