IBN ଓଡ଼ିଶା ବ୍ୟୁରୋ
ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ବଡ଼ ଦାୟିତ୍ବ ଦେଲେ ଟ୍ରମ୍ପ, ଡିପାର୍ଟମେଣ୍ଟ ଅଫ୍ ଗଭର୍ମେଣ୍ଟ ଏଫିସିଏନ୍ସି ବିଭାଗ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଟିମ୍ ଗଠନରେ ବ୍ୟସ୍ତ ଟ୍ରମ୍ପ। ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ଦେଲେ ବଡ଼ ଦାୟିତ୍ବ ।ଉଭୟଙ୍କୁ ମିଳିଲା ଡିପାର୍ଟମେଣ୍ଟ ଅଫ୍ ଗଭର୍ମେଣ୍ଟ ଏଫିସିଏନ୍ସି ବିଭାଗ। ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଲେ ଟ୍ରମ୍ପ। ଅଫିସର ରାଜ୍ ସମାପ୍ତ କରିବାକୁ ଉଭୟ କାମ କରିବେ ବୋଲି ଟ୍ରମ୍ପ ଆଶାବାଦୀ।