IBN ଓଡ଼ିଶା ବ୍ୟୁରୋ

ଏହି ୫ଟି ସ୍ୱପ୍ନ କାହାକୁ ବି କୁହନ୍ତୁ ନାହିଁ, ଭୟଙ୍କର କଥା ଜାଣି ରଖନ୍ତୁ –

ଶୋଇବା ସମୟରେ ପ୍ରାୟ ସମସ୍ତେ ସ୍ଵପ୍ନ ଦେଖିଥାନ୍ତି । ସ୍ଵପ୍ନ ଦେଖିବା ଏକ ସାମାନ୍ୟ ପ୍ରକ୍ରିୟା ଅଟେ । କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହା ନିଦ ଭାଙ୍ଗିବା ପରେ ମନେ ରହି ନଥାଏ । ସେହିଠାରେ କିଛି ଏପରି ସ୍ଵପ୍ନ ମଧ୍ୟ ଆସିଥାଏ ଯାହା ସୋଇକି ଉଠିବା ପରେ ମଧ୍ୟ ଆମର ସବୁ କିଛି ମନେ ଥାଏ । ଏମିତି ରେ ଆମେ ବାହାର ଲୋକଙ୍କ ସହିତ ଆମେ ଆମ ସ୍ଵପଙ୍କୁ ଶେୟାର କରି ଦେଇଥାଉ । ଏମିତି ବହୁତ କମ ଲୋକ ଜାଣିଛନ୍ତି ଯେ ଏମିତି କିଛି ସ୍ଵପ୍ନ ଥାଏ ଯାହାକୁ କାହା ସହିତ ଶେୟାର କରିବା କଥା ନୁହେଁ ।

ଶାସ୍ତ୍ର ଅନୁସାରେ ଏମିତି କରିବା ବହୁତ ବଡ ଭୁଲ ହୋଇଥାଏ । ଏହା ଦ୍ଵାରା ଭବିଷ୍ୟତରେ ମିଳିବାକୁ ଥିବା ଫଳ ଆଉ ମିଳି ପାରିନଥାଏ । ତେବେ ଚାଲନ୍ତୁ ଜାଣିବା ସେହି 5 ଟି ସ୍ଵପ୍ନ ବିଷୟରେ ଯାହାକୁ ବି କାହା ସହିତ ଶେୟାର କରିବା କଥା ନୁହେଁ ।

୧. ପ୍ରକୃତି ସହିତ ଜଡିତ କିଛି ସ୍ଵପ୍ନ

ବନ୍ଧୁଗଣ ଯଦି ଆପଣ ଏହିପରି କିଛି ସ୍ଵପ୍ନ ଦେଖୁଛନ୍ତି ଯେଉଁଥିରେ ଆପଣ ସ୍ଵପ୍ନରେ ସମୁଦ୍ର ବୃକ୍ଷଲତା ପାହାଡ ନଦୀ ପରି ଜିନିଷ ଦେଖିଲେ ତେବେ ଏହାର ମାନେ ହେଲା ବହୁତ ଜଲ୍ଦି ଆପଣଙ୍କ ଜୀବନରେ ଖୁସି ଖବର ଆସିବାକୁ ଯାଉଛି । ଯେମିତି ପ୍ରକୃତିର ପାଖକୁ ଗଲେ ଆମର ମନ ପ୍ରସନ୍ନ ହୋଇଯାଇଥାଏ ଠିକ ସେହିପରି ଏହି ସ୍ଵପ୍ନର ଅର୍ଥ ତାହା ହିଁ ହୋଇଥାଏ । କିନ୍ତୁ ଯଦି ଆପଣ ଏହି ସ୍ଵପ୍ନ ବିଷୟରେ କାହାକୁ କହି ଦେଉଛନ୍ତି ତେବେ ହୋଇପାରେ ଆପଣ ଏହି ସ୍ଵପ୍ନଫଳ ରୁ ବଞ୍ଚିତ ରହିପାରନ୍ତି ।

୨. ମୃତ୍ୟୁ ସମ୍ବନ୍ଧୀୟ ସ୍ଵପ୍ନ

ବନ୍ଧୁଗଣ ଆମେ ବେଳେବେଳେ କିଛି ଏପରି ସ୍ଵପ୍ନ ଦେଖିଥାଉ ଯେଉଁଥିରେ ଆମେ ନିଜର ବା ଅନ୍ୟ କୌଣସି ଲୋକର ମୃତ୍ୟୁ ଦେଖିଥାଉ । ଏହିପରି ସ୍ଵପ୍ନ ଦେଖିବା ପରେ ଆମେ ଡରି ଯାଇଥାଉ । ଆମ ମନ ବିଚଳିତ ହୋଇଯାଇଥାଏ । ତେବେ ଆପଣଙ୍କୁ କହି ରଖୁଛୁ କି ଯଦି ଆପଣ ଏପରି ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣଙ୍କୁ ବିଚଳିତ ହେବାର ଆବଶ୍ୟକତା ନାହିଁ । କାରଣ ମୃତ୍ୟୁ ସ୍ଵପ୍ନ ଆପଣଙ୍କ ସମସ୍ୟାର ଅନ୍ତ ହେବାକୁ ଦର୍ଶାଇଥାଏ ,ଯଦି ଆପଣ ଏହି ସ୍ଵପ୍ନକୁ କାହା ସହିତ ବି ଶେୟାର କରୁଛନ୍ତି ତେବେ ସ୍ଵପ୍ନର ଫଳ ବେକାର ହୋଇଯାଇଥାଏ ।

୩. ସାପ ଦେଖିବା ସ୍ଵପ୍ନ

 

ଯେତେବେଳେ ଆମେ ସ୍ଵପ୍ନରେ ସାପ ଦେଖିଥାଉ ତେବେ ଆମେ ଡରି ଯାଇଥାଉ । କିନ୍ତୁ ଯଦି ଆପଣଙ୍କୁ ସ୍ଵପ୍ନରେ ସାପ ଦେଖାଯାଏ ତେବେ ଆପଣଙ୍କୁ ଡରିବାର ଆବଶ୍ୟକତା ନାହିଁ । କାରଣ ସ୍ଵପ୍ନରେ ସାପ ଦେଖିବାର ମାନେ ଆଗକୁ ଆସୁଥିବା ସମୟରେ ଆପଣଙ୍କୁ ବ୍ୟାପାରରେ ଉନ୍ନତି ବା କାର୍ଯ୍ୟରେ ସଫଳତାର ସଙ୍କେତ ଦେଇଥାଏ । ଏହା ଦ୍ଵାରା ଆପଣଙ୍କୁ ଧନଲାଭର ସମ୍ଭାବନା ଥାଏ । ସେଥିପାଇଁ ଆପଣ ଏହି ସ୍ଵପ୍ନ ବିଷୟରେ କାହାରିକୁ ବି କୁହନ୍ତୁ ନାହିଁ ।

୪. ଭଗବାନଙ୍କ ଦର୍ଶନ

 

ଯଦି ଆପଣଙ୍କୁ ସ୍ଵପ୍ନରେ କୌଣସି ଭଗବାନଙ୍କର ଦର୍ଶନ ହୋଇଯାଏ ତେବେ ଏହାର ଅର୍ଥ ଜଲ୍ଦି ହିଁ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ସ୍ଵପ୍ନରେ ଭଗବାନଙ୍କର ଦର୍ଶନ ର ଅର୍ଥ କିଛି ବଡ ସଫଳତାର ସୂଚନା ଅଟେ । ଆଗକୁ ଆସୁଥିବା ସମୟରେ ଆପଣଙ୍କୁ କୌଣସି ନା କୌଣସି ଖୁସି ଖବର ନିଶ୍ଚିତ ମିଳିବାକୁ ଯାଉଛି । ସେଥିପାଇଁ ଆପଣ ମାନେ ଏହି ସ୍ଵପ୍ନକୁ କେବେ ବି କାହା ଆଗରେ ଶେୟାର କରନ୍ତୁ ନାହିଁ ।

୫. ମାଛ ସ୍ଵପ୍ନ

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button