IBN ଓଡ଼ିଶା ବ୍ୟୁରୋ

କ୍ଷୀର ପିଇଲେ କଣ ସବୁ ହୋଇ ଥାଏ, କ୍ଷୀର ପିଉଥିବା ଲୋକ ଏହାକୁ ନିଶ୍ଚିତ ଥରେ ପଢନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆଲୋଚନା କରିବା କ୍ଷୀର ପିଇବାର ଉପକାରୀତା ବିଷୟରେ। କ୍ଷୀର ପିଇଲେ କଣ ଫାଇଦା ହୋଇଥାଏ। ସେହି ବିଷୟରେ ଆମେ ଆଲଚନା କରିବା। କିନ୍ତୁ ତା ପୂର୍ବରୁ ଜାଣିବା କ୍ଷୀରରେ କୋଣ ସବୁ ନ୍ୟୁଟ୍ରିନ୍ସ ଏବଂ ମିନେରାଲସ ରହିଛି। କ୍ଷୀରରେ ଭିଟାମିନ, ପ୍ରୋଟିନ, କାର୍ବୋହାଇଡ୍ରେଟ ମ୍ୟାଗନେସିୟମ, ଫସଫରସ, ଜିଙ୍କ ପରି ଅନେକ ପ୍ରକାରର ନ୍ୟୁଟ୍ରିନ୍ସ ଏବଂ ମିନେରାଲସ ରହିଛି। କିନ୍ତୁ କ୍ଷୀରରେ ଅଧିକ ମାତ୍ରାରେ ପ୍ରୋଟିନ ଭାଗ ରହିଥାଏ। ଏବଂ କ୍ୟାଲସିୟମ ମୁଖ୍ୟ ରୂପରେ କାମ କରିଥାଏ। ତେବେ ଆସନ୍ତୁ ଏବେ ଜାଣିବା କି କ୍ଷୀର ପିଇଲେ ଆମର କଣ ସବୁ ଉପକାର ହୋଇଥାଏ।

କ୍ଷୀର ପିଇଲେ ଆମର ହାର୍ଟ ଏବଂ ଜୋଏଣ୍ଟ ସୁସ୍ଥ ଏବଂ ମଜବୁତ ରହିଥାଏ। ତାହା ସହିତ ଆମ ଶରୀରର ଯଦି ଭିଟାମିନ- ଇ ଡେଫିସିଏନ୍ସି ରହିଛି ତାହାଲେ ମଧ୍ୟ କଣ୍ଟ୍ରୋଲ ହୋଇଥାଏ। ଏବଂ ଆପଣ ଯଦି weight loss ହେବା ପାଇଁ ଚାହୁଁଛନ୍ତି ତାହେଲେ କ୍ଷୀର ପିଇଲେ weight loss ହୋଇଥାଏ। ଏବଂ କ୍ଷୀର ଆମ tension କିମ୍ବା ଟ୍ରେସ କମାଇବାରେ ବହୁତ ସାହାର୍ଯ୍ୟ କରିଥାଏ। ତାହା ସହିତ ଆମ ମାଂସପେଶୀ ଗ୍ରଥରେ ବହୁତ ସାହାର୍ଯ୍ୟ କରିଥାଏ। ଏବଂ କ୍ଷୀର ଆମକୁ ଶକ୍ତି ଦେଇଥାଏ। ଆମର ବିଭିନ୍ନ ପ୍ରକାରର କାମ କରିବା ପାଇଁ ଆମକୁ ଶକ୍ତି ଦେଇଥାଏ। କ୍ଷୀର ପିଇଲେ କିମ୍ବା କ୍ଷୀର ଜାତୀୟ କୌଣସି ଜିନିଷ ଖାଇଲେ ଆମର ଶରୀରରେ ବ୍ଲଡ଼ପ୍ରେସସର, ବ୍ଲଡ଼ ସରକଲେସନ ଏବଂ ବ୍ଲଡ଼ସୁଗାର ଲେବୁଲ control ହୋଇଥାଏ। ତାହା ସହିତ ଆମ ଶରୀରରୁ ଖରାପ ପଲିଷ୍ଟନ ବାହାର କରିବାରେ ସାହାର୍ଯ୍ୟ କରିଥାଏ। ସେଥିପାଇଁ ଆମେ ସୁସ୍ଥ ଏବଂ ମଜବୁତ ରହିପାରୁଛେ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button