IBN ଓଡ଼ିଶା ବ୍ୟୁରୋ

ଯଦି ସକାଳେ ଉଠିବା ମାତ୍ରେ ହିଁ ମିଳିଥାଏ ଏହି ଖାସ ସଂକେତ, ତେବେ ଜଲ୍ଦି ହେଇଯିବେ ଆପଣ ମାଲାମାଲ

ପ୍ରାୟତଃ ଦେଖା ଯାଇଛି କି ହଜାର ହଜାର ଚେଷ୍ଟା ପରେ ବି କିଛି ଲୋକମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳି ନ ଥାଏ । ଏମିତିରେ ସବୁଠୁ ମହତ୍ଵପୂର୍ଣ୍ଣ ହୋଇଯାଏ କି ଭାଗ୍ୟ ବଦଳିବା । ଆଜି ଆମେ ଆପଣଙ୍କୁ ଏମିତି କିଛି ଶୁଭ ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଦେଖାଯିବା ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ବହୁତ ଫଳଦାୟୀ ହୋଇଥାଏ । ତେବେ ଆସନ୍ତୁ ଆପଣଙ୍କୁ କହିଦେଉଛୁ ସକାଳର କିଛି ଶୁଭ ସଂକେତ ବିଷୟରେ । ଯାହାକୁ ଅନୁଭବ କରି ଆପଣ ଜାଣି ପାରିବେ କି ଆପଣଙ୍କ ଭାଗ୍ୟ କେବେ ବଦଳିବାର ଅଛି ।

ସକାଳର କିଛି ଶୁଭ ସଂକେତ
୧ – ଯଦି ଆପଣ ସକାଳୁ ଘରୁ ବାହାରିବା ସମୟରେ କୌଣସି ମହିଳାକୁ ନାଲି ଶାଢୀ ସହ ଶୃଙ୍ଗାର କରିଥିବାର ଦେଖୁଛନ୍ତି ତେବେ ଏହା ବହୁତ ବଡ ଶୁଭ ସଂକେତ ହୋଇଥାଏ । ଏହା ଏହି କଥାର ସଂକେତ ଅଟେ କି ଆପଣଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପା ଜଲ୍ଦି ପଡିବାର ଅଛି ।

 

୨ – ଯଦି ଆପଣ ସକାଳ ସମୟରେ କୌଣସି ଜରୁରୀ କାମ ପାଇଁ ଘରୁ ବାହାରୁଛନ୍ତି ଓ ସେହି ସମୟରେ ଆପଣଙ୍କୁ ରାସ୍ତାରେ ନଡିଆ, ଫୁଲ କିମ୍ବା ମୟୂର ନଜର ଆସେ ତେବେ ଏହା ବି ଏକ ଭଲ ସଂକେତ ଅଟେ କି ଆପଣଙ୍କ ଭାଗ୍ୟ ବହୁତ ଜଲ୍ଦି ବଦଳିବାର ଅଛି ।

୩ – ସକାଳେ କିଛି ଶୁଭ ସଂକେତରେ ଯଦି ସକାଳେ ଆଖି ଖୋଲିବା ମାତ୍ରେ ହିଁ କ୍ଷୀର କିମ୍ବା ଦହି ନଜର ଆସିଯାଏ ତେବେ ଏହା ଆପଣଙ୍କ ଭାଗ୍ୟ ଆପଣଙ୍କର ପୁରା ସାଥ ଦେବାର ସଂକେତ ଅଟେ । ସେଥିପାଇଁ ଏହି ଦିନ ଆପଣଙ୍କୁ ସମସ୍ତ କାମରେ ସଫଳତା ମିଳିଥାଏ ।

୪ – ହିନ୍ଦୁ ଧର୍ମରେ ମନ୍ଦିରକୁ ସବୁଠୁ ଶୁଭ ସ୍ଥାନ ବୋଲି କୁହାଯାଏ । ଯଦି ଆପଣଙ୍କୁ ସକାଳେ ଉଠିବା ମାତ୍ରେ ହିଁ ମନ୍ଦିରର ଘଣ୍ଟ କିମ୍ବା ଶଙ୍ଖର ଆବାଜ ଶୁଣିବାକୁ ମିଳିଯାଏ ତେବେ ଏହା ଆପଣଙ୍କ ଭାଗ୍ୟୋଦୟ ର ସଂକେତ ଅଟେ ।

୫ – ସକାଳ ସମୟରେ ଆଖୁ ଦେଖିବା ବି ଶୁଭ ସଂକେତ ଅଟେ । ଯଦି ଆପଣଙ୍କ ସହିତ ଏହିଭଳି ହେଉଛି ତେବେ ଆପଣଙ୍କୁ ଧନ ଲାଭ ହେବାର ଅଛି ।

୬ – ଏହା ଛଡା ଯଦି ସ୍ଵପ୍ନରେ ନଦୀ, ସବୁଜ ପରିବେଶ କିମ୍ବା ମାତା ଲକ୍ଷ୍ମୀଙ୍କ ବାହନ ପେଚା ଦେଖା ଯାଉଛି ତେବେ ଏହା ବି ବହୁତ ଶୁଭ ଅଟେ ।

 

୭ – ଗାଇର ଦର୍ଶନ ବହୁତ ଶୁଭ ହୋଇଥାଏ । ଯଦି ସକାଳେ ଗାଇର ଦର୍ଶନ ମିଳୁଛି ତେବେ ଆପଣଙ୍କ ସେହି ଦିନର ସମସ୍ତ କାମରେ ସଫଳତା ମିଳିଥାଏ ।

୮ – ସୋରିଷ ଖାଇ ଘରୁ ବାହାରକୁ ବାହାରିବା ବାସ୍ତୁ ଅନୁସାରେ ବହୁତ ଶୁଭ ହୋଇଥାଏ । ଯେ କୌଣସି କାର୍ଯ୍ୟ ପାଇଁ ଆପଣ ବାହାରକୁ ଯିବା ପୂର୍ବରୁ ସୋରିଷ ନିଶ୍ଚିତ ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button