IBN ଓଡ଼ିଶା ବ୍ୟୁରୋ

ଫିଟିକିରିର କ’ଣ ରହିଛି ଉପକାରୀ ଗୁଣ : ଜାଣନ୍ତୁ ଏହା ବିଷୟରେ.

କେଉଁଠି କିଛି କ୍ଷତ ହେଲେ ଫିଟିକିରି ଲଗାଇଲେ ଆରାମ ମିଳିଥାଏ। ହେଲେ ଏହି ଫିଟିକିରି ଘରର ଆର୍ଥିକ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ରାତିରେ ଦୁଃସ୍ବପ୍ନ ଦେଖୁଥିଲେ କଳା କପଡାରେ ଖଣ୍ଡେ ଫିଟିକିରି ବାନ୍ଧି ରାତିରେ ଶୋଉଥିବା ତକିଆ ତଳେ ରଖିଲେ ଆଉ ଦୁଃସ୍ବପ୍ନ ଆସି ନ ଥାଏ। ଘରେ ଆର୍ଥିକ ସମସ୍ୟା ଦେଖା ଦେଉଥିଲେ ବା ବ୍ୟବସାୟରେ ଉନ୍ନତି ହେଉ ନ ଥିଲେ କଳା କପଡାରେ ଖଣ୍ଡେ ଫିଟିକିରି ବାନ୍ଧି ମୁଖ୍ୟ ଦ୍ୱାରରେ ବାନ୍ଧି ଦେଲେ ଏହି ସମସ୍ୟା ଦୂର ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି।ଘରୁ ନକରାତ୍ମକ ପ୍ରଭାବ ଦୂର କରିବା ପାଇଁ ଗାଧୁଆ ଘରେ ଫିଟିକିରି ଅବା ଲୁଣର ଏକ ପାତ୍ର ରଖିଲେ ଏହା ଦୂର ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button