IBN ଓଡ଼ିଶା ବ୍ୟୁରୋ

ଭାଗ୍ୟଶାଳୀ ଝିଅ ମାନେ ବିବାହ ପୂର୍ବରୁ ଦେଇଥାନ୍ତି ଏହି ସବୁ ସଙ୍କେତ, ପୁଅମାନେ ନିଶ୍ଚୟ ପଢନ୍ତୁ

ବନ୍ଧୁଗଣ ଏହି ଦୁନିଆରେ ବିଭିନ୍ନ ଶାରୀରିକ ଲକ୍ଷଣ ଥିବା ମଣିଷ ଦେଖାଦେଇଥାନ୍ତି । ସେମାନଙ୍କର ଭବିଷ୍ୟତ ମଧ୍ୟ ଶାରୀରିକ ଲକ୍ଷଣ ଅନୁଯାଇ ଅଲଗା ଅଲଗା ହୋଇଥାଏ । ଏହି ଦୁନିଆର ଧିକାଂଶ ପୁଅ ଚାହିଁଥାନ୍ତି ଯେ, ସେମାନଙ୍କର ବିବାହ ଏପରି ଏକ ଝିଅ ସହିତ ହେଉ ଯିଏ ବହୁତ ଭାଗ୍ୟଶାଳୀ ହୋଇଥିବ । କିନ୍ତୁ ସାଧାରଣତଃ କୌଣସି ଝିଅକୁ ଦେଖି ଏହା ବିଷୟରେ ବିଚାର କରାଯାଇ ପାରିବ ନାହିଁ । କାରଣ ସୁନ୍ଦର ହୋଇଥିବା ଝିଅ ମାନେ ମଧ୍ୟ ଜଟିଳ ହୋଇପାରନ୍ତି ।

ସେହିପରି ଅନ୍ୟପକ୍ଷରେ ସାଧାରଣ ଦେଖାଯାଉଥିବା ଝିଅ ମାନେ ମଧ୍ୟ ସଂସ୍କାରୀ ହୋଇପାରନ୍ତି । ହେଲେ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏପରି କିଛି ପନ୍ଥା ଅଛି ଯାହାଦ୍ୱାରା କୌଣସି ଝିଅକୁ ଦେଖି ତାର ସ୍ଵଭାବ ଓ ଲକ୍ଷଣ ବିଷୟରେ ବହୁତ କିଛି ଜାଣି ହୋଇଥାଏ ।

 

ଏହାର ସଂପୂର୍ଣ୍ଣ ବର୍ଣ୍ଣନା ସମୁଦ୍ର ଶାସ୍ତ୍ରରେ ମିଳିଥାଏ । ଏହି ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଦେଖି ଭାଗ୍ୟଶାଳୀ ଝିଅ ମାନଙ୍କୁ ଆପଣ ବହୁତ ସହଜରେ ଜାଣିପାରିବେ ଓ ସେହି ଝିଅକୁ ବିବାହ କରି ଆପଣ ବହୁତ ସୁଖମୟ ଏବଂ ସମୃଦ୍ଧିମୟ ଜୀବନ ଯାପନ କରିପାରେ। ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଲକ୍ଷଣ ଗୁଡିକ ବିଷୟରେ ।

୧. ସମୁଦ୍ର ଶାସ୍ତ୍ର ଅନୁସାରେ ଭାଗ୍ୟଶାଳୀ ଝିଅ ମାନଙ୍କୁ ଚିହ୍ନିବାର ବିଭିନ୍ନ ଉପାୟ ଅଛି । ସେହି ଦ୍ରୁଷ୍ଟିରୁ ଯେଉଁ ସ୍ତ୍ରୀ ମାନଙ୍କର ମୁହଁ ଗୋଲାକାର ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ନିଜ ସ୍ଵାମୀଙ୍କୁ ସଫଳତା ଦିଗରେ ପହଞ୍ଚାଇ ଥାନ୍ତି ।

ଭରି ରହିଥାଏ ସେହିପରି ସ୍ତ୍ରୀ ମାନଙ୍କୁ ଅଧିକ ଧନ ପ୍ରାପ୍ତ ହୋଇଥାଏ । ଏହି ସ୍ତ୍ରୀ ମାନେ ନିଜ ସ୍ଵାମୀ ମାନଙ୍କର ବହୁତ ଭଲ ଧ୍ୟାନ ରଖିଥାନ୍ତି ।

୩. ଯେଉଁ ସ୍ତ୍ରୀ ମାନଙ୍କର ଡାହାଣ ପଟ ସ୍ତନ ବଡ ଥାଏ, ସେମାନଙ୍କର ପୁତ୍ରପ୍ରାପ୍ତି ହୋଇଥାଏ । ବନ୍ଧୁଗଣ ପ୍ରତ୍ୟକ ସ୍ତ୍ରୀ ମାନଙ୍କର ଗୋଟିଏ ସ୍ତନ ବଡ ଓ ଅନ୍ୟ ସ୍ତନ ଛୋଟ ଥାଏ । କେବଳ ତୁଳା ରାଶିର ସ୍ତ୍ରୀ ମାନଙ୍କର ଦୁଇଟି ଯାକ ସ୍ତନ ସମାନ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ସେହିପରିକା ସ୍ତ୍ରୀର ସନ୍ଧାନ କରନ୍ତୁ ଯାହାର ଡାହାଣ ପଟ ସ୍ତନ ବଡ ଥିବ ।

 

Related Articles

Leave a Reply

Your email address will not be published. Required fields are marked *

Back to top button